ମାନସିକ ଚାପରୁ ମୁକ୍ତି କିମ୍ବା ଏକାଗ୍ରତା ବୃଦ୍ଧି କରିବା ପାଇଁ ନିୟମିତ କରନ୍ତୁ ଏହି ୫ଟି ଯୋଗ ଆସନ

ଯୋଗ ଆପଣଙ୍କ ସ୍ୱାସ୍ଥ୍ୟକୁ ସଠିକ କରିନଥାଏ ବରଂ ମାନସିକ ସ୍ତରରେ ମଧ୍ୟ ଆପଣଙ୍କୁ ମଜବୁତ କରିଥାଏ । ଆପଣଙ୍କ ବ୍ରେନର କାର୍ଯ୍ୟକଳାପକୁ ବୃଦ୍ଧି କରିବା ସହିତ ଅଧିକ କେନ୍ଦ୍ରିତ କରାଇଥାଏ । ରିସର୍ଚ୍ଚ ଅନୁଯାୟୀ ପ୍ରତିଦିନ ଯୋଗ କରୁଥିବା ବ୍ୟକ୍ତିଙ୍କ ମନ ଏବଂ ବ୍ରେନ ଅଧିକ ସାର୍ପ ହୋଇଥାଏ । ଏପରି…

ଖରାଦିନେ ସୁପରଫୁଡ ଭାବେ କାମ କରିଥାଏ ଛତୁଆ

ଖରାଦିନେ ଛତୁଆ ସୁପରଫୁଡ ତଥା ଶକ୍ତିର ଗନ୍ତା ଘର ରୂପେ କାର୍ଯ୍ୟ କରିଥାଏ । ଏହା ଖୁବ ସ୍ୱାସ୍ଥ୍ୟ ଉପଯୋଗୀ ହେବା ସହିତ ଏହାର ବହୁ ପୋଷକ ତ୍ତତୱ ରହିଛି ଯାହା ଶରୀରରେ ବିଭିନ୍ନ ସକରାତ୍ମକ ପ୍ରଭାବ ପକାଇଥାଏ । ଏହାର ବହୁ ପ୍ରକାରର ଉପଯୋଗିତା ରହିବା ସହିତ ଏହା ପ୍ରୋଟିନର ଏକ ଉତ୍ତମ ସ୍ରୋତ ଅଟେ ।…

ଅକାରଣେ କେଶ ପାଚୁଛି କି, ଆପଣାନ୍ତୁ କିଛି ସରଳ ଉପାୟ ଯାହା ଆପଣଙ୍କୁ କେଶ ପାଚିବା ସମସ୍ୟାରୁ ମୁକ୍ତି ପ୍ରଦାନ କରିବ

ୠମ୍ବା ଘନ କଳା କେଶ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ବୟସ ତୁଳନାରେ ଶୀଘ୍ର କେଶ ପାଚିବା ଦ୍ୱାରା ସୌନ୍ଦର୍ଯ୍ୟରେ ଫରକ ପଡିଥାଏ । ଏବଂ ବହୁ ସ୍ଥାନରେ କେଶ ପାଚିବା ହେତୁ ଆତ୍ମବିଶ୍ୱାସରେ ମଧ୍ୟ ଫରକ ପଡିଥାଏ । ତେଣୁ ଆପଣ କରୁଥିବା କିଛି ନିତିଦିନିଆ ଅଭ୍ୟାସକୁ ପରିବର୍ତ୍ତନ କଲେ…

ଅନୁପମ ଖେରଙ୍କ ନୂତନ ଫିଲ୍ମ “ଦ ସିଗନେଚର”

ଭିତେରାନ ଅଭିନେତା ଅନୁପର ଖେର ନିଜର ୫୨୫ତମ ଫିଲ୍ମର ନାମର ଘୋଷଣା କରିଛନ୍ତି । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଫ୍ଲିଲର ନାମ ଦ ସିଗନେଚର ଏକ କ୍ଲିପ ସେୟାର କରିଛନ୍ତି । ଅନ୍ୟ ଏକ ଫଟୋରେ ଫିଲ୍ମର ନିର୍ଦଶକ ଗଜେନ୍ଦ୍ର ଅହିରେ ଗୌଡାଙ୍କ ସହିତ ସୋୟାର କରିଛନ୍ତି । ପ୍ରଖ୍ୟାତ…

‘କଭି ଇଦ କଭି ଦିୱାଲି’ର ସୁଟ ପାଇଁ ମୁମ୍ବାଇ ଛାଡିଲେ ସଲମାନ

ଦବଙ୍ଗ ହିରୋ ସଲମାନ ଏବଂ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା ଧମକ ପରେ ସେ ପ୍ରଥମଥର ପାଇଁ ମୁମ୍ବାଇ ବାହାରକୁ ଫିଲ୍ମ ସୁଟିଂ ପାଇଁ ଯାଇଛନ୍ତି । ତାଙ୍କ ପ୍ରତି ଆସିଥିବା ହତ୍ୟା ଧମକର କୌଣସି ପ୍ରଭାବ ପଡିନାହିଁ ସେ ନିଜର କାମ ପାଇଁ ହାଇଦ୍ରାବାଦକୁ ଯାତ୍ରା କରିଛନ୍ତି । ସଲମାନଙ୍କୁ ଏକ ଘରୋଇ…

