ଓଡିଶାରେ ଆସି ପଂହଚିଲେ ରାହୁଲ ଗାନ୍ଧି
ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶାରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଦିଲ୍ଲୀରୁ ବିମାନ ଯୋଗେ ଆସିବା ପରେ, ବିମାନବନ୍ଦରରେ କଂଗ୍ରେସ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ତାଙ୍କ ସହିତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ…