ମା’ ହେଲେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଗୌହର ଖାନ

ଟିଭି ର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗ ବସ ବିଜେତା ଗୌହର ଖାନ ଙ୍କ ଘରକୁ ଜଣେ କୁନି ଅତିଥି ଆସିଛନ୍ତି । ଆଜ୍ଞା ହଁ , ଗୌହର ଏବଂ ତଙ୍କା ସ୍ୱାମୀ, କୋରିଓଗ୍ରାଫର ଓ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଜୈଦ ଦରବାର ଦ୍ୱିତୀୟ ଥର ପାଇଁ ମାତା-ପିତା ହୋଇଛନ୍ତି । ଏହି ସୁନ୍ଦର ଯୋଡି ନିଜେ ସୋସିଆଲ…

ବାଙ୍ଗାଲୁର ଦଳାଚକଟା ଘଟଣାକୁ ନେଇ ମୁହଁ ଖୋଲିଲେ କୋହଲି, ଆରସିବିର ପାଇଁ ଐତିହାସିକ ଖୁସିର ମୂହୂର୍ତ୍ତ ଥିଲା କିନ୍ତୁ…

ଭାରତ ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁର ର ସୁପରଷ୍ଟାର ଖେଳାଳୀ ବିରାଟ କୋହଲି ଆଇପିଏଲ ଟାଇଟେଲ ଜିତିବା ପରେ ଉତ୍ସବ ମନାଇବା ପାଇଁ ବାଙ୍ଗାଲୁର ଦଳାଚକଟା ଘଟଣାକୁ ନେଇ କହିଛନ୍ତି ଯେ, ତାଙ୍କ ଦଳ ପାଇଁ ଏହା ସବୁଠାରୁ ଖୁସିର ଦିନ ହୋଇଥାନ୍ତା କିନ୍ତୁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ପରେ ଏହା…

ଭୁବନେଶ୍ୱରରେ ଆଡଭାନ୍ସଡ ରେଟିନାଲ ସର୍ଭିସ ର ଶୁଭାରମ୍ଭ

ଭୁବନେଶ୍ୱର, ୩ ସେପ୍ଟେମ୍ବର, ୨୦୨୫: ଭାରତର ଅଗ୍ରଣୀ ସୁପର-ସ୍ପେଶାଲିଟି ଆଇ ହସ୍ପିଟାଲ ଶୃଙ୍ଖଳା ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଭୁବନେନଶ୍ୱରରେ ଏହାର ଆଡଭାନ୍ସଡ ରେଟିନା ସେବାର ଲଂଚ ଘୋଷଣା କରାଯାଇଛି, ଯାହା ଓଡିଶାରେ ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସା ପ୍ରଦାନ କରିବା…

ଘରେ ରଖନ୍ତୁ ମାତ୍ର ଏହି ୩ଟି ଜିନିଷ, ବଦଳାଇ ଦେବ ଆପଣଙ୍କ ଭବିଷ୍ୟତ

ଫେଙ୍ଗସୁଇଙ୍କ ଅନୁସାରେ ଯଦି ଘରେ କିଛି ଜିନିଷ ରଖି ଦିଆଯାଏ ତେବେ ଏହାର ସକରାତ୍ମକ ପ୍ରଭାବ ସିଧାସଳଖ ଦେଖାଯିବ । ଆଜି ଆମେ ଫେଙ୍ଗସୁଇଙ୍କ ସେହି ତିନି ପ୍ରମୁଖ ଜିନିଷ ସଂପର୍କରେ କଥା ହେବା ଯାହାକୁ ଘରେ ରଖିଲେ ଖୁବ ଉନ୍ନତି ଘଟିବ । ଯେପରି ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, ଘର ଏବଂ ସମସ୍ତ…

ଓଡ଼ିଶାରେ ଜିଓଏୟାରଫାଇବରର ଧୁମ, ୨ ଲକ୍ଷରୁ ଅଧିକ ଗ୍ରାହକ ମାଇଲଖୁଣ୍ଟ ହାସଲ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଓର ଅତ୍ୟନ୍ତ ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୨ ଲକ୍ଷ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି। ଟେଲିକମ୍ ନିୟାମକ ପ୍ରାଧିକରଣ…

୧୩ ସେପ୍ଟେମ୍ବରରୁ ଏହି ରାଶିଙ୍କର ଭାଗ୍ୟ ବଦଳିବ, ଭଗବାନ ସୂର୍ଯ୍ୟଙ୍କର ରହିବ ବିଶେଷ କୃପା

ବୈଦିକ ପଂଚାଙ୍ଗ ଅନୁସାରେ, ଯେଉଁଭଳି ଭାବରେ ସୂର୍ଯ୍ୟ ସମୟ ସମୟରେ ନିଜ ରାଶିରେ ପରିବର୍ତ୍ତନ କରନ୍ତି ସେହିଭଳି ଭାବରେ ସୂର୍ଯ୍ୟ ନିଜ ନକ୍ଷତ୍ରରେ ମଧ୍ୟ ପରିବର୍ତ୍ତନ କରନ୍ତି । ସୂର୍ଯ୍ୟ ବର୍ତ୍ତମାନ ପୂର୍ବାଫାଲଗୁନି ନକ୍ଷତ୍ରରେ ଅଛନ୍ତି ଏବଂ ୧୩ ସେପ୍ଟେମ୍ବରରେ ଉତ୍ତରାଫାଲଗୁନି ନକ୍ଷତ୍ରରେ…

ରିଲ୍ସ କରୁଥିବା ଯୁବକମାନଙ୍କ ସହ ଡ୍ୟାନ୍ସ କରି ଚର୍ଚ୍ଚାରେ ତେଜସ୍ୱୀ

ବିହାର ବିଧାନସଭା ନିର୍ବାଚନ ଆଉ ଅଳ୍ପ କିଛି ଦିନ ବାକି ରହିଛି । ଏହି ମଧ୍ୟରେ ସମସ୍ତ ରାଜନୈତିକି ଦଳ ଏବଂ ସେମାନଙ୍କ ନେତାଗଣ ଜନସାଧାରଣଙ୍କ ମିଶିବା ଠାରୁ ଆରମ୍ଭ କରି ଭୋଟ ଭିକ୍ଷା କରିବା ପର୍ଯ୍ୟନ୍ତ ସମସ୍ତ ପ୍ରୟାସ କରିବାରେ ଲାଗି ପଡିଛନ୍ତି । ଯୁବ ଭୋଟରସଙ୍କ ଉପରେ ସମସ୍ତ ନଜର ବର୍ତ୍ତମାନ…

ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଶିଳ୍ପ ପ୍ରଥମ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ବିଏସଇ ଇଣ୍ଡିଆ ସେକ୍ଟର ଲିଡର୍‌ସ ଇଣ୍ଡେକ୍ସ ଫଣ୍ଡ୍‌ର ଲଂଚ ଘୋଷଣା କରାଯାଇଛି, ଏହା ହେଉଛି ଭାରତର ପ୍ରଥମ ଇଣ୍ଡେକ୍ସ ଫଣ୍ଡ ଯାହା ନିବେଶକଙ୍କୁ ଅର୍ଥନୀତିର ସେକ୍ଟର ଲିଡରଙ୍କ ପାଇଁ ସ୍ୱତନ୍ତ୍ର ପଂହଚ ପ୍ରଦାନ କରୁଛି । ଏହି ଓପନ-ଏଣ୍ଡେଡ…

ପାକିସ୍ତାନ ମନ୍ତ୍ରୀଙ୍କ ଅଜବ ବୟାନ, ବନ୍ୟା ପାଣିକୁ ବାଲ୍ଟିରେ ଭରି ଘରେ ରଖନ୍ତୁ

ଇସଲାମାବାଦ : ପାକିସ୍ତାନର ପଂଜାବ , ପିଓକେ , କେପିକେ ସମେତ ଦେଶର ଅନେକ ସ୍ଥାନରେ ବନ୍ୟା ଯୋଗୁଁ ଭୀଷଣ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ପରିବାର ଓ ଅନେକ ପଶୁ ସିଧାସଳଖ ପ୍ରଭାବିତ ହେଉଛନ୍ତି ଏହା ସହ ଅନେକ ପରିମାଣରେ ଫସଲ କ୍ଷୟକ୍ଷତି ମଧ୍ୟ ହୋଇଛି । ଗୋଟିଏ ପଟେ ପ୍ରଳୟଙ୍କାରୀ…

ଏନଏସଇ ଓ ଇଣ୍ଡିଆ ହାବିଟାଟ ସେଂଟର ସହବନ୍ଧିତ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ପକ୍ଷରୁ ଇଣ୍ଡିଆ ହାବିଟାଟ ସେଂଟର (ଆଇଏଚସ) ନୂଆଦିଲ୍ଲୀ, ସହ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି । ଆଇଏଚସି ସହ ଜଡିତ ସମ୍ଭାବ୍ୟ ଓ ବିଦ୍ୟମାନ ନିବେଶକମାନଙ୍କ ପାଇଁ ଏକାଧିକ ଆର୍ଥିକ ସାକ୍ଷରତା ଓ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ ଓ…