ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ମାନ୍ୟବର ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୫,୨୦୨୫ - ପବିତ୍ର ‘ଗୁରୁ ଦିବସ’ ଅବସରରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ସମେତ ଭାରତବର୍ଷର ୮୧ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନଜନକ ‘ଜାତୀୟ ଶିକ୍ଷକ…

ରାଜ୍ୟରେ ନିଯୁକ୍ତି ପାଇବେ ୪୪,୪୩୩ ଶିକ୍ଷକ

ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ସରକାର ୪୪,୪୩୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ପ୍ରତିବର୍ଷ ୧୫,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଅଭାବକୁ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି, ଓଡ଼ିଶାର ସ୍କୁଲ ଏବଂ ଗଣଶିକ୍ଷା…

ଆଫଗାନିସ୍ଥାନରେ ୬ ଦିନ ମଧ୍ୟରେ ୩ୟ ଭୂମିକମ୍ପ ଅନୁଭୂତ

କାବୁଲ: ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ 6.2 ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହା ଛଅ ଦିନ ମଧ୍ୟରେ ତୃତୀୟ ଭୂମିକମ୍ପ। ଭୂମିକମ୍ପର ଏହି ସିରିଜରେ ଏବେ 2,200 ରୁ ଅଧିକ ଲୋକଙ୍କ ଜୀବନ ଯାଇଛି, 3,640 ଜଣ ଆହତ ଏବଂ…

ଓଡ଼ିଶା ସିଆଇଆଇ ପକ୍ଷରୁ ଜିଏସଟି ସଂସ୍କାରକୁ ସ୍ୱାଗତ

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂସ୍କାରକୁ ସ୍ୱାଗତ କରାଯିବା ସହ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ…

ସହଜ ବସ୍ ଯାତ୍ରା ପାଇଁ ଡିଜିଟାଲ ଟିକେଟିଂ

ଭୁବନେଶ୍ୱର: ଜାକପେ ଏବଂ ସିଆରଯୁଟିର ନୂତନ ଉଦ୍ୟମ ଫଳରେ ଓଡ଼ିଶାରେ ବସ୍ ଟିକେଟ୍ ଏବେ ହ୍ୱାଟ୍ସଆପରେ କ୍ରୟ କରାଯାଇପାରିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏବଂ ଓଏନଡିସି ନେଟୱାର୍କ ସହିତ ଜାକପେର ଏକ ଉଲ୍ଲେଖନୀୟ ସହଯୋଗିତା ହେତୁ ଓଡ଼ିଶାର ଲକ୍ଷାଧିକ ଯାତ୍ରୀ ଏବେ…

କେନାଲ ପାଣିରେ ଭାସି ଯାଇଥିବା ନାବାଳିକକୁ ଉଦ୍ଧାର କଲେ ଦମକଳ ବାହିନୀ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗା ଅଞ୍ଚଳରେ ଜଣେ ନାବାଳକ ଛାତ୍ର ତାଙ୍କ ବନ୍ଧୁମାନଙ୍କ ସହିତ ଏକ ନାଳରେ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲା। ସୌଭାଗ୍ୟବଶତଃ, ପ୍ରାୟ ଏକ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱର ଉପକଣ୍ଠ…

ଟ୍ରୁକଲର ନୂତନ ଏଆଇ କଲର ଆଇଡି ସେବାର ଶୁଭାରମ୍ଭ

ଭୁବନେଶ୍ୱର : ବିଶ୍ୱରେ ୪୫ କୋଟିରୁ ଅଧିକ ସକ୍ରିୟ ବ୍ୟବହାରକାରୀମାନଙ୍କ ସହିତ ଟ୍ରୁକଲର କେବଳ ଏକ କଲର ଆଡି ସେବା ନୁହେଁ , ଏହା ଏକ ଭରସାଯୋଗ୍ୟ ଗାଇଡ ଭାବେ ଉଭୟ, କିଏ ଡାକୁଛି ଓ କାହିଁକି ଡାକୁଛି ବୁଝିବାରେ ଲୋକଙ୍କୁ ସାହାଯ୍ୟ କରେ । ଟ୍ରୁକଲର ବର୍ତମାନ ଏଆଇ ଉପଯୋଗ କରି ବ୍ୟବହାରକାରୀଙ୍କୁ…

ଇଲେକ୍‌ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟରରେ ଓଡିଶାର ନୂଆ ଅଭିଯାନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ସେମିକଣ୍ଡକ୍ଟର ଓ ଇଲେକ୍‌ଟ୍ରୋନିକ୍ସ ଶିଳ୍ପ ପାଇଁ ଭାରତର ପ୍ରମୁଖ ପ୍ଲାଟଫର୍ମ ସେମିକନ ଇଣ୍ଡିଆ ୨୦୨୫ (୨-୪ ସେପ୍ଟେମ୍ବର, ୟଶୋଭୂମି, ନୂଆଦିଲ୍ଲୀ)ରେ ଓଡିଶା ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ (ଇଆଣ୍ଡଆଇଟି) ଅଂଶଗ୍ରହଣ କରିଛି ।…

ମୌସୁମୀ ଋତୁ ଜନିତ ରୋଗ ପାଇଁ ଡାବର ଚୱନପ୍ରାଶର ସଚେତନତା ଅଭିଯାନ

ଭୁବନେଶ୍ୱର : ମୌସୁମୀ ଋତୁ ସମୟରେ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱ ସମ୍ପର୍କରେ ସଚେତନା ବୃଦ୍ଧି କରିବା ପାଇଁ ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ଡାବର…

ଫୋନ ପେ’ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ ବଦଳରେ ଲୋନ ସୁବିଧା

ଭୁବନେଶ୍ୱର : ଫୋନ ପେ’ ପକ୍ଷରୁ ଆଜି ‘ଲୋନ୍ସ ଏଗେନ୍ସଷ୍ଟ ମ୍ୟୁଚୁଆଲ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି । ଡିଏସପି ଫାଇନାନ୍ସ ସହ ରଣନୈତିକ ଭାଗୀଦାରୀ ସହ ଏହା ଉପଭୋକ୍ତାଙ୍କୁ ସଂପୂର୍ଣ୍ଣ ଦେଶୀୟ ଏବଂ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରୁଛି । ଉପଭୋକ୍ତାମାନେ ଫୋନ ଫେ ଆପ ମାଧ୍ୟମରେ ସିଧାସଳଖ…