ମାଣ୍ଡିଆ ଦିବସ ଅବସରରେ ସୋଆ ଆଇଏଏସ୍‌ରେ ବିଶେଷ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ରେ ସୋମବାର ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ (ଏକସଟେନସନ) ଡକ୍ଟର ଚକ୍ରଧର ଶତପଥୀ ମୁଖ୍ୟ ଅତିଥି…

କିଟ୍ ଡେଣ୍ଟାଲ କଲେଜକୁ ଚରକ ଜାତୀୟ ପୁରସ୍କାର

ଭୁବନେଶ୍ୱର,: କ୍ଲିନିକାଲ୍ ଉତ୍କର୍ଷତା ନିମନ୍ତେ ଇଣ୍ଡିଆନ୍ ଡେଣ୍ଟାଲ ଆସୋସିଏସନ (ଆଇଡ଼ିଏ) ପକ୍ଷରୁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନସେସ୍‌ (କିଡ଼ସ୍‌)କୁ ଜାତୀୟ ଚରକ ପୁରସ୍କାର ପ୍ରଦାନ କରାଯାଇଛି। ଆଇଡ଼ିଏ ପକ୍ଷରୁ ଗତ ୮ତାରିଖ ମୁମ୍ବାଇରେ ଅନୁଷ୍ଠିତ ଏକ ଉତ୍ସବରେ କିଡ଼ସ୍‌କୁ ଏହି…

ଜନ୍ମଜନିତ ଅସଙ୍ଗତି ଉପଚାରରେ ଶିଶୁ ଶଲ୍ୟ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ

ଭୁବନେଶ୍ୱର, : ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘ (ଆଇଏପିଏସ୍‌ସିଓଏନ୍‌ ୨୦୨୫) ର ୫୧ତମ ବାର୍ଷିକ ସମ୍ମିଳନୀ ଏବଂ ୬୦ତମ ହୀରକ ଜୟନ୍ତୀ ସଫଳତାର ସହିତ ଉଦ୍‌ଯାପିତ ହୋଇଯାଇଛି। ପବିତ୍ର ଜଗନ୍ନାଥଧାମ ପୁରୀ ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘ, ଓଡ଼ିଶା ଚାପ୍ଟରର ସହଯୋଗରେ ଶିଶୁ ଚିକିତ୍ସକ…

ଆଦିବାସୀଙ୍କ ଉଦ୍ୟୋଗିକତାକୁ ସୁଦୃଢ କରିବା ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର: ନୂଆଦିଲ୍ଲୀର ୟଶୋଭୂମିଠାରେ ଟ୍ରାଇବାଲ ବିଜ୍‌ନେସ୍ କନ୍‌କ୍ଲେଭ ୨୦୨୫ ରେ ଆଦିବାସୀ ଉଦ୍ୟୋଗିକତାକୁ ସୁଦୃଢ କରିବା ଏବଂ ସମାବେଶୀ ଅଭିବୃଦ୍ଧିକୁ ଆଗକୁ ବଢାଇବା ପାଇଁ ଭାରତର ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଡିପିଆଇଆଇଟି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ,…

ଫୋନ ନ ମିଳିବାରୁ ନାବାଳକର ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନଶ୍ୱର : ପରିବାର ଲୋକେ ଫୋନ କିଣାଇ ଦେବା ପାଇଁ ମନା କରିଦେବାରୁ ଜଣେ ଆଇଟିଆଇ ଛାତ୍ର ନିଜ ମାମୁଁ ଘରେ ବୁଧବାର ଦିନ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଶୈଲେଶ ମହାନ୍ତ, ବାଲେଶ୍ୱର ଜିଲ୍ଲାର ମୂଳ ବାସିନ୍ଦା। ସେ ଆଇଟିଆଇ ପାଠପଢ଼ା ସମୟରେ ବାରିଆ ଥାନା ସୀମା ଅନ୍ତର୍ଗତ…

ପୁଣି କମିଲା ସୁନା ଦର, ଦେଖନ୍ତୁ କେଉଁ ସହରରେ କେତେ କମିଛି

ଭୁବନେଶ୍ୱର: ଅଳଙ୍କାର କିଣିବା ପୂର୍ବରୁ, ମନ୍ଦିର ସହର ଭୁବନେଶ୍ୱରରେ ସୁନା ମୂଲ୍ୟ ଯାଞ୍ଚ କରନ୍ତୁ। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 1,25,510 ଟଙ୍କା। ସେହିପରି 22 କ୍ୟାରେଟ୍ ସୁନା 1,15,050 ଟଙ୍କାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରରେ 24…

ଦିଲ୍ଲୀ ବୋମା ବିସ୍ଫୋରଣ ପରେ କଟକରେ ଆଗାମୀ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝି ,  ୯ ଡିସେମ୍ବରରେ ବାରାବାଟି ଷ୍ଟାଡିୟମ କଟକରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ–ଦକ୍ଷିଣ ଆଫ୍ରିକା T20 ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ଲୋକ ସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା…

ଦିଲ୍ଲୀ ପରେ ହାଇଆଲର୍ଟରେ ଭୁବନେଶ୍ୱର

ଭୁବନେଶ୍ୱର : ଗତ ୧୦ ତାରିଖ ଦିନ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଠାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ ବର୍ତ୍ତମାନ ଭୁବନେଶ୍ୱରରେ ହାଇଆଲର୍ଟ ରେ ରହିଛି । ମିଳିଥିବା ସୂଚନା ମୁତାବକ ନୟାପଲ୍ଲୀ, ଭରତପୁର ଏବଂ କ୍ୟାପିଟାଲ ଥାନା ଅଂଚଳ ଗୁଡିକରେ ପେଟ୍ରୋଲିଂ ଜୋରସେ ଚାଲୁଛି । ସହର…

ଆଉ ଗୋଟିଏ ଦିନ ବଢିଲା ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର: ମହାନଦୀ କୂଳରେ ଆୟୋଜିତ ପ୍ରସିଦ୍ଧ ସାମୁଦ୍ରିକ ମେଳା ଏବଂ ଏସିଆର ସର୍ବବୃହତ ଖୋଲା ଆକାଶ ବାଣିଜ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କଟକର ବାଲି ଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଘୋଷଣା କରିଛନ୍ତି ଯେ ଏହି ମହୋତ୍ସବ ଏବେ ନଭେମ୍ବର ୧୨…

କ୍ୟାନନ ଇଣ୍ଡିଆ ର ନୂଆ ଏମଏଫଡି ଶୃଙ୍ଖଳାର ଶୁଭାରମ୍ଭ

ଭୁବନେଶ୍ୱର : ଡିଜିଟାଲ ଇମେଜିଂ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ କ୍ୟାନନ ଇଣ୍ଡିଆ ପକ୍ଷରୁ ମଲ୍ଟି-ଫଙ୍କଶନ ଡିଭାଇସ (ଏମଏଫଡି)ଗୁଡିକର ଅତ୍ୟାଧୁନିକ ଶୃଙ୍ଖଳା , ନୂଆ ଇମେଜଫୋର୍ସ୫୧୦୦ କଲର ସିରିଜ ଓ ୬୧୦୦ ମୋନୋ ସିରିଜର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ପରବର୍ତୀ ପିଢିର…