ଓଟିଟି ପ୍ଲାଟଫର୍ମ ରାଜସ୍ୱରେ ଭାଗ ଚାହୁଁଛନ୍ତି ଟେଲିକମ୍ କଂପାନି

ଭୁବନେଶ୍ୱର: ଆମାଜନ ଓ ନେଟ୍‌ଫ୍ଲିକ୍ସ ଭଳି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମଗୁଡ଼ିକର ରାଜସ୍ୱରେ ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତିଯୁକ୍ତ ଭାଗକୁ ନେଇ ବିଶ୍ୱବ୍ୟାପୀ ବିଚାରବିମର୍ଶ ଜାରି ରହିଛି । ୟୁରୋପୀୟ ସଂଘ ଓ ବ୍ରାଜିଲ୍ ଏକ୍ଷେତ୍ରରେ ଆଗକୁ ବଢ଼ିଛନ୍ତି । ଟେଲିକମ୍ କଂପାନିଗୁଡ଼ିକର ଯୁକ୍ତି…

ଦୁଇ ଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ଦୁଇ ଦୁଇ ଜଣ ଥାଲାସେମିଆ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନିବାସୀ ମହେଶ ରାମ (୮ବର୍ଷ) ଏବଂ ବାଲେଶ୍ୱର ଜିଲ୍ଲା ଖଂଟପଦା ନିବାସୀ ପ୍ରଭାତ ସିଂ(୨୦ବର୍ଷ) ନାମକ ଯୁବକ, ଥାଲାସେମିଆ ରୋଗରେ ପିଡ଼ିତ…

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳୁ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆକୁ ତ୍ରିରାଷ୍ଟ୍ରିୟ ଗସ୍ତରେ ଯାଇଛନ୍ତି । ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆମନ୍ତ୍ରଣରେ ଜି-୭ ଶିଖର ସମ୍ବିଳନୀରେ ଅଂଶଗ୍ରହଣ କରିବେ।…

ବରଗଡର ଲୋକଙ୍କ ପାଇଁ ଅର୍ଥୋପେଡିକ୍ ଓପିଡିର ଆୟୋଜନ କରିବ ସାଇ କୃପା ହସ୍ପିଟାଲ

ବରଗଡ : ସାଇ କୃପା ହସ୍ପିଟାଲ ପକ୍ଷରୁ ଓଡିଶାର ବରଗଡରେ ଆସନ୍ତା ମେ’ ୨୭ ଓ ୨୮ ତାରିଖ ୨୦୨୩ରେ ସାଧାରଣ ଜନତାଙ୍କ ପାଇଁ ଏହାର ନୂଆ ଅର୍ଥୋପେଡିକ୍ ଓପିଡିର ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମ ବରଗଡ ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ…

ରୋଟାରି ଓଡିଶା ପକ୍ଷରୁ ବେଙ୍ଗାଲୁରୁରେ ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ଆୟୋଜିତ

ଭୁବନେଶ୍ୱର : ରୋଟାରି ଓଡିଶା ପକ୍ଷରୁ ଦୁଇ ଦିନ ପାଇଁ ବେଙ୍ଗାଲୁରୁଠାରେ ଏହାର ପ୍ରଥମ ଜିଲ୍ଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଛି । ଓଡିଶାର ବିଭିନ୍ନ ଜିଲ୍ଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ…

ଚଳିତ ଆର୍ଥିକ ବର୍ଷରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ୧୨୯୧ କୋଟି ଟଙ୍କାର ରାଜସ୍ୱ ଲାଭ

ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ, ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି । ଗତ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କ ୩୭% ବୃଦ୍ଧି ସହ ୧୨୯୧ କୋଟି ଟଙ୍କାର ରାଜସ୍ୱ ଅଭିବୃଦ୍ଧି ରେକର୍ଡ କରିଛି, ଏଥିସହିତ ୧୪୧% ବୃଦ୍ଧି…

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ ଜଗା ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ଼ କାର୍ଯ୍ୟାଳୟରେ ଦିନ ୧୦ଟାରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସଚିବଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଛି । ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି…

ଶାନ୍ତି ମେମୋରିଆଲ ହସ୍ପିଟାଲରେ ଲାପାରୋସ୍କୋପିକ୍ ଓ ଏଣ୍ଡୋସ୍କୋପିକ୍ କୋଅପରେଟିଭ୍ (ଏଲ୍‌ଇସିଏସ୍‌)ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ନିକଟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ରୋଗୀଙ୍କଠାରେ ଏକାସଙ୍ଗେ ଲାପାରୋସ୍କୋପି ଓ ଏଣ୍ଡୋସ୍କୋପିର ସମ୍ମିଶ୍ରଣ କରାଯାଇ ଏଲ୍‌ଇସିଏସ୍ ନାମକ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି । ବାରମ୍ବାର ବାନ୍ତି ଓ ଯନ୍ତ୍ରଣାରେ ପୀଡିତ ଜଣେ ୫୮ ବର୍ଷୀୟ ପୁରୁଷ ରୋଗୀଙ୍କୁ…

“ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!

ଯେତିକି ବିବାଦ ସେତିକି ସମର୍ଥନ । ବ୍ୟାନ, ବିବାଦ ଓ ବିରୋଧ ମଧ୍ଯରେ ଦର୍ଶକଙ୍କ ପ୍ରସଂଶା ସାଉଁଟି ଚାଲିଛି “ଦି କେରଳ ଷ୍ଟୋରୀ” । ଅଦା ଶର୍ମା ଷ୍ଟାରର (Adah Sharma) “ଦି କେରଳ ଷ୍ଟୋରୀ”କୁ ("The Kerala Story") ନେଇ ଗୋଟେ ପଟେ ବିବାଦ ଥମିବାର ନାଁ ନେଉ ନଥିବା ବେଳେ ଅନ୍ୟପଟେ ଫିଲ୍ମଟି…