ଆଖି ତଳର କଳାଦାଗ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ
ଆଖି ତଳର କଳାଦାଗ ଏକ ଗଭୀର ସମସ୍ୟା ଅଟେ । ଆଖି ତଳେ କଳା ଦାଗ ପଡିବାର ବିଭିନ୍ନ କାରଣ ହୋଇଥାଇପାରେ । ଏହା ଡିହାଇଡ୍ରେସନ,କମ ନିଦା୍ର, ରକ୍ତର ଅଭାବ ଏବଂ ବୟସ ଜନିତ ହୋଇଥାଇପାରେ । ତେଣୁ କଳାଦାଗର ନିରାକରଣ ପାଇଁ ପ୍ରତିଦିନ ଭଲଭାବେ ୭ରୁ ୮ଘଣ୍ଟା ଶୁଅନ୍ତୁ, ପର୍ଯ୍ୟାପ୍ତ ପରିମାଣର ପାଣିର ସେବନ…