ଜାଣନ୍ତି କି ବିଭିନ୍ନ ପ୍ରକାରର ସ୍କିନ କେୟାର ପାଇଁ ବ୍ୟବହାର କରିପାରିବେ ମହୁ

ମହୁ ଏକ ପ୍ରାକୃତିକ ଉପାଦାନ ଏବଂ ଏହାର ବହୁ ଉପକାରିତା ରହିଛି । ଏହାର ବହୁ ଓøଷଧିୟଗୁଣ ରହିବା ସହିତ ଏହାର ବହୁ ଉପକାରୀତକା ମଧ୍ୟ ରହିଛି । ଏହା ଏକ ପ୍ରାକୃତିକ ମିଠା ଦ୍ରବ୍ୟ ଅଟେ ଯାହା ଶରୀରରେ ଖୁବ ଭଲ ପ୍ରଭାବ ପକାଇଥାଏ । ଏହା ଆପଣ ଖାଇବା ସହିତ ବହୁ ପ୍ରକାରର ସ୍କିନ କେୟାର ଭାବେ ମଧ୍ୟ…

ଲିଚୁ ଖାଇବାକୁ ପସନ୍ଦ କରନ୍ତି କି, ଜାଣନ୍ତୁ କଣ ପଡିଥାଏ ଏହାର ପ୍ରଭାବ

ଲିଚୁ ଏକ ଋତୁକାଳୀନ ଫଳ ଅଟେ । ଏହା ବର୍ଷରେ ଥରେ ଆସିଥାଏ ଏବଂ ପ୍ରାୟତଃ ଲିଚୁ ସମସ୍ତଙ୍କର ପ୍ରିୟ ହୋଇଥାଏ । ଲିଚୁ ଭିଟାମିନ ସି, ଡି, ମ୍ୟାଗ୍ନେସିୟମ, ରିବୋଫ୍ଲାବିନ, କପର, ଫସଫରସ ଇତ୍ୟାଦିର ଉତ୍ତମ ସ୍ରୋତ ଅଟେ । ତେଣୁ ଏହି ଋତୁକାଳୀନ ଫଳକୁ ଖାଇବା ଖୁବ ଆବଶ୍ୟକ, ଏହା ଶରୀରରେ ବହୁ…

ପ୍ରସିଦ୍ଧ ଗାୟକ କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ୍‌

ପ୍ରସିଦ୍ଧ ଗାୟକ କେକେ ଏହି ଦୁନିଆକୁ ଅଲବିଦା କହି ଯାଇ ସାରିଛନ୍ତି। ହେଲେ ଏବେବି ସେ ନିଜର ପ୍ରଶଂସକଙ୍କ ହୃଦୟକୁ ଆନ୍ଦୋଳିତ କରୁଛନ୍ତି। କେକେଙ୍କ ମୃତ୍ୟୁରେ ତାଙ୍କର ପ୍ରଶଂସକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ତାଙ୍କର ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କେକେଙ୍କର ଶେଷ ଗୀତକୁ…

ଜାଣନ୍ତୁ ଏପରି କିଛି ଖାଦ୍ୟ ଯାହା ଆପଣଙ୍କୁ କରିଥାଏ ବୟସ ତୁଳନାରେ ଅଧିକ ବୃଦ୍ଧ

ସମସ୍ତଙ୍କୁ ସୁନ୍ଦର କୋମଳ ତ୍ୱଚା ଭଲ ଲାଗିଥାଏ । ସୁନ୍ଦର କୋମଳ ତ୍ୱଚା ଏବଂ ଆଣ୍ଟି-ଏଜିଂ ସ୍କିନ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି କିନ୍ତୁ ଏହା ବ୍ୟାୟାମ ଏବଂ ଖାଦ୍ୟପେୟ ଦ୍ୱାରା ନିୟନ୍ତ୍ରଣ କରିହେବ । ଏଜିଂକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ କିଛି…

ରାତିରେ କାହିଁକି ଖାଇବେ ନାହିଁ କାକୁଡି ଆସନ୍ତୁ ଜାଣିବା ଏହାର କାରଣ

ଖରାଦିନେ ଦିନ ସମୟରେ ଗରମ ଜଳିୟବାଷ୍ପ ହେଉଥିବା ବେଳେ କାକୁଡି ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ଏହା ଭିଟାମିନ ସି,କେ, ବି , ପୋଟାସିୟମ ଏବଂ କପରର ଉତ୍ତମ ସ୍ରୋତ ଅଟେ । ଏହା ଆପଣଙ୍କ ଶରୀରକୁ କେବଳ ଥଣ୍ଡା ରଖିନଥାଏ ବରଂ ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।…