ବନ୍ଭି ଏରୋ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କଠାରୁ ସମ୍ମାନଜନକ ଏସଆଇଡିଏମ ଚାମ୍ପିଅନ ଆୱାର୍ଡରେ ସମ୍ମାନିତ
ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୫: ଓଡିଶାର ଏକ ଉଦୀୟମାନ ଏରୋସ୍ପେଶ ଓ ଡିଫେନ୍ସ ଟେକ୍ନୋଲୋଜି ଷ୍ଟାର୍ଟଅପ, ବନ୍ଭି ଏରୋ ପ୍ରତିରକ୍ଷା କ୍ଷମତା ବ୍ୟବଧାନକୁ ଦୂର କରିବା ପାଇଁ କ୍ୟାଟାଗୋରି-୧ ଟେକ୍ନୋଲୋଜି /ପ୍ରଡକ୍ଟ ଇନୋଭେଶନ ଅଧିନରେ ଏସଆଇଡିଏମ ଚାମ୍ପିଅନ ଆୱାର୍ଡ (ସ୍ପେଶାଲ ଜୁରୀ) ହାସଲ କରି ଏକ…