ଜାତୀୟ ଫିଲ୍ମ ପୁରସ୍କାର ୨୦୨୨

ନୂଆ ଦିଲ୍ଲୀରେ ୨୦୨୨ରେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୨ର ବିଜେତାମାନଙ୍କର ନାମ ଘୋଷଣା । ସିନେମା ଜଗତରେ ଏହା ହେଉଛି ଏକ ସମ୍ମାନନିତ ପୁରସ୍କାର । ମୋଷ୍ଟ-ଫିଲ୍ମ ଫ୍ରେଣ୍ଡଲି (ସ୍ପେସାଲ ମେନସନ) – ୟୁପି ଏବଂ ଉତ୍ତରାଖଣ୍ଡକୁ ମିଳିଛି । ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ ମଧ୍ୟ ପ୍ରଦେଶ…

ଜାଣନ୍ତୁ ୪୦ ବର୍ଷ ବୟସରେ ବି ପ୍ରିୟଙ୍କା ଚୋପ୍ରା କିପରି ନିଜକୁ ରଖିଛନ୍ତି ଫିଟ ଏବଂ ଫାଇନ

ବଲିଉଡ ତଥା ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୋନାସ ବର୍ତ୍ତମାନ ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ସର୍ବଦା ନିଜକୁ ଗ୍ଲାମରସ ଏବଂ ଫିଟ ରଖିଥାନ୍ତି । ବର୍ତ୍ତମାନ ସେ ନିଜର ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀଙ୍କ ସହିତ ଏକ ବିଚରେ ଜନ୍ମଦିନ…

ଆପଣଙ୍କ ପସନ୍ଦିତା ନମ୍ବର କଣ କହୁଛି ଆପଣଙ୍କ ବ୍ୟକ୍ତତ୍ୱ ସମ୍ପର୍କରେ

ପସନ୍ଦର ପୋଷାକ ଏବଂ ପସନ୍ଦର ରଙ୍ଗ ପରି ଲକି ନମ୍ବର କିମ୍ବା ପସନ୍ଦିତା ନମ୍ବର ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ଦର୍ଶାଇଥାଏ । ଆସନ୍ତୁ ଜାଣିବା କଣ କହିଥାଏ ଆପଣଙ୍କ ପ୍ରିୟ ନମ୍ବର । ୧. ନମ୍ବର ୧ - ନମ୍ବର ୧ ପସନ୍ଦ କରୁଥିବା ଲୋକେ ସର୍ବଦା ଶାନ୍ତ ଏବଂ ସରଳ ସ୍ୱଭାଦର ହୋଇଥାନ୍ତି ।…

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦ୍ଧନା

ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ସୁଧୁରିଥିବା ବେଳେ ରାଷ୍ଟ୍ରପତି ପରେ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଯାଇଛି । ଦିନେଶ ଗୁଣବର୍ଦ୍ଧନା ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଗୁରୁବାର ଦିନ ରାନିଲ ୱିକ୍ରମସିଂଘେ ଶ୍ରୀଲଙ୍କାର…

ଏହି ଚିତ୍ରରେ ଆପଣ କଣ ଦେଖୁଛନ୍ତି, ଦର୍ଶାଇବ ଆପଣଙ୍କ ବ୍ୟକ୍ତିତ୍ୱ

ଉପରୋକ୍ତ ଚିତ୍ରରେ ଦୁଇଟି ପଶୁଙ୍କର ଚିତ୍ର ରହିଥିବା ବେଳେ ଆପଣ କଣ ଦେଖୁଛନ୍ତି ତାହା ଆପଣଙ୍କ ବ୍ୟକ୍ତିତ୍ୱ ଚୟନ । ଆପଣ ବର୍ହିମୁଖି ବା ଏକ୍ସର୍ଟୋଭ କିମ୍ବା ଅର୍ନ୍ତମୁଖି ବା ଇନର୍ଟୋଭଟ ତାହା ଏହା ଦ୍ୱାରା ଡଣା ପଡିବ । ବିଭିନ୍ନ ପ୍ରକାରର ଇଲ୍ୟୁଜନ ରହିଛି ଯଥା ଶାରିରୀକ, ମାନସିକ । ଏହି…

ପ୍ରାକୃତିକ ଉପାୟରେ କିପରି କରିବେ ଶରୀରରୁ ଦୁର୍ଗନ୍ଧ ଦୂର

ବର୍ଷାଦିନେ ବାୟୁରେ ଅଧିକ ହ୍ୟୁମିଡିଟି ରହିବା ହେତୁ ଅଧିକ ଝାଳ ବାହାରିଥାଏ । ଝାଳ ଶରୀରରେ ରହିବା ଦ୍ୱାରା ଶରୀରରେ ଦୁର୍ଗନ୍ଧ ବାହାରିଥାଏ । ଆପଣ ଭଲଭାବେ ଗାଧେଇଲା ପରେ ଏହି ଦୁର୍ଗନ୍ଧର ସମସ୍ୟା ଦେଖାଯାାଇଥାଏ । ଆପଣ ଏଥିପାଇଁ ପରଫ୍ୟୁମ ଏବଂ ବଡି ର୍ସ୍ପେର ବ୍ୟବହାର କରିଥାନ୍ତି । କିନ୍ତୁ…

କୋଭିଡ -୧୯ ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିବେନି କେ .ଏଲ ରାହୁଲ

ଭାରତୀୟ ଓପନର କେ.ଏଲ ରାହୁଲ କୋଭିଡ -୧୯ ସଂକ୍ରମଣ ହୋଇଥିବାରୁ ଭାରତ-ୱେଷ୍ଟଇଣ୍ଡିଜର ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଉପ -ଅଧିନାୟକଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କର କୋଭିଡ-୧୯ ପଜିଟିଭକୁ ନିଶ୍ଚିନ୍ତ…

ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ “ଓଡିଶା ଫୁଡ ପ୍ରୋ ୨୦୨୨” କାର୍ଯ୍ୟକ୍ରମ

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସି ମାଧ୍ୟମରେ “ଓଡିଶା ଫୁଡ ପ୍ରୋ ୨୦୨୨”ର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟରେ ଖାଦ୍ୟ ପ୍ରକିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମୁଖ୍ୟ ମୁନ୍ତ୍ରୀ ଏହି ଉଦାଘଟନ ଅବସରରେ…

ବର୍ଷା ଦିନେ କିପରି ବଢାଇବେ ନିଜର ରୋଗ ପ୍ରତିରୋଧକ ଶକ୍ତି

ରୋଗ ପ୍ରତିରୋଧକ ଶକ୍ତି ଦ୍ୱାରା ମନୁଷ୍ୟ ଶରୀରକୁ ବିଭିନ୍ନ ବାହ୍ୟ ରୋଗ ସହିତ ଲଢିବାକୁ ସାହାଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି କମ ହେବା ଦ୍ୱାରା ଶରୀରକୁ କୌଣସି ରୋଗ ହେବା ଦ୍ୱାରା ଶୀଘ୍ର ଭଲ ହୋଇନଥାଏ ଏବଂ ଶରୀର…

ନିଜର ଗର୍ଭଧାରଣର ସମ୍ପର୍କରେ ଫ୍ୟାନଙ୍କୁ ଖୁବ ମଜାକିଆ ଉତ୍ତର ଦେଲେ ବେବୋ

ବଲିଉଡର ଲୋକପ୍ରିୟ କଳାକାର କରିନା କପୁର ଖାନ ବର୍ତ୍ତମାନ ନିଜ ପରିବାର ସହିତ ଲଣ୍ଡନରେ ଛୁଟି ମନାଉଥିବା ବେଳେ ମିଡିଆରେ ତାଙ୍କର ପୁନର୍ବାର ଗର୍ଭବତୀ ହେବାର ଖବର ପବନ ଭଳି ବ୍ୟାପିଯାଇଥିଲା । ସେ ନିଜର ସେୟାର କରୁଥିବା ଫଟୋରେ ତାଙ୍କର ବେବି ବମ୍ପ ଦେଖାଯାଉଥିବାର ଫ୍ୟାନମାନେ ନୋଟିସ କରିଥିଲେ ।…