ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଏହା ଦ୍ୱାରା ସେ ବର୍ଷକ ପର୍ଯ୍ୟନ୍ତ କୌଣସି ନିର୍ବାଚନ ମଣ୍ଡଳୀରେ ଯେ୍ଧଜ୍ଞ ଦେଇପାରିବେ ନାହିଁ । ଯଦି ସେ କୌଣସି ନିର୍ବାଚନ ମଣ୍ଡଳୀରେ ଯୋଗଦେବେ ତେବେ ସେ ଜିଲ୍ଲାପାଳଙ୍କ ଠାରୁ ଅନୁମତି…

ଭିକି-କାଟ୍ରିନାଙ୍କୁ ହତ୍ୟା ଧମକ , ଭିକି କହିଲେ ଜଣେ କେହି କାଟ୍ରିନାଙ୍କୁ ଷ୍ଟକ କରୁଛି ଏବଂ ହତ୍ୟା ଧମକ ଦେଇଛି

ବଲିଉଡର ନୂତନ ବିବାହିତ ଦମ୍ପତି ଭିକି-କୌଶଲ ଏବଂ କାଟ୍ରିନା କୈଫଙ୍କୁ ହତ୍ୟା ଧମକ ଦିଆଯାଇଛି । ଭିକିଙ୍କ ଅନୁଯାୟୀ ରାଜପୁତ ନାମକ ଜଣଙ୍କ ବ୍ୟକ୍ତି ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ କାଟ୍ରିନାଙ୍କୁ ଷ୍ଟକ କରୁଥିଲେ ଏବଂ ବର୍ତ୍ତମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଏହା ପରେ ଭିକି…

ଅକ୍ଷୟ କୁମାର ଏବଂ ରଜନୀକାନ୍ତ ହେଲେ ମନୋରଞ୍ଜନଦୁନିଆର ସର୍ବାଧିକ ଟାକ୍ସ ପେୟ କରୁଥିବା ଅଭିନେତା

ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ଦ କ୍ଷିଣ ଭାରତର ଥାଲାଇଭି ରଜନୀକାନ୍ତ ମନୋରଞ୍ଜନ ଦୁନିଆର ସର୍ବାଧିକ ଟାକ୍ସ ପେୟ କରିଥିବା ଅଭିନେତା ହୋଇଛନ୍ତି । ଅକ୍ଷୟ କୁମାରଙ୍କୁ ଏଥିପାଇଁ ଇନକମ ଟାକ୍ସ ତଥା ଆୟକର ବିଭାଗ ପକ୍ଷରୁ ସମ୍ମାନ ପତ୍ର ପ୍ରଦାନ କରାଯାଇଛି । ସେହିପରି ରଜନୀକାନ୍ତଙ୍କୁ ମଧ୍ୟ…

ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କଲେ ଦ୍ରୈାପଦୀ ମୁର୍ମୁ

ନୂତନ ଭାବେ ନିର୍ବାଚିତ ହୋଇଥିବା ଦ୍ରୈାପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିଛନ୍ତି । ସେ ୧୦.୧୪ ମିନିଟରେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ଦପ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ନିଜର ଶପଥ ଗ୍ରହଣ ଅବସରରେ…

ପଞ୍ଜାବର ଆଣ୍ଟି- କରପସନ ହେଲ୍ପଲାଇନରେ ଆସିଲା ୩ଲକ୍ଷରୁ ଅଧିକ କମ୍ପଲେନ

ବର୍ତ୍ତମାନ ପଞ୍ଜାବରେ ଆପ ସରକାରଙ୍କର ଶାସନ ଚାଲିଥିବା ବେଳେ ଆପ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ପଞ୍ଜାବକୁ କରପସନ ଫ୍ରି କରିବେ ବୋଲି ଆଶା ରଖିଛନ୍ତି । ଏଯାବତ ଏହି ଆଣ୍ଟି-କରପସନ ହେଲ୍ପଲାଇନ ନମ୍ବରରେ ୩ଲକ୍ଷରୁ ଅଧିକ କମ୍ପଲେନ ଦାଖଲ ହୋଇଛି । ଏହି ସରକାର ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ…

ଶରୀରର ପାଇଁ ହିତକର କଖାରୁ ମଞ୍ଜି, ଏଥିରେ ରହିିଛି ଭରପୁର ନ୍ୟୁଟ୍ରିଏଣ୍ଟ

କଖାରୁର ମଞ୍ଜି ବହୁ ଲୋକେ ଫୋପାଡି ଦେଉଥିବା ବେଳେ ଏହା ଖାଇବା ଦ୍ୱାରା ଶରୀର ପାଇଁ ଖୁବ ହିତକର ହୋଇଥାଏ । ଏହା ନ୍ୟୁଟ୍ରିସନର ଏକ ଉତ୍ତମ ସ୍ରୋତ ଅଟେ । ଆପଣ ପ୍ରତିଦିନ ନିଜ ଖାଦ୍ୟରେ ପମ୍ପକିନ ସିଡ ବା କଖାରୁ ମଞ୍ଜି ସାମିଲ କରନ୍ତୁ ଏବଂ ଦେଖନ୍ତୁ ଏହା ଆପଣଙ୍କ ଶରୀରରେ କଣ ପରିବର୍ତ୍ତନ…

ମଣିପୁରର ଇମା ମାର୍କେଟ ଯେଉଁଠି ଆପଣ ପାଇବେ କେବଳ ମହିଳା ଦୋକାନୀ

ମଣିପୁରର ରାଜଧାନୀ ଇମ୍ଫାଲରେ ଏପରି ଏକ ବଜାର ରହିଛି ଯେଉଁଠି ଆପଣ କେବଳ ମହିଳା ଦୋକାନୀମାନଙ୍କୁ ଦେଖିପାରିବେ । ଏହି ବଜାରରେ ନାମ ଇମା ମାର୍କେଟ ରହିଛି । ଏହି ବଜାରରେ ପ୍ରତ୍ୟେକ ଦୋକାନ ତଥା ବଡ କିମ୍ବା ଛୋଟ ଦୋକାନ ଆପଣ ପାଇବେ କେବଳ ମହିଳା । ଇମା ମାର୍କେଟ ପାଇଁ ସ୍ୱତନ୍ତ୍ରଭାବେ ମଣିପୁର…

ଅକ୍ଟୋବର ୭ ରେ ରିଲିଜ ହେବ ରସ୍ମିକା ଏବଂ ଅମିତାବଙ୍କ ଫିଲ୍ମ ଗୁଡ ବାଏ

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରସ୍ମିକା ମନ୍ଦନା ଏବଂ ବଲିଉଡର ଖୁବ ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କ ଫିଲ୍ମ ଗୁଡବାଏ ଅକ୍ଟୋବର ୭, ୨୦୨୨ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ରସ୍ମିକା ବଲିଉଡ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅନ୍ୟ କାଷ୍ଟିଂ ମଧ୍ୟରେ…

ପ୍ରତିଦିନ ଅଭ୍ୟାସ ଯାହା ବଦଳାଇଦେବ ଆପଣଙ୍କ ଲାଇଫ

ପ୍ରତିଦିନର ଅଭ୍ୟାସ ଦ୍ୱାରା ଆପଣ ନିଜର ଜୀବନକୁ ପରିବର୍ତ୍ତନ  କରିପାରିବେ । ଆସନ୍ତୁ ଜାଣିବା ସେହି ସମସ୍ତ ଅଭ୍ୟାସ ସମ୍ପର୍କରେ . . . . . ୧.   ପ୍ରତିଦିନ ୧ ଘଣ୍ଟାର ବ୍ୟାୟାମ କିମ୍ବା ଯୋଗ । ୨.   ଦିନକୁ ୨ରୁ ୩ ଲିଟର ପାଣି ପିଇବା । ୩.   ଆପଣ ଚାହା କିମ୍ବା କଫି ପିଉଥିଲେ…

୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ପୁରସ୍କୃତ ହୋଇଥିବା ଫିଲ୍ମ ଏବଂ ଅଭିନେତା

ଶ୍ରେଷ୍ଠ ଅଭିନେତା - ଅଜୟ ଦେବଗନ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟୁରୁ) ଶ୍ରେଷ୍ଠ ହିନ୍ଦି ଫିଲ୍ମ –ତୁଳସୀ ଦାସ (ଆଶୁତୋଷ ଗୋୱାରିକର) ଶ୍ରେଷ୍ଠ ଫିଚର ଫିଲ୍ମ – ସୁରରାଇ ପୋଟାରୁ (ତାମିଲ) ଶ୍ରେଷ୍ଠ ପପୁଲାର ଫିଲ୍ମ - ତାନାଜୀ ଶ୍ରେଷ୍ଠ ଅଭିନେତ୍ରୀ - ଅର୍ପଣା ବାଲାମୁରାଲୀ…