ଧାମରା ପୋର୍ଟ ପକ୍ଷରୁ ଜେଟୀ ସଫେଇ
ଧାମରା, : ଅନ୍ତର୍ଜାତୀୟ କୋଷ୍ଟାଲ କ୍ଲିନଅପ୍ ଡେ ପାଳନ ଅବସରରେ ଧାମରା ପୋର୍ଟ ପକ୍ଷରୁ ଉପକୂଳ ସଫେଇ କାର୍ଯର୍୍ୟ ଆରମ୍ଭ କରାଯାଇଛି । ଏହି ଅବସରରେ ଧାମରା ପୋର୍ଟ କର୍ମଚାରୀମାନେ ସ୍ଥାନୀୟ ଧାମରାଇ ମନ୍ଦିର ପାଶ୍ୱର୍ବର୍ତ୍ତୀ ଜେଟୀ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ । ଧାମରା ପୋର୍ଟର ସ୍ଥାନୀୟ…