ବାଇକ ଯୋଗେ ଦୈନିକ ଅଫିସକୁ ଦୀର୍ଘ ଯାତ୍ରା କରୁଛନ୍ତି କି, ତେବେ ହୋଇଯାଆନ୍ତୁ ସତର୍କ

ପ୍ରତ୍ୟେକ ଦିନ ମୋଟର ସାଇକକେଲ ଯୋଗେ ଅଫିସକୁ ଦୀର୍ଘ ଯାତ୍ରା କରିବା ଦ୍ୱାରା ଧିରେ ଧିରେ ମଣିଷ ଶରୀରରେ ନାନାଦି ସମସ୍ୟା ଉପୁଜେ । ସାଇକେଲ ଚଲାଇବା ତୁଳନାରେ ଏଥିରେ ଶାରୀରିକ ପରିଶ୍ରମ କମ୍ ହେଉଥିଲେ ମଧ୍ୟ ଦୀର୍ଘ ସମୟ ଏକାଭଳି ବସି ରହିବା ଯୋଗୁଁ ନିମ୍ନଲିଖିତ ସମସ୍ୟାଗୁଡ଼ିକ ଦେଖାଦେଇପାରେ:…

୨୦୨୮ ଟି-୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଜମିବ କ୍ରିକେଟ୍ ମହାକୁମ୍ଭ

୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଶ୍ୱବିଜୟୀ ହେବା ପରେ ଏହି ଅଧ୍ୟାୟ ଶେଷ ହୋଇଛି। ଏବେ ସମସ୍ତଙ୍କ ଦୃଷ୍ଟି ୨୦୨୮ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଉପରକୁ ଯାଇଛି, ଯାହା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ…

୨୦ ବର୍ଷର ବନ୍ଧୁତ୍ୱ, ଆଉ ଏକ ବିଶ୍ୱକପ୍ ଇତିହାସ: ‘କୋଚ୍ ସାହବ’ଙ୍କ ପାଇଁ ମାହିଙ୍କ ସ୍ୱତନ୍ତ୍ର ପୋଷ୍ଟ

୨୦୨୬ ଟି-୨୦ ବିଶ୍ୱକପ୍ ଜିତି ଭାରତୀୟ ଦଳ ଇତିହାସ ରଚିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ୍ ନିଜ ନାମରେ କରିଛି। ଏଥିସହିତ ଗୌତମ ଗମ୍ଭୀର ଭାରତର ପ୍ରଥମ କୋଚ୍ ଭାବରେ ଦୁଇଟି ICC ଟ୍ରଫି (ଚାମ୍ପିଅନ୍ସ ଟ୍ରଫି ଏବଂ ଟି-୨୦ ବିଶ୍ୱକପ୍) ଜିତିବାର ଗୌରବ ହାସଲ…

ସେଣ୍ଟ୍-ଗୋବେନ୍ ପକ୍ଷରୁ ନିୟର -ନେଟ ଜିରୋ ଜିପିସମ ସିଲିଂ ଟାଇଲସ ପ୍ଲାଣ୍ଟ ଶୁଭାରମ୍ଭ

ବିଶାଖାପାଟଣା: ହାଲୁକା ଓ ସ୍ଥାୟୀ ନିର୍ମାଣ ସମାଧାନ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ସେଣ୍ଟ୍-ଗୋବେନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍  ଜିପ୍ରକ୍ ବିଜନେସ୍ ପକ୍ଷରୁ ବିଶାଖାପାଟଣାଠାରେ ଭାରତର ପ୍ରଥମ ‘ନିୟର-ନେଟ୍ ଜିରୋ’  ଜିପସମ୍ ସିଲିଂ ଟାଇଲ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ଏହି…

ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର  – ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଆଜି ନୂଆଦିଲ୍ଲୀ ଠାରେ ‘ଭାରତୀ-ନାରୀ ସେ ନାରାୟଣୀ’ର ଉଦଯାପନୀ ଅଧିବେଶନ ‘କୃତି’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଟି-୨୦ ବିଶ୍ୱକପ୍ ୨୦୨୬: ଚାମ୍ପିୟନ୍ ହେବା ପରେ ଭାରତ ଉପରେ ପଇସା ବର୍ଷା, ଜାଣନ୍ତୁ କେତେ କୋଟି ମିଳିଲା?

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟିମ୍ ଇଣ୍ଡିଆ କେବଳ ଐତିହାସିକ ଟାଇଟଲ୍ ଜିତିନାହିଁ, ବରଂ ଏହା ସହିତ କୋଟି କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ନିଜ ନାମରେ କରିଛି। ଏଥର ଇଣ୍ଟରନ୍ୟାସନାଲ୍…

ସମ୍ବଲପୁରର ବିଶିଷ୍ଟ ଚିକିତ୍ସକ ଡ଼ା ନାରାୟଣୀ ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର/ସମ୍ବଲପୁର  – ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ ସମ୍ବଲପୁରର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଡ଼ାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି…

ଭାରତ ଠାରୁ ହାରିବା ପରେ ନ୍ୟୁଜିଲାଣ୍ଡର ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ଖେଳାଳି ମହମ୍ମଦ ଆମିର

ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର କିୱି (ନ୍ୟୁଜିଲାଣ୍ଡ) ବୋଲରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ଖେଳାଯାଇଥିବା ଏହି…

ସମ୍ବଲପୁରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ସିଜିଏଚଏସ୍ ହେଲଥ୍ ୱେଲନେସ୍ ସେଣ୍ଟର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ସମ୍ବଲପୁର, ମାର୍ଚ୍ଚ ୦୮ - ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (CGHS) ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଅନୁମୋଦନ ପ୍ରଦାନ କରି ସାରିଛନ୍ତି । ଏହା ଖୁବ ଶୀଘ୍ର ସମ୍ବଲପୁରରେ ସ୍ଥାପନା ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷା…

ଭାରତର ବିଶ୍ୱକପ୍ ବିଜୟ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ବର୍ଷିଲେ ଶେହଜାଦ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡକୁ ଏକତରଫା ଭାବେ ୯୬ ରନରେ ହରାଇବା ପରେ ବରିଷ୍ଠ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହଜାଦ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମ୍ୟାଚରେ…