କେ.ଏଲ ରାହୁଲଙ୍କ ସ୍ଥାନରେ ଏପନିଂ କରିବେ ସଞ୍ଜୁ ସାମସନ

ପ୍ରଥମେ ହାର୍ନିଆ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରୁ ଓପନର କେ.ଏଲ ରାହୁଲଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ରାହୁଲଙ୍କ ବଦଳରେ ସଞ୍ଜୁ ସାମସନଙ୍କ ପକ୍ଷରୁ ଓପନିଂର ସୁଯୋଗ ମିଳିଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୨୯ ଜୁଲାଇରୁ ଭରାତ-…

ଗୁଡ ଖାଉଛନ୍ତି କି, ଜାଣନ୍ତୁ କଣ ମିଳିବ ଏହାର ଫାଇବା

ବହୁ ଲୋକେ ବର୍ତ୍ତମାନ ଚିନି ପରିବର୍ତ୍ତେ ଗୁଡ ଖାଇବାକୁ ପସନ୍ଦ କରୁଛନ୍ତି । ଏହା ଆଇରନର ଉତ୍ତମ ସ୍ରୋତ ହେବା ସହିତ ଶରୀରରେ ବିଭିନ୍ନ ପ୍ରକାରର ରୋଗ ନିବାରଣ କରିବା ପାଇଁ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ଗୁଡ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ. .. ୧. ଗୁଡ ଖାଇବା ଦ୍ୱାରା…

ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟି-୨୦ ମ୍ୟାଚ

ଦୀର୍ଘ ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ କ୍ରିକେଟ ପର୍ତ୍ତ୍ୟାବର୍ତ୍ତନ କରିଛି । ୧୯୯୮ରେ କୁଆଲାଲୁମ୍ପରରେ ପୁରୁଷଙ୍କ ମଧ୍ୟରେ ୫୦ ଓଭରର ଲିଷ୍ଟ ଏ ମ୍ୟାଚ ହୋଇଥିଲା । ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ସାମିଲ ହୋଇଥିବା ବେଳେ ପ୍ରଥମ…

ବିଜେପି ନେତା ସ୍ମୃତି ଇରାନୀଙ୍କ ଝିଅକୁ ନେଇ ହୋଇଥିବା ଟୁଇଟ ଡିଲିଟ କରିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ

କେନ୍ଦ୍ର ବିଜେପି ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତାଙ୍କୁ ହାଇକୋର୍ଟ ପକ୍ଷରୁ ସମନ ଜାରି କରାଯାଇଛି । ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଜିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ୱାରା…

ଭାରତୀୟ ବାୟୁସେନା ପକ୍ଷରୁ ରିଟାୟର ହେବ ମିଗ-୨୧ ଫାଇଟର ପ୍ଲେନ

ଆଇଏଏଫ ଫାଇଟର ପ୍ଲେନର ଦୁଇ ଜଣ ପାଇଲଟର ମୃତ୍ୟୁ ପରେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ) ପକ୍ଷରୁ ମିଗ-୨୧ ବିସନ ଏୟାରକାର୍ଫ୍ଟକୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଟାୟର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ଦିନ ମିଗ-୨୧ ରାଜସ୍ଥାନରେ କ୍ରାସ ହେବା ପରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।…

ଆସନ୍ତୁ ଜାଣିବା ଆପଣଙ୍କ ଆଖିର ରଙ୍ଗ କଣ କହିଥାଏ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ

ଆପଣଙ୍କ ପସନ୍ଦିତା ରଙ୍ଗ, ବସ୍ତ୍ରର ରଙ୍ଗ, ବସିବାର ଢଙ୍ଗ, ଚାଲିବାର ଢଙ୍ଗ ଇତ୍ୟାଦି ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କହିଥାଏ । ସେହିପରି ଆପଣଙ୍କ ଆଖିର ରଙ୍ଗ ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜଣାଇଥାଏ । ଆଖିର ରଙ୍ଗର ଭିନ୍ନତାକୁ ନେଇ ଭିନ୍ନ ଭିନ୍ନ ଗୁଣ ଏବଂ ବ୍ୟକ୍ତିତ୍ୱ ମଧ୍ୟ…

ଆନ୍ତର୍ଜାତୀୟ ବାଘ୍ର ଦିବସ

ଆଜି ତଥା ଜୁଲାଇ ୨୯ ବିଶ୍ୱ ବ୍ୟାପି ବାଘ୍ର ଦିବସ ପାଳନ କରାଯାଇଥାଏ । ଏହି ଦିବସର ଲକ୍ଷ୍ୟ ହେଉଛି ଏକ ବ୍ୟବସ୍ଥା ନିର୍ମାଣ କରିବା ଯାହା ଦ୍ୱାରା ବାଘ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରିବ । ୨୦୧୦ରେ ପ୍ରଥମ ଥର ପାଇଁ ବାଘଙ୍କ ସଂଖ୍ୟା କମିବା ପରେ…

ୟୁକ୍ରେନ ଫେରାନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଝଟକା , ଭାରତରେ ପଢିପାରିବେ ନାହିଁ ଡାକ୍ତରୀ

ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆଜି ଝଟକା ଲାଗିଛି । ରାଜ୍ୟ ସଭା ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କର ଡାକ୍ତରୀ ପଢାକୁ ନେଇ ବିବାଦ ଶେଷ କରି ସେମାନେ ଭାରତରେ ପଢିପାରିବେ ନାହିଁ ବୋଲି କହିଛନ୍ତି । କେନ୍ଦ୍ର…

ଏମପି ଅଧିର ଚୌଧୁରୀଙ୍କ ରାଷ୍ଟ୍ରପତ୍ନୀ ମନ୍ତବ୍ୟକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳ

ଲୋକସଭା କଂଗ୍ରେସ ନେତା ଅଧିର ଚୌଧୁରୀଙ୍କର ମନ୍ତବ୍ୟ ରାଷ୍ଟ୍ରପତ୍ନୀ ଅନଲାଇନ ଭାଇରାଲ ହେବାକୁ ଲାଗିଛି । ଏମପି ଅଧିର ଚୌଧୁରୀ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ସମ୍ବୋଧନ କରିଥିଲେ ଏଥିରେ ବିଜେପି ନେତାମାନେ ହଟ୍ଟଗୋଳ ପ୍ରାରମ୍ଭ କରିଥିଲେ । ଏହା ପରେ ଅଧିର ଏହା ତାଙ୍କ…

ଜାଣନ୍ତୁ କିପରି କରିବେ ଆୟୁର୍ବେଦ ଉପାୟରେ ଥାଇରଏଡ ଉପଚାର

ବର୍ତ୍ତମାନ ଥାଇରଏଡର ସମସ୍ୟା ଖୁବ ବଢିଯାଇଛି । ଏହା ଏପରି ଏକ ସମସ୍ୟା ଯାହା ଥରେ ହେବା ମାତ୍ରେ ତାହାକୁ ଦୂର କରିବା ପାଇଁ ଖୁବ କଷ୍ଟକର ହୋଇଥାଏ । ଏହା ଦ୍ୱାରା ଶରୀରରେ ବହୁ ସମସ୍ୟା ଦେଖାଯାଇଥାଏ ଏବଂ ଏଥି ପାଇଁ ପ୍ରତିଦିନ ମେଡିସିନ ମଧ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଘରେ ଉପଲବ୍ଧ ହେଉଥିବା…