ପାର୍ବଣରେ ଓଲା ଇଲେକ୍‌ଟ୍ରିକ ପକ୍ଷରୁ ସ୍ୱତନ୍ତ୍ର ଅଫର

ଭୁବନେଶ୍ୱର / କଟକ : ଭାରତର ସର୍ବବୃହତ ପ୍ୟୋର-ପ୍ଲେ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହାର ନୂଆ ଓଲା ସେଲିବ୍ରେଟ୍‌ସ ଇଣ୍ଡିଆ କ୍ୟାମ୍ପେନ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନର ଅଂଶ ଭାବେ କମ୍ପାନୀ ୨୩ ସେପ୍େଟମ୍ବର ୨୦୨୫ରୁ ପରବର୍ତୀ ୯ ଦିନ ପାଇଁ…

ନିଶା ପାଇଁ ଟଙ୍କା ଦେବାକୁ ମନା କରିବାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଗୁରୁବାର ଦିନ ରାଜଧାନୀ ସହରର ଶହୀଦ ନଗର ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ନିଶା କିଣିବା ପାଇଁ ଟଙ୍କା ଦେବାକୁ ମନା କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଶହୀଦ ନଗର…

ମାଛ ଧରା ଜାଲରେ ଫସିଲା ବିରାଟକାୟ ଅଜଗର

ଉଦଳା: ବୁଧବାର ଦିନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ଆଠ ଫୁଟ ଲମ୍ବା ଅଜଗରକୁ ଉଦ୍ଧାର କରାଯାଇଛି। ଉଦଳା ଥାନା ସୀମା ଅନ୍ତର୍ଗତ କନରାପାଳ ଗାଁର ଏକ ଘର ପଛପଟରୁ ଏହି ବିଶାଳ ସାପଟିକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, କନରାପାଳ ଗାଁର ଗୌରାଙ୍ଗ ମଢେଇଙ୍କ ପଛପଟରେ ବିଛାଯାଇଥିବା ଏକ ମାଛ…

କଟକରେ ୱିପ୍ରୋ ଜିଇର ‘ହେଲ୍‌ଥ ୟାତ୍ରା’ ଅଭିଯାନ ଆରମ୍ଭ

କଟକ : ହେଲ୍‌ଥକେୟାର ଟେକ୍ନୋଲୋଜିର ଏକ ଆନ୍ତର୍ଜାତୀୟ ପ୍ରଦାତା, ୱିପ୍ରୋ ଜିଇ ହେଲ୍‌ଥକେୟାର ପକ୍ଷରୁ ରାଜ୍ୟବ୍ୟାପୀ ଏହାର ସକ୍ରିୟ ଅଭିଯାନ ‘ହେଲ୍‌ଥ ୟାତ୍ରା’ର ୨ୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଆରମ୍ଭ କରିବା ପରେ ଏହି ‘ହେଲ୍‌ଥ ୟାତ୍ରା’ ଏବେ କଟକର ଏସସିବି ମେଡିକାଲ କଲେଜ…

ବାଣ ଜନିତ ଦୁର୍ଘଟଣାରୁ ସୁରକ୍ଷା ପାଇବା ପାଇଁ ଆସିଲା ନୂଆ ପଦକ୍ଷେପ

ଭୁବନେଶ୍ୱର : ପର୍ବପର୍ବାଣି ସମୟକୁ ଦୃଷ୍ଟିରେ ରଖି ବାଣ ଯୋଗୁଁ ହେଉଥିବା ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ପାଇଁ ଫୋନପେ ପୁଣି ଥରେ ନିଜର ଫାୟାରକ୍ରାକର ଇନସ୍ୟୁରାନ୍ସ କଭରେଜକୁ ଶୁଭାରମ୍ଭ କରିଛି । ଏହି ସୁଲଭ ପ୍ଲାନ କେବଳ ଟ.୧୧ (ଜିଏସଟି ସହିତ) ରେ ଉପଲବ୍ଧ ଅଛି ଏବଂ ଏହା…

