ଆସନ୍ତା କାଲି ବାତ୍ୟାର ଋପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତାକାଲି ମଙ୍ଗଳବାରରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଅଧିକ ଘନୀଭୂତ ହୋଇ ଅବପାତ ପରେ ଗଭୀର ଅବପାତ ଏବଂ ବାତ୍ୟାର ରୂପ ନେବ । ତେବେ ଓଡ଼ିଶା ପାଇଁ ବାତ୍ୟାକୁ ନେଇ…

ଲଘୁଚାପ ସତ୍ତ୍ୱେ ଓଡ଼ିଶାକୁ ଭୟ ନାହିଁ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଶନିବାର ସୃଷ୍ଟ ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ସୋମବାର ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

କେରଳର ନଦୀ ମଝିରେ ଓଲଟିଲା ଡଙ୍ଗା, ୨୨ ମୃତ

କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି (Kerala Boat Tragedy) । କିଛି ଯାତ୍ରୀଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବାରୁ ୨୨ଜଣଙ୍କର ମୃତ୍ୟୁ ହୋଇଛି (death toll rise to twenty two) । ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା…

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମେ ୭ ତାରିଖ ରବିବାର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଝିଲିପାଲି ପଞ୍ଚାୟତରେ ଅନୁଷ୍ଠିତ ଜନସମାବେଶରେ ଯୋଗଦେବା ସହ ଝାରସୁଗୁଡା ସହର ବସଷ୍ଟାଣ୍ଡ ଠାରେ ଆୟୋଜିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ଉପନିର୍ବାଚନରେ…

କାର୍ଯ୍ୟକ୍ଷେତ୍ରରେ ବିବିଧତାର ଅନ୍ତର୍ଭୁକ୍ତୀକରଣ ପାଇଁ ବିଶେଷଜ୍ଞଙ୍କ ଆହ୍ୱାନ

ଭୁବନେଶ୍ୱର, ୬ ମେ’ ୨୦୨୩: ପରିବର୍ତିତ ଦୁନିଆରେ ବ୍ୟବସାୟଗୁଡିକୁ ପ୍ରାସଙ୍ଗିକ ରହିବା ପାଇଁ ନୂତନ ମାନବସମ୍ବଳ ଧାରା ସହ ଜଡିତ ହେବାକୁ ପଡିବ । ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ବିଭିନ୍ନ କ୍ଷେତ୍ରର ସଂଗଠନଗୁଡିକ କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱ ଦେବା ଉଚିତ ।…

ଅଧିକ କିସ୍ କରୁଥିବା ବ୍ୟକ୍ତିଙ୍କୁ ହୋଇପାରେ ଏହି ମାରାତ୍ମକ ରୋଗ

କିସ୍(Kissing) ବା ଚୁମ୍ବନ ପ୍ରେମରେ ସାଧାରଣ କଥା । ପ୍ରେମ ସମ୍ପର୍କକୁ ଅଧିକ ମଜବୁତ କରିଥାଏ କିସ୍ ବା ଚୁମ୍ବନ । ଏହା ଅନେକ ପ୍ରକାରର ଅଛି । ଯେପରିକି (lip kiss) ଲିସ୍ କିସ୍, (french kiss) ଫ୍ରେଞ୍ଚ କିସ୍ ଓ ସାଧାରଣ କିସ୍ (takecare kiss) । କିସ୍ ବା ଚୁମ୍ବନର ସ୍ବାସ୍ଥ୍ୟ ପ୍ରତି…

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇପାରେ ଭାରତ ବନାମ ପାକିସ୍ତାନ ବିଶ୍ୱକପ ମ୍ୟାଚ୍

ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚକୁ ପୂରା ଦୁନିଆ ଅପେକ୍ଷା କରିଛି । ବାସ୍ତବରେ କିଛି ବର୍ଷ ଧରି ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ (ICC tournament) ହିଁ ନଜର ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟଙ୍କ ମଧ୍ୟରେ କିଛି କଡ଼ା ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍…

ଦେଶରେ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ଆଉ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୪୪ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା…

ରୁଷ ରାଷ୍ଟ୍ରପତି ଭବନ ‘କ୍ରେମଲିନ’ ଉପରେ ଡ୍ରୋନ ଆକ୍ରମଣ

ରୁଷ ରାଷ୍ଟ୍ରପତି ଭବନ ‘କ୍ରେମଲିନ’ ଉପରେ ଡ୍ରୋନ ଆକ୍ରମଣ ପରେ ସାରା ବିଶ୍ୱରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଆଜି ‘କ୍ରେମଲିନ’ର ଗମ୍ବୁଜରେ ଏକ ଡ୍ରୋନ ଧକ୍କା ଖାଇବା ଫଳରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୂତିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ମସ୍କୋ କହିଛି।…

କ୍ରିକେଟରୁ ଅବସର ନେବା ଚର୍ଚ୍ଚା ଉପରେ କିଛି ଏପରି ମତ ରଖିଲେ ଧୋନୀ

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ତାଙ୍କର ଶେଷ ଆଇପିଏଲ୍ (IPL 2023) ସିଜନରେ ଖେଳୁଛନ୍ତି କି? ଏହି ପ୍ରଶ୍ନ କ୍ରମାଗତ ଭାବରେ ହେଡଲାଇନରେ ରହି ଆସୁଛି । କ୍ରିକେଟ୍ ଭେଟେରାନ ସମେତ ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ କ୍ରମାଗତ ଭାବରେ ନିଜ…