ଚିତ୍ରରେ ଆପଣ ପ୍ରଥମେ କଣ ଦେଖୁଛନ୍ତି ମହିଳାର ଚିତ୍ର ନା ଏକ ମୁହଁ, ଏହା ଦର୍ଶାଇବ ଆପଣଙ୍କ ବ୍ୟକ୍ତିତ୍ୱ

କେବେ କେବେ କିଛି ଚିତ୍ର ଇଲ୍ୟୁଜନ ସୃଷ୍ଟି କରିବା ସହିତ ମନରେ ଦ୍ୱନ୍ଦ ସୃଷ୍ଟି କରିଥାଏ । ସେହିପରି ଉପରୋକ୍ତ ଚିତ୍ରକୁ ଦେଖିବା ମାତ୍ରେ ଆପଣଙ୍କ ମନରେ ପ୍ରଥମେ କଣ ଦେଖୁଛ ତାହା ଦର୍ଶାଇବ ଆପଣ ବ୍ୟକ୍ତିତ୍ୱ ସମ୍ପର୍କରେ । ଯଦି ଆପଣ ପ୍ରଥମେ ଏକ ମହିଳାକୁ ଦେଖୁଛନ୍ତି ତେବେ ଆପଣ ଖୁବ ରିଜର୍ଭ…

୨୩ତମ କାର୍ଗିଲ ବିଜୟ ଦିବସ

୨୬ ଜୁଲାଇ ଦେଶ ବ୍ୟାପି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଦେଶର ବହୁ ବ୍ୟବସାୟୀ, ନେତା ଏବଂ ଅଭିନେତାମାନେ ଆମ୍ଭମାନଙ୍କର କାର୍ଗିଲ ହିରୋ ମାନଙ୍କୁ ଶ୍ରନ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଜୁଲାଇ ୨୬ ୧୯୯୯ ମସିହାରେ ଭାରତୀୟ ଆର୍ମି ପାକିସ୍ଥାନକୁ ଯୁଦ୍ଧରେ ପରାସ୍ତ କରି କାର୍ଗିଲ…

ଗିରଫ ହେଲେ ଭିକି –କାଟ୍ରିନାଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି

ଇନଷ୍ଟାଗ୍ରାମରେ କାଟ୍ରିନାଙ୍କୁ ଷ୍ଟକ ଏବଂ ହତ୍ୟା ଧମକ ଦିଆଯାଉଥିବାର ଘଟଣା ସମ୍ପର୍କରେ ଅଭିନେତା ଭିକି କୌଶଲ ସାନ୍ତାକ୍ରୁଜ ଥାନାରେ ଏଫଆଇଆର ପରେ ପୋଲିସ ମନୱନ୍ଦିର ସିଂନାମକ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ କାଟ୍ରିନାଙ୍କ ଏକ ବଡ ଫ୍ୟାନ ଏବଂ ପୂର୍ବରୁ ସେ କାଟ୍ରିନାଙ୍କ ସହିତ ଫଟୋ ଏବଂ…

ଜଣା ପଡିଲା ଅଦନାନ ସାମୀଙ୍କ ଅଲବିଦା ଲେଖିବାର କାରଣ

ବଲିଉଡରେ ଡିପେସ୍ରନ ଏବଂ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ପାକିସ୍ଥାନୀ ଗାୟକ ଅଦନାନ ସାମୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ ଏବଂ ଅଲବିଦା ଲେଖିବା ଘଟଣା ତାଙ୍କର ଫ୍ୟାନକୁ ବ୍ୟସ୍ତ କରାଇଦେଇଥିଲା । କେତେକ ନୂଆ ଗୀତ ଆସୁଥିବାର ସନେ୍ଦହ କରିଥିବା ବେଳେ କେତେ ଜଣ ଏହାର…

ରଣବୀର ସିଂଙ୍କୁ ନ୍ୟୁଡ ଫଟୋଗ୍ରାଫି ପଡିଲା ମହଙ୍ଗା, ଏନଜିଓ ପକ୍ଷରୁ ଏଫଆଇଆର ଦାଖଲ

କିଛି ଦିନ ହେବ ରଣବୀରଙ୍କ ନ୍ୟୁଡ ଫଟୋସୁଟ ସମ୍ପୂର୍ଣ୍ଣ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । ରଣବୀରଙ୍କ ଫ୍ୟାନ ମାନେ ଏହାକୁ ଏକ ସକଭାବେ ମଧ୍ୟ ଗ୍ରହଣ କରିଥିଲେ । ଆକ୍ଟର ମଡେଲ ମିଲିନ୍ଦ ସୋମାନଙ୍କ ପରେ ରଣବୀର କରିଥିବା ଫଟୋସୁଟ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ବର୍ତ୍ତମାନ…

ବିକ୍ଷୋଭ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

ଅର୍ଥ ହେରଫେର ମାମଲାରେ ଇଡି ଦ୍ୱାରା ଆଜି ସୋନିଆ ଗାନ୍ଧୀଙ୍କୁ ପୁନର୍ବାର ଜୋରା କରାଯାଇଛି । ସୋନିଆ ଜେରା ସମୟରେ କ୍ରୋଧ ଦେଖାଉଥିବା ବେଳେ କଂଗ୍ରେସର ଅନ୍ୟ ନେତାମାନେ ଏହା ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବାର ନଜର ଆସିଥିଲେ । କଂଗ୍ରେସ ସାଂସଦ ତଥା ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ମଧ୍ୟ…

ଆଘାତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଜାଭଲିନ ରେ ଭାଗ ନେବେନି ନୀରଜ

ଜାଭଲିନରେ ଚାମ୍ପିୟନ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାହାରି ଯାଇଛନ୍ତି । ସେ ଆଘାତ ହୋଇଥିବାରୁ ଆଉ ଜାଭଲିନରେ ଭାଗ ନେବେ ନାହିଁ । ବ୍ରିମିନହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାଭଲିନ ଥ୍ରୋ ପୁରୁଷ ବର୍ଗରେ ଅଗଷ୍ଟ ୫ରୁ ପ୍ରାରମ୍ଭ ହେବାକୁ ଯାଉଥିବା ବେଳେ ନୀରଜ ଏଥିରୁ ବାଦ…

କେଶ ଏବଂ ତ୍ୱଚା ପାଇଁ ହିତକାରୀ ଚାଉଳ ପାଣି

ବହୁ ଦଶନ୍ଧି ଧରି ଭାରତ ତଥା ସମ୍ପୂର୍ଣ୍ଣ ବିଶ୍ୱରେ ଚାଉଳର ବ୍ୟବହାର ହୋଇଆସୁଛି । କିନ୍ତୁ ସେହି ଚାଉଳର ଧୁଆ ପାଣି କିପରି ସମସ୍ତଙ୍କ ପାଇଁ ହିତକାରୀ ସମସ୍ତେ ଅବଗତ ନଥିବେ । ଏହା ଘରେ ଘରେ ଉପଲବ୍ଧ ହେଉଥିବା ବେଳେ ଏହାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ନାହିଁ । ଯଦି ଆପଣ ଭଲ ତ୍ୱଚା, କେଶ…

ବେଡରୁମରେ ଲଗାନ୍ତୁ ଏହି କେତୋଟି ଗଛ ଯାହା ବୃଦ୍ଧି କରିବ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ସମସ୍ତଙ୍କୁ ଘରେ ଇନଡୋର ପ୍ଲାଣ୍ଟ ରଖୁଥବା ବେଳେ ଘରେ ବିଭିନ୍ନ ଗଛ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କ ଘରେ ବିଭିନ୍ନ ରୁମରେ ଭିନ୍ନ ଭିନ୍ନ ଗଛ ଲଗାଇପାରିବେ । ଗଛ ଆପଣଙ୍କ ମୁଡ ବୁଷ୍ଟ କରିବା ସହିତ ଉତ୍ପାଦୀକରଣ ବୃଦ୍ଧି, ଚିନ୍ତା ଦୁଃଖ କମ କରିଥାଏ ଏବଂ ଘରର ପରିବେଶ ଏବଂ ବାୟୁ ତଥା…

ଜାଣନ୍ତୁ ଶିଶୁଙ୍କ ପାଇଁ ସ୍ତନପାନ କାହିଁକି ଗୁରୁତ୍ୱପୂର୍ଣ୍ଣ

ବହୁ ପୁରାତନ କାଳରୁ ମା ଏବଂ ଶିଶୁଙ୍କ ମଧ୍ୟରେ ଥିବା ସମ୍ପର୍କ ସନ୍ତ ପାନ ଦ୍ୱାରା ହିଁ ବୃଦ୍ଧି ପାଇଥାଏ । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସନ୍ତପାନ କରାଇବାକୁ ଡାକ୍ତରମାନେ ତୁରନ୍ତ କହିଥାନ୍ତି । ଜାଣନ୍ତୁ କଣ ରହିଛି ଏହା ପଛର କାରଣ କାହିଁକି କରିବା ଶିଶୁଙ୍କୁ ସ୍ତନପାନ . . . .…