୮୦୦ ଏକର ଜାଗାରେ ତିଆରି ହେବ ନୂଆ ଭୁବନେଶ୍ୱର
୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର ପ୍ରତିଷ୍ଠା ହେବ । ଏହା ରାଜଧାନୀ ଉପକଣ୍ଠରେ ଥିବା ମଳିପଡା ଠାରୁ ଆରମ୍ଭ କରି ଦାସପୁର, ଅନ୍ଧାରୁଆ ଏବଂ ଗୋଠପଟଣା ମଧ୍ୟରେ ଥିବା ସ୍ଥାନକୁ ନେଇ ପ୍ରତିଷ୍ଠା ହେବ । ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି…