ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପାଇଁ ଇ-ବସ ଏବଂ ଇ-ରିକ୍ସା

ଭୁବନେଶ୍ୱରରେ ଆସନ୍ତା ମାସରୁ ଗଡିବ ଇ-ବସ ଏବଂ ଇ-ରିକ୍ସା । ଏହାକୁ ଜୁଲାଇ ୨୯ରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରାଯିବ । ପ୍ରାଥମିକ ପ ର୍ୟ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ପ୍ରଚଳନ ହେବ । ଜୁନ-୩୦ ତାରିଖରେ ଇ-ବସର ପରୀକ୍ଷଣ ପ୍ରାରମ୍ଭ ହୋଇଥିଲା ଏବଂ ପ୍ରାୟ ୨୫ ଦିନ ପରେ…

କାଶ କିମ୍ବା ଗଳାର ସଂକ୍ରମଣରୁ କିପରି ପାଇବେ ମୁକ୍ତି, ଆପଣାନ୍ତୁ କିଛି ଘରୋଇ ଉତ୍ପାଦ

ବର୍ଷାଦିନେ ଗଳାର ସଂକ୍ରମଣର ସମସ୍ୟା ସହିତ କାଶ ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଏହି ସମସ୍ୟାର ସମାଧାନ କରିପାରିବେ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଉତ୍ପାଦ ବ୍ୟବହାର କରି ଆପଣ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇବେ . . .…

ଏମରଜେନ୍ସି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟସ ତଲପଡେ

କଙ୍ଗନାଙ୍କ ନିଦେ୍ର୍ଦଶିତ ଫିଲ୍ମ ଏମରଜେନ୍ସିରେ ଇନ୍ଦିରା ଗାନ୍ଧୀଙ୍କ ଚିରତ୍ରରେ କଙ୍ଗନା ଏବଂ ଜେପି ନାରାୟଣଙ୍କ ଭୂମିକାରେ ଅନୁପମ ଖେର ନଜର ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିରତ୍ରରେ ଅଭିନେତା ଶ୍ରେୟସ ତଲପଡେ ନଜର ଆସିବେ । ଏମରଜେମନ୍ସି ସମୟରେ ପ୍ରଧାନମନ୍ତ୍ରୀ…

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ-୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ଏହା ପରେ ଏହାର ଫଳାଫଳ…

ଭୁବନେଶ୍ୱର ନାଇଜରରେ ଖୋଲିବ କ୍ୟାନସର ହସପିଟାଲ

ଭୁବନେଶ୍ୱର ନାଇଜର କ୍ୟାମ୍ପସରେ କ୍ୟାନସର ହସପିଟାଲ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ସମୁଦାୟ ୬୫୦କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪୦୦କୋଟି କେନ୍ଦ୍ର ଏବଂ ୨୫୦କୋଟି ଟାଟା ଟ୍ରଷ୍ଟ ଖର୍ଚ୍ଚ କରିବ । ୩ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଦ କ୍ଷତା…

ବାହାରିଲା ଓଜେଇ ରେଜଲ୍ଟ

ଆଜି ୧୧.୩୦ ରେ ଓଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଏମବିଏ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ଏମସିଏରେ ଇଶାନ୍ତ କୁମାର ନାୟକ ଓ ବି.ଫାର୍ମାରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ.ଫର୍ମାରେ…

ସକାଳର ଜଳଖିଆ ବା ବ୍ରେକଫାଷ୍ଟ କାହିଁକି ଗୁରୁତ୍ୱପୂର୍ଣ୍ଣ

ସମସ୍ତେ ବ୍ରେକଫାଷ୍ଟ କରିଥାନ୍ତି କିନ୍ତୁ ବ୍ରେକଫାଷ୍ଟ କରିବା ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି । କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ କିମ୍ବା ବ୍ରେକଫାଷ୍ଟ ସ୍କିପ କରିଥାନ୍ତି । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି…

ଦୀପିକା ଏବଂ ଶାହାରୁଖ ଖାନଙ୍କ ‘ପଠାନ’ ଫିଲ୍ମର ନୂତନ ଫଟୋ ଭାଇରାଲ

ବର୍ତ୍ତମାନ ଦୀପିକା ଏବଂ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ ବର୍ତ୍ତମାନ ବି-ଟାଉନରେ ଚର୍ଚ୍ଚାରେ ରହିଛି । ପୂର୍ବରୁ ଦୀପିକାଙ୍କର ଏକ ଫଟୋ ବନ୍ଧୁକ ସହିତ ଭାଇରାଲ ହୋଇଥିବା ବେଳେ ସ୍ପେନରେ ଶାହାରୁଖଙ୍କ ସହିତ ଅନ୍ୟ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସେହି ଫଟୋରେ ଦୀପିକା…

ନାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ପୁନର୍ବାର ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ଦ୍ୱିତୀୟ ଦିନରେ ୬ଘଣ୍ଟାର ଜେରା ପରେ ସୋନିଆ ଗାନ୍ଧୀ ପୁନର୍ବାର ଆଜି ଇଡିରେ ହାଜର ହେବେ । ମଙ୍ଗଳବାର ଦିନ ସୋନିଆଙ୍କୁ ପାଖାପଖି ୩୦ଟି ପ୍ରଶ୍ନ ପଚାରାଯାଇଥିବା ବେଳେ ସେ ସନ୍ଧ୍ୟା ୭ଟାରେ ଇଡି ଅଫିସରୁ ବାହାରି ଥିଲେ । ମଙ୍ଗଳବାର ଦିନ ସୋନିଆ ସକାଳ ୧୧ଟା ସମୟରେ ଇଡି ଅଫିସରେ ପ୍ରବେଶ କରିଥିଲେ…

ଗର୍ଭବତୀ ମହିଳାମାନଙ୍କ ପାଇଁ ଉପକାରୀ କଦଳୀ

ଗର୍ଭବତୀମାନେ ନିଜର ସ୍ୱାସ୍ଥ୍ୟ ଏବଂ ନିଜ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ ନିଜର ଡାଏଟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ସେହିପରି ସେମାନେ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ବହୁ ଉପକୃତ ହୋଇଥାନ୍ତି । ଗର୍ଭାବସ୍ଥାରେ ମହିଳାମାନେ ଖାଉଥିବା ବିଭିନ୍ନ ଖାଦ୍ୟ ଉଭୟ ଶିଶୁ ଏବଂ ମା ଉପରେ ଭିନ୍ନ…