ଶିଶୁମାନଙ୍କ ମଧ୍ୟରେ କୁପୋଷଣର ଆଶଙ୍କା ଦୂର କରେ ଚିଲରନ ଫୁଲ୍‌

ଭୁବନେଶ୍ୱର : ସାରା ବିଶ୍ୱରେ ତିନିଟି ଶିଶୁ ମଧ୍ୟରୁ ଜଣଙ୍କୁ ବାଲ୍ୟାବସ୍ଥା ଅପପୁଷ୍ଟି ପ୍ରଭାବିତ କରେ, ବିଶେଷ କରି ଭାରତରେ, ଯେଉଁଠାରେ ପାଂଚ ବର୍ଷରୁ କମ୍ ବୟସର ୩୫% ଶିଶୁଙ୍କ ଉଚ୍ଚତା କମ ରହିଥାଏ ଏବଂ ୧୯% ଶିଶୁ ତାଙ୍କ ଉଚ୍ଚତା ତୁଳନାରେ ଖୁବ୍ ପତଳା ହୋଇଥାଆନ୍ତି (ଏନଏଫଏଚଏସ-୫) ।…

କୋଲେଷ୍ଟ୍ରଲ ଓ ଏଲଡିଏଲ ହ୍ରାସ କରିବାରେ ସହାୟକ ହୋଇଥାଏ ଆଲମଣ୍ଡ

ଭୁବନେଶ୍ୱର : ପ୍ରତିବର୍ଷ ହୃଦରୋଗ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ନଷ୍ଟ ହେଉଛି । ବିଶେଷ କରି ଭାରତରେ ହୃଦରୋଗ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ୱାର୍ଲ୍ଡ ହାର୍ଟ ଫେଟେରେଶନ ମଧ୍ୟ ଉଲ୍ଲେଖ କରିଛି ଯେ, ମହିଳାମାନେ ପ୍ରଥମେ ହୃଦଘାତର ଶିକାର ହେବା ସମ୍ଭାବନା ଅଧିକ ଓ ପୁରୁଷଙ୍କ ତୁଳନାରେ…

ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ମହତ୍ୱକୁ ଉପସ୍ଥାପନ କରିବା ପାଇଁ ନୋଏଡାରେ ହେବ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର…

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସରେ ନୋଏଡାର ସେକ୍ଟର ୨୧ଏସ୍ଥିତ ରାମଲୀଳା ମଇଦାନଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ପଂଚତନ୍ତ୍ର ମହୋତ୍ସବ ଆୟୋଜିତ ହେବ । ସାମୁଦାୟିକ ବିକାଶ ସମିତି ଅଧିନରେ ଡିସେମ୍ବର ୩ରୁ ୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୫ ଦିନିଆ ମହୋତ୍ସବ ଭାରତ ଓ…

ହସ୍ପିଟାଲରୁ ଘରକୁ ଫେରିଲେ ବୁଦ୍ଧାଦିତ୍ୟ

୮ ଦିନ ପରେ ସୁସ୍ଥ ହେଇ ଘରକୁ ଆଜି ଫେରିଲେ ବୁଦ୍ଧାଦିତ୍ୟ ମହାନ୍ତି। ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।ରିପୋର୍ଟ ରେ ଫୁସଫୁସ ଓ ଛାତି ରେ ମାଇଲଡ ଇନଫେକ୍ସନ ହେଇଛି ବୁଦ୍ଧାଦିତ୍ୟ ଙ୍କର। ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁଦ୍ଧାଦିତ୍ୟ।ତୁରନ୍ତ…

ଲୋକପ୍ରିୟ ଗାୟକ , ଡିଜେ ଓ ଲାଇଭ ବ୍ୟାଣ୍ଡ ସହ ଆସୁଛି ‘ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫’

ଭୁବନେଶ୍ୱର: ନେଟ୍‌ୱର୍କ ଇଭେଂଟ୍‌ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ - ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର…