ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ଜାରି

ଭୁବନେଶ୍ୱର, ୧୯ ଅଗଷ୍ଟ ୨୦୨୫: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ନେବା ଲାଗି ଆଗ୍ରହୀ ପ୍ରାର୍ଥୀମାନେ ୨୦୨୫ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା…

ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ନେଫେ୍‌ରାଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନୟୁ) ପକ୍ଷରୁ ନୂଆ ହସ୍ପିଟାଲ ଉଦ୍‌ଘାଟିତ

ରାଉରକେଲା : ୟୁରୋ-ନେଫ୍ରୋ କେୟାର ଉପରେ କେନ୍ଦ୍ରିତ ଭାରତର ସର୍ବବୃହତ ସିଙ୍ଗଲ-ସ୍ପେଶାଲିଟି ଚେନ, ଏସିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନୟୁ) ହାଇଦ୍ରାବାଦର ବଞ୍ଜାରା ହିଲ୍‌ସଠାରେ ଏହାର ନୂତନ ହସ୍ପିଟାଲର ଶୁଭାରମ୍ଭ ସହିତ ଏକ ବଡ ସଫଳତାକୁ ଚିହ୍ନିତ କରିଛି । ଏହି…

ସାଓମି ଇଣ୍ଡିଆ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନର ଶୁଭାରମ୍ଭ

ବେଙ୍ଗାଲୁରୁ, ୧୯, ଅଗଷ୍ଟ ୨୦୨୫: ସାଓମି ଇଣ୍ଡିଆ ପକ୍ଷରୁ ରେଡମି ୧୫ ୫ଜି ଲଂଚ କରାଯାଇଛି, ଯାହା କମ୍ପାନୀର ୧୫ ବର୍ଷର ଆନ୍ତର୍ଜାତୀୟ ଉଦ୍ଭାବନ ଓ ଭାରତରେ ୧୧ ବର୍ଷର ସଫଳତାକୁ ଚିହ୍ନିତ କରିଛି । ଏହି ନୂତନ ଡିଭାଇସ ପାୱାର, କାର୍ଯ୍ୟଦକ୍ଷତା ଓ ଷ୍ଟାଇଲକୁ ଏକୀକୃତ କରିଛି ଯାହା ଆଜିର କନେକ୍ଟେଡ…

ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

ଭୁବନେଶ୍ୱର: ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ବୋଲି ମଙ୍ଗଳବାର ଦିନ ତାଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସମ୍ପୂର୍ଣ୍ଣ ସ୍ଥିର ଅଛନ୍ତି, ଡାକ୍ତରଙ୍କ ସହ କଥା ହେଉଛନ୍ତି ଏବଂ ଭଲ…

ବିପକ୍ଷ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମ କୋର୍ଟ ପୂର୍ବତ୍ତନ ବିଚାରପତି ବି ସୁଦର୍ଶନ

କଂଗ୍ରେସ ରାଷ୍ଟ୍ରିୟ ସଭାପତି ମଲିକାର୍ଜୁନ ଖଡଗେ, ସୁପ୍ରିମ କୋର୍ଟ ପୂର୍ବତ୍ତନ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କୁ ବିପକ୍ଷ ଦଳର ଉପ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ରେଡ୍ଡି ହେଉଛନ୍ତି ସୁପ୍ରିମ କୋର୍ଟର ପ୍ରାକ୍ତନ ବିଚାରପତି ଏବଂ ଗୋଆର ପ୍ରଥମ ଲୋକାୟୁକ୍ତ । ଖଡଗେ କହିଛନ୍ତି ଯେ, “ଅଲ…

ଏସିଆ କପକୁ ନେଇ ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ, ଗିଲଙ୍କ ସ୍ଥାନରେ ଖେଳିପାରନ୍ତି ଶ୍ରେୟାସ

ଆଜି ଭାରତୀୟ ଦଳର ମୁଖ୍ୟ ଚୟନ ସମିତି, ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ଆଗାମୀ ଏସିସି ପୁରୁଷ ଏସିଆ କପକୁ ନେଇ ଭାରତୀୟ ଦଳ ବାଛିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ସାମ୍ବାଦିକ ସମ୍ମିଳନୀ ପରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ…

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆମାଜନରେ କ୍ୟାମେରାରେ ଅବିଶ୍ୱସନୀୟ ଡିଲ୍‌

ଭୁବନେଶ୍ୱର: ଏହି ବିଶ୍ୱ ଫଟୋଗ୍ରାଫି ଦିବସରେ, ଆମାଜନ୍ ଇଣ୍ଡିଆ ଫଟୋଗ୍ରାଫି ଉତ୍ସାହୀମାନଙ୍କୁ ଉତ୍ସବ ଋତୁ ପାଇଁ କ୍ୟାମେରା ଏବଂ ଆସେସୋରିଜ୍ ଉପରେ ଆକର୍ଷଣୀୟ ଅଫର୍ ସହିତ ସେମାନଙ୍କର ଉପକରଣକୁ ଅପଗ୍ରେଡ୍ କରିବାର ଏକ ଉତମ ସୁଯୋଗ ଦେଉଛି । ଡିଏସଏଲଆର ଏବଂ ଅତ୍ୟାଧୁନିକ ମିରରଲେସ୍ କ୍ୟାମେରାଠାରୁ…

ପାରାଅଲିମ୍ପିକ୍ ବିଜେତା ଶୀତଲ ଦେବୀଙ୍କ ସହ ଡେଲଏଟ୍ ଇଣ୍ଡିଆର ସହଭାଗୀତା

ଭୁବନେଶ୍ୱର : ଡେଲଏଟ୍ ଇଣ୍ଡିଅ ପକ୍ଷରୁ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହିଳା ପାରା ଆର୍ଚର ଏବଂ ପାରାଅଲିମ୍ପିକ୍ ପଦକ ବିଜେତା ୧୮ ବର୍ଷୀୟା ଶୀତଲ ଦେବୀଙ୍କ ସହ ଏହାର ସହଭାଗୀତା ସମ୍ପର୍କରେ ଘୋଷଣା କରାଯାଇଛି । ଏହା ସହିତ କମ୍ପାନୀ ବିବିଧ ପ୍ରତିଭା ସହିତ ଜଡିତ ହେବା ପାଇଁ ନିଜର ପ୍ରତିବଦ୍ଧତାକୁ…

ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ନୂଆ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଡେକୋରେଟିଭ ପେଂଟ ସେକ୍ଟରରେ ମିଳିଥିବା ବଡ ସଫଳତାରେ ଅନୁପ୍ରାଣିତ ହୋଇ ଆଦିତ୍ୟ ବିର୍‌ଲା ଗ୍ରୁପର ଗ୍ରାସିମ ଇଣ୍ଡଷ୍ଟ୍ରୀଜ୍ ଅଧିନରେ ଥିବା ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ଆଜି ଏହାର ନୂଆ କ୍ୟାମ୍ପେନ ‘ବିର୍‌ଲା ଓପସ ଆସ୍ୟୋରାନ୍ସ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ବ୍ରାଣ୍ଡର ଏହି…

ମୌସୁମୀ ଋତୁରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆୟୁର୍ବେଦିକ ସୁପରଫୁଡ

ଭୁବନେଶ୍ୱର: ମୌସୁମୀ ଋତୁ ଆଦ୍ରତା ଓ ତାପମାତ୍ରାରେ ପରିବର୍ତନ ଆଣିଥାଏ, ଯାହାକି କ୍ଲଗ୍‌ଡ ପୋର, ଅତ୍ୟଧିତ ତେଲ ଓ ନିରନ୍ତର ବ୍ରଣ ହେବା ଭଳି ତ୍ୱଚା ସମସ୍ୟାର କାରଣ ହୋଇଥାଏ । ଏଭଳି ସମୟରେ ଆମେ ମୁଖ୍ୟତଃ ସ୍କିନକେୟାର ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ସନ୍ତୁଳିତ ଆହାରର…