୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖି ଆଶଙ୍କା, ୟୋଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଆସନ୍ତା ଗୁରୁବାର ତଥା ୨୧ ତାରିଖ ଅପରାହ୍ନ ସୁଦ୍ଧା ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବି ଜ୍ଞାନ କେନ୍ଦ୍ର ଅନୁଯାୟୀ ଓଡିଶାର ଅନେକ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି ।…

କମନ ୱେଲଥ ଗେମ ଖେଳାଳିମାନଙ୍କୁ ଭର୍ଚୁଆଲ ମିଟିଂ ମାଧ୍ୟମରେ ମୋଦି କହିଲେ କୋଇ ନେହି ହେ ଟକ୍କର ମେ, କ୍ୟୁ ପଡେ ହୋ ଚକ୍କର…

ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କମନ ୱେଲଥ ଗେମରେ ଖେଳାଳିମାନଙ୍କୁ ପ୍ରେତ୍ସାହନ ପ୍ରଦାନ କରିବାକୁ ଯାଇ ବୁଧବାର ଦିନ ଭର୍ଚୁଆଲ ମିଟିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିଛନ୍ତି । ସେ ଟୁଇଟରରେ ଖେଳାଳିମାନଙ୍କୁ ନିଜର ଶକ୍ତି ଏବଂ ଆତ୍ମବିଶାସ ସହିତ ଖେଳିବାକୁ ପ୍ରୋତ୍ସାହନ ପ୍ରଦାନ…

ରୁପା ବାସନରେ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ….

ଆମେ ମାନେ ସାଧାରଣତଃ ଖାଇବା ପାଇଁ ଷ୍ଟିଲ କିମ୍ବା ତମ୍ବା ବାସନର ବ୍ୟବହାର କରିଥାଉ । ସମସ୍ତ ବାସନରେ ଖାଇବାର କିଛି ମହତ୍ତ୍ୱ ରହିଛି । ପିତଳ ବାସନ ଏବଂ ରୁପା ବାସନକୁ ପୂଜା ପର୍ବାଣିରେ ବ୍ୟବହାର କରାଯାଇଥାଏ । ଏହାର ବିଭିନ୍ନ ପ୍ରକାରର ବିଶେଷତଃ ରହିଛି ଯାହା ଏହିପରି ପାତ୍ରରେ ଖାଇବା ଦ୍ୱାରା…

ଭାରତରେ ଏପରି ଏକ ଗାଁ ଯେଉଁଠି ଅଧିକରୁ ଅଧିକ ଜନ୍ମ ହୁଅନ୍ତି ଯାଆଁଳା ଶିଶୁ

ଭାରତ ନିଜର ପରମ୍ପରା ଏବଂ ସଂସ୍କୃତି ପାଇଁ ଖୁବ ପରିଚିତ । ଭାରତର ବିଭିନ୍ନ ମନ୍ଦିର ପ୍ରତିଷ୍ଠାନ ଏବଂ ଅନୁଷ୍ଠାନ ନିଜର ବିଭିନ୍ନ ବିଶେଷତଃ ଏବଂ ସ୍ୱତନ୍ତ୍ରତା ପାଇଁ ପରିଚିତ । ଏପରି ଏକ ଗ୍ରାମ ରହିଛି ଯେଉଁଠି ଅଧିକରୁ ଅଧିକ ଯାଆଁଳା ଛୁଆ ଜନ୍ମଗ୍ରହଣ କରନ୍ତି । କେରଳର ଗ୍ରାମ କୋଡିହ୍ନି…

ଖୋଲାରେ ବିକ୍ରି କଲେ ଲାଗିବନି ଜିଏସଟି ଶୁଳ୍କ ବୋଲି ଟୁଇଟ କରି ଜଣାଇଲେ ଆର୍ଥମନ୍ତ୍ରୀ ଏନ. ସୀତାରମଣ

ଦେଶରେ ଅତ୍ୟାବଶ୍ୟକ ସମାଗ୍ରୀରେ ଜିଏସଟି ଲାଗୁ ହେବା ପରେ ଖାସ କରି ବିଭିନ୍ନ ଖାଦ୍ୟ ଉତ୍ପାଦ ତଥା ଚୁଡା ,ମୁଢି ଏବଂ ଅଟା ଇତ୍ୟାଦିରେ ଜିଏସଟି ଲାଗିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଚିନ୍ତା ବଢିବାକୁ ଲାଗିଥିଲା । ଏବଂ ଏହି ପ୍ରସଙ୍ଗକୁ ଆଧାର କରି ରାଜନିତୀ ମଧ୍ୟ ଜୋର ଧରିଥିଲା । ବିରୋଧୀ…

ଅଲବିଦା ଲେଖି ନିଜର ସମସ୍ତ ପୋଷ୍ଟ ଲିଡିଟ କଲେ ଅଦନାନ ସାମୀ

ବଲିଉଡର ପ୍ରଖ୍ୟାତ ଗାୟକ ଅଦନାନ ସାମୀ ମଙ୍ଗଳବାର ଦିନ ନିଜର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରିଛନ୍ତି । ସେ ସମସ୍ତ ଭିଡିଓ ଏବଂ ଫଟୋ ଡିଲିଟ କରିଛନ୍ତି ଏବଂ ଅଲବିଦା ବୋଲି ମେସେଜ ଲେଖିଛନ୍ତି । ଏହା ଫ୍ୟାନମାନଙ୍କ ମଧ୍ୟରେ ଚିନ୍ତା ବଢାଇବା ସହିତ ଭବିଷ୍ୟତରେ ଏହା ତାଙ୍କର ନୂତନ ମ୍ୟୁଜିକ…

ବୁଧବାର ଦିନ ୫ଘଣ୍ଟା ପାଇଁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ନାହିଁ ଜଗତର ନାଥ ଜଗନ୍ନାଥ

ବୁଧବାର ଦିନ ତଥା ଆସନ୍ତା କାଲି ୨୦ଜୁଲାଇରେ ସର୍ବସାଧାରଣଙ୍କ ପାଇଁ ଅପରାହ୍ନ ୫ଘଟିକାରୁ ରାତ୍ରି ୧୦ ଘଟିକା ପର୍ୟ୍ୟନ୍ତ ଶ୍ରୀ ମନ୍ଦିରରେ ଦର୍ଶନ ବନ୍ଦ ରହିବ । ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନିତୀ ପାଳନ କରାଯାଇଥାଏ । ଏହି କାର୍ୟ୍ୟ…

ଜାଣନ୍ତି କି ସାଉଥ କୋରିଆନ ଜୀବନଶୈଳୀ ଏବଂ ଖାଦ୍ୟପେୟ ସମ୍ପର୍କରେ ଯାହା ଦ୍ୱାରା ସେମାନେ ରହିଥାନ୍ତି ଫିଟ ଏବଂ ଫାଇନ…

ସାଉଥ କୋରିଆରେ ଓବେଟିସି ତଥା ମୋଟାପ୍ପାର ହାର ଖୁବ କମ କାରଣ ସେଠାକାର ଲୋକେ ନିଜର ଖାଦ୍ୟ ପେୟ ଏବଂ ନିଜର ଜୀବନଶ÷÷ଳୀ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ସାଉଥ କୋରିଆର ଲୋକମାନେ ପ୍ରସୋସଡ, ଫ୍ୟାଟ-ରିଚ ଖାଦ୍ୟ, ସୁଗାର ଯୁକ୍ତ ଖାଦ୍ୟ ଏବଂ ପ୍ୟାକେଟ ଖାଦ୍ୟର କମ ମାତ୍ରାରେ ସେବନ କରିଥାନ୍ତି ।…

ଆପଣ ଡାଏଟ କରୁଛନ୍ତି କି ଜାଣିରଖନ୍ତୁ ରାତି ୮ ପରେ କେଉଁ ଖାଦ୍ୟ କରିପାରେ ଆପଣଙ୍କ ସ୍ୱାସ୍ଥ୍ୟହାନି –

ଡାଏଟ କରନ୍ତୁ କିମ୍ବା ନକରନ୍ତୁ ଆୟୁର୍ବେଦ ଅନୁଯାୟୀ ରାତି ୮ଟା ପରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ । ଆୟୁର୍ବେଦ ଅନୁଯାୟୀ ଶୋଇବାର ୩ରୁ ୪ ଘଣ୍ଟା ପୂର୍ବରୁ ରାତି ଭୋଜନ ସାରିଦେବା ଉଚିତ । ଏହା ଦ୍ୱାରା ବହୁ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ । ବହୁ…

୧୯୪୭ରୁ ୨୦୨୨ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ନାମ

ଆମ ଦେଶ ଭାରତର ମୁଖ୍ୟ ରାଷ୍ଟ୍ରପତି ଅଟନ୍ତି । ସେ ଦେଶର ପ୍ରଥମ ନାଗରିକ ମଧ୍ୟ । ସମ୍ବିଧାନର ଆର୍ଟିକିଲ ୫୨ ଅନୁଯାୟୀ ଦେଶରେ ଜଣେ ରାଷ୍ଟ୍ରପତି ନିଶ୍ଚିନ୍ତଭାବେ ରହିବା ଆବଶ୍ୟକ ଏବଂ ଆର୍ଟିକିଲ ୫୩ ଅନୁଯାୟୀ ତାଙ୍କ ପାଖରେ ସମସ୍ତ ୟୁନିୟନର କାର୍ୟ୍ୟ ସମ୍ଭାଳିବାର କ୍ଷମତା ରହିବା ଆବଶ୍ୟକ ।…