ଇସ୍ରାଏଲ୍-ଇରାନ ଯୁଦ୍ଧ କେବେ ଶେଷ ହେବ? ନିଷ୍ପତ୍ତି ନେବେ ଟ୍ରମ୍ପ ଏବଂ ନେତାନ୍ୟାହୁ
ୱାଶିଂଟନ୍: ଇସ୍ରାଏଲ୍-ଇରାନ ଯୁଦ୍ଧ କେବେ ଶେଷ ହେବ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦିନ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ “ପାରସ୍ପରିକ” ନିଷ୍ପତ୍ତି ହେବ, ଯାହା ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ମିଶି ନେବେ। 'ଦି ଟାଇମ୍ସ ଅଫ୍ ଇସ୍ରାଏଲ୍'…