‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ଇ-ଭର୍ସନ ଉନ୍ମୋଚିତ

ଭୁବନେଶ୍ୱର, ନଭେମ୍ବର ୨୧ : ସ୍ୱର୍ଗତ ପ୍ରଫେସର ରୋହିଣୀ ଗଡ଼ବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଲିଳାବତୀସ ଡଟର୍ସ: ଦ ୱିମେନ୍ ସାଇଂଟିଷ୍ଟସ ଅଫ୍ ଇଣ୍ଡିଆ’ର ଓଡ଼ିଆ ଓ କନ୍ନଡ଼ ଭାଷାରେ ଇ-ଭର୍ସନ୍ ନିକଟରେ ତିରୁପତି ଠାରେ ଅନୁଷ୍ଠିତ ଇଣ୍ଡିଆନ ଏକାଡେମୀ ଅଫ୍ ସାଇନ୍ସ,…

ରାମ ମନ୍ଦିରରେ ଜଳିଲା ୨୦ ହଜାରରୁ ଅଧିକ ଦୀପ

ଭୁବନେଶ୍ୱର: ଆଜି ପବିତ୍ର ଦେବ ଦିପାବଳୀ ଅବସରରେ ହାପି ଲିଭିଂ ଆଷ୍ଟ୍ରୋ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିରରେ ୨୦ ହଜାରରୁ ଅଧିକ ଦୀପ ଦାନ କରାଯାଇଛି । ଯାହାକି ବିଶିଷ୍ଟ ଜ୍ୟୋତିଷ ବିଶାରଦ ଡ଼ଃ ମନୋଜ କୁମାର ଲେଙ୍କାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରାଯାଇଛି । ଯେଉଁଥିରେ ଅନେକ ବିଶିଷ୍ଟ…

ଅଙ୍କୁରା ଓ ଆୟୁର ସହଯୋଗରେ ପ୍ରିମିଥନ୍ ୨୦୨୫

ଭୁବନେଶ୍ୱର : ଭାରତର ଅଗ୍ରଣୀ ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟ ନେଟୱର୍କ ଅଙ୍କୁରା ହସ୍ପିଟାଲ୍ସ, ଆୟୁ ଫାଉଣ୍ଡେସନ୍ ସହ ମିଳିତ ଭାