“ବନ୍ଦେ ମାତରମ୍” ର ସ୍ପନ୍ଦନରେ ଏମ୍ସ ର ପରିବେଶ ହେଲା ଦେଶପ୍ରେମ ମୟ
ଭୁବନେଶ୍ୱର, ୦୭/୧୧/୨୦୨୫: ଏମ୍ସ ଭୁବନେଶ୍ୱର ଆଜି ଭାରତର ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଐତିହାସିକ ଅବସରକୁ ପାଳନ କରିବା ପାଇଁ ପ୍ରତିଷ୍ଠାନ ପରିସରରେ ସାମୂହିକ "ବନ୍ଦେ ମାତରମ୍" ଗାନ…