ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ସନ୍ତୃପ୍ତ ଏବଂ ଦତ୍ତେଶ୍ୱର
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେଡିରୁ ଡାକ୍ତର ସନ୍ତୃପ୍ତା ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି।
ଡାକ୍ତର ସନ୍ତୃପ୍ତ ମିଶ୍ର ୨ଟି ସେଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ତୃତୀୟ ଆସନ ପାଇଁ ଡାକ୍ତର ମିଶ୍ର ତାଙ୍କର…