ପିଲାମାନଙ୍କ ମଧ୍ୟରେ ଭିଟାମିନ ଇର ଅଭାବ ରହୁଥିଲେ, ନିୟମିତ ଖାଇବାକୁ ଦିଅନ୍ତୁ ଏହି ସମସ୍ତ ଖାଦ୍ୟ –

ଅନ୍ୟ ଭିଟାମିନ ଏବଂ ମିନେରଲ ପରି ଭିଟାମିନ ଇ ଖୁବ ଆବଶ୍ୟକ । ଭିଟାମିନ ଇ ଦ୍ୱାରା ତ୍ୱଚା ଭଲ ରହିଥାଏ ଏବଂ କେଶ ମଜବୁତ ହୋଇଥାଏ । ଭିଟାମିନ ଇ ମଧ୍ୟ ଏକ ଉତ୍ତମ ଆଣ୍ଟି-ଅକ୍ସିଡାଣ୍ଟ ଯାହା କ୍ୟାନସର ପାର୍ଟିକିଲକୁ ବିନାଶ କରିବାରେ ସାହାଯ୍ୟ କରିଥାଏ । ଭିଟାମିନ ଇର ବହୁଳ ମାତ୍ରାରେ ସେବନ…

ବୁନେ୍ଦଲ ଖଣ୍ଡ ଏକ୍ସପ୍ରେସୱେର ଶୁଭାରମ୍ଭ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ରେ ଉତ୍ତର ପ୍ରଦେଶ ଠାରେ ବୁନେ୍ଦଲ ଖଣ୍ଡ ଏକ୍ସପ୍ରେସୱେର ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ ଅବସରରେ ମୋଦି ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧନ କରି ଏହା କନେକଟିଭିଟି ଏବଂ ଇକୋନୋମିକୁ ବୃଦ୍ଧି କରିବ ବୋଲି କହିଥିଲେ । ଏହି ଏକ୍ସପ୍ରେସୱେ…

ଫଟୋଗ୍ରାଫରଙ୍କ ସହିତ ଫଟୋ ଉଠାଇ ଫ୍ୟାନଙ୍କ ମନ କିଣିଲେ ଭାରତର ସୁପର ଷ୍ଟାଇଲିସ ଅଭିନେତା କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ ଶୁକ୍ରବାର ଦିନ ଏକ ଆୱାର୍ଡ ପ୍ରୋଗ୍ରାମରେ କିଛି ଫଟୋଗ୍ରାଫରଙ୍କ ସହିତ ସେ ଫଟୋଉଠାଇଥିବାର ନଜର ଆସିଥିଲେ । ଏହି ଆୱାର୍ଡ ପ୍ରୋଗ୍ରାମରେ ସେ ୨୦୨୨ରେ ମୋଷ୍ଟ ଷ୍ଟାଇଲିସ ଅଭିନେତାଭାବେ ଆୱାର୍ଡ ପାଇଥିଲେ । ଏହା ତାଙ୍କର ଫ୍ୟାନ ମାନଙ୍କର ହୃଦୟକୁ ସ୍ପର୍ଶ କରିଥିଲା ଏବଂ ସେମାନେ…

ସାଉଥ ସୁପରଷ୍ଟାର ଚିରଞ୍ଜିବୀ, ନାଗାର୍ଜୁନ ଏବଂ ନାଗା ଚୈତନ୍ୟଙ୍କ ପାଇଁ ଲାଲ ସିଂ ଚଡ୍ଡାର ସ୍ୱତନ୍ତ୍ର ସ୍କ୍ରିନିଂର…

ଆମିର ଖାନଙ୍କ ନୂତନ ଫିଲ୍ମ ଲାଲ ସିଂ ଚଡ୍ଡା ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ବେଳେ । ଆମିର ହାଇଦ୍ରାବାଦରେ ଏହି ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଆୟୋଜନ କରିଛନ୍ତି । ଏହି ସ୍ୱତନ୍ତ୍ର ସ୍କ୍ରିନିଂରେ ଚୈତନ୍ୟ ଙ୍କ ବାପା ନାଗାର୍ଜୁନଙ୍କ ସହିତ ସାଉଥର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀ…

ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହ ରିଲେସନସିପର ଘୋଷଣା ପରେ ସୁସ୍ମିତା ସେନଙ୍କ ପୋଷ୍ଟ –

ପୂର୍ବତମ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସୁସ୍ମିତାଙ୍କ ସହିତ ରିଲେସନସିପର ଘୋଷଣା ସମ୍ପୂର୍ଣ୍ଣ ଇଣ୍ଟରନେଟ  ଏବଂ ଫ୍ୟାନଙ୍କ ମନରେ ହଲଚଲ ସୃଷ୍ଟି କରିଥିଲା । ଏହା ପରେ ଆଜି ମିସ ୟୁନିଭର୍ସ ସୁସ୍ମିତା ସେନ ନିଜର ଦୁଇ ଝିଅଙ୍କ ସହିତ ଏକ ଫଟୋ ସେୟାର କରି ନୋ ମ୍ୟାରେଜ ନୋ ରିଙ୍ଗ ଏକ୍ସଚେଞ୍ଜ…

କ୍ଲିୟର ଏବଂ ପିମ୍ପଲ ଫ୍ରି ସ୍କିନ ପାଇଁ ଆପଣାନ୍ତୁ ଏହି ୮ଦିନିଆ ଚ୍ୟାଲେଞ୍ଜ

ଆପଣଙ୍କର ସ୍କିନର ସମସ୍ୟା ଥିଲେ କିମ୍ବା ବ୍ରଣର ସମସ୍ୟା ହେଉଥିଲେ ଆପଣଙ୍କୁ ତ୍ୱଚାର ବିଶେଷ ଧ୍ୟାନ ନେବାକୁ ପଡିବ । ଆପଣ କିଛି ସାଧାରଣ ଉପାୟ ଅବଲମ୍ବନ ଦ୍ୱାରା ମାତ୍ର ଆଠ ଦିନରେ ଏହି ବ୍ରଣ ଏବଂ ତ୍ୱଚାର ସମସ୍ୟାରୁ ମୁକ୍ତି ପାଇପାରିବେ ।  ଆସନ୍ତୁ ଜାଣିବା ବ୍ରଣ ସମସ୍ୟାରୁ ମୁକ୍ତି ପାଇଁ କଣ…

ଗୁପଚୁପ ପରେ ଦାର୍ଜିଲିଂରେ ମୋମୋ ପ୍ରସ୍ତୁତ କରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ . . .

ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗର ମୁଖ୍ୟମାନ୍ତ୍ରୀ ମମତା ବାନାର୍ଜୀ ସର୍ବଦା ନିଜର ବିବାଦିୟ ମନ୍ତବ୍ୟ ଏବଂ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ମମତା ବାନାର୍ଜୀ  ଦାଜିର୍ଲିଂର ସ୍ଥାନୀୟ ଲୋକମାନଙ୍କୁ  ଗୁପଚୁପ ଖୁବାଇବାକୁ ଦେଇ ଆଶ୍ଚର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ…

ଶ୍ରାବଣରେ କାହିଁକି କରିବେ ଶିବ ଆରାଧନା, ଜାଣନ୍ତୁ ଏହାର କଣ ରହିଛି ମହତ୍ତ୍ୱ

ହିନ୍ଦୁ  ଧର୍ମାନୁସାରେ ଭଗବାନ ଶିବ ଦେବ ଶ୍ରେଷ୍ଠ ବୋଲି ମାନ୍ୟତା ରହିଛି । ତେଣୁ ତାଙ୍କୁ ଦେବ ଦେବ ମହାଦେବ ବୋଲି ମଧ୍ୟ କୁହାଯାଏ । ସେ ସଂହାରକର୍ତ୍ତା ମଧ୍ୟ । ଏବଂ ଭଗବାନ ଶିବଙ୍କୁ ସମଗ୍ର ବିଶ୍ୱର ପିତା ଏବଂ ପାର୍ବତୀଙ୍କୁ  ବିଶ୍ୱର ମାତା ବୋଲି ମଧ୍ୟ କୁହାଯାଏ । ଭଗବାନ ଶିବଙ୍କ ଉପାସନା…

ଆପଲ ଜୁସ ପିଅନ୍ତୁ ଏବଂ ଶରୀରରୁ ଦୂର କରନ୍ତୁ ବିଭିନ୍ନ ପ୍ରକାରର ରୋଗ –

ଇଂରାଜୀରେ ଏକ ପ୍ରୋ ର୍ଭବ ରହିଛି ଆପଲ ଏ ଡେ କିପସ ଦ ଡକ୍ଟର ଆଉଏ । ପ୍ରତିଦିନ ଆପଲ ଏବଂ ଆପଲ ଜୁସ ପିଉଥିବା ଲେକେ ସର୍ବଦା ଫିଟ ଏବଂ ସୁସ୍ଥ ରହିଥାନ୍ତି । ନିୟମିତ ଆପଲ ଜୁସର ସେବନ ଦ୍ୱାରା ଧମନୀରୁ ହାର୍ଟ ପର୍ୟ୍ୟନ୍ତ ରକ୍ତ ସଂଚାଳନ ସଠିକ ହୋଇଥାଏ । ଆପଲ ଜୁସ ମଧ୍ୟ କୋଲେଷ୍ଟ୍ରଲ ସ୍ତର…

ଲୋକପ୍ରିୟ ଗାୟକ ଦିଲେର ମେହେନ୍ଦୀଙ୍କୁ ହ୍ୟୁମାନ ଟ୍ରାଫିକିଂ କେସରେ ୨ବର୍ଷ ଜେଲ . . . .

ବଲିଉଡ ତଥା ପଂଜାବର ଲୋକପ୍ରିୟ ଗାୟକ ଦିଲେର ମେହେନ୍ଦୀଙ୍କୁ ଗୁରୁବାର ଦିନ ପୋଲିସ ୧୫ ବର୍ଷର ପୁରୁଣା ହ୍ୟୁମାନ ଟ୍ରାଫିକିଂ କେସରେ ଆରେଷ୍ଟ କରିଥିବା ବେଳେ ପଟିଆଲା କୋର୍ଟ ତାଙ୍କୁ ୨ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି । ୨୦୦୩ରେ ପ୍ରଥମେ ତାଙ୍କ ସମେତ ତାଙ୍କର ଭାଇ ସମସେର ସିଂ ଏବଂ ଅନ୍ୟ ଦୁଇ…