ଭିଜିଲାନ୍ସ ହାତରେ ଧରାପଡିଲେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ
କଟକ ସିଡିଏମଓ ରେ କାର୍ଯ୍ୟରତ ଥିବା ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀ ଠାରୁ ଓଡିଶା ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ଚଢାଉ ବେଳେ ୨ଟି ବଙ୍ଗଳା, ୧୯ଟି ଦାମୀକିଆ ପ୍ଲଟ, ୩.୫୦ ଲକ୍ଷ ନଗଟ ଟଙ୍କା , ୧୩୫ ଗ୍ରାମ ସୁନା ଏବଂ ୪୪.୬ ଲକ୍ଷର ବ୍ୟାଙ୍କ ଡିପୋଜିଟ ଠାବ କରିଛି…