କେନ୍ଦ୍ରୀୟ ବିଦ୍ୟାଳୟ ଦକ୍ଷ ଓ ଭବିଷ୍ୟତଗାମୀ ଛାତ୍ରଛାତ୍ରୀ ତିଆରି କରିବ- ଧର୍ମେନ୍ଦ୍ର ପ୍ରଧାନ
ଖୋର୍ଦ୍ଧା, ଜୁଲାଇ ୧୪ - କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ସୋମବାର ଖୋର୍ଦ୍ଧା ସ୍ଥିତ ଆଇଟିବିପି…