୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ନିଜର ମଜବୁତ ଅଭିବୃଦ୍ଧି ଯାତ୍ରାକୁ ବଜାୟ ରଖି ଏହାର ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୫୮% ବୃଦ୍ଧି ହୋଇ ୬୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି,…