ସାଂସ୍କୃତିକ ରାତିରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି: ୩୧ତମ ପୁରସ୍କାର ଉତ୍ସବର ଚତୁର୍ଥ ଦିନ
ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଏହି ଚତୁର୍ଥ ସନ୍ଧ୍ୟାରେ ମାନବ ଭାବନା ଏବଂ ମନସ୍ତାତ୍ୱିକ ଜଟିଳତାର ଗଭୀରତାକୁ ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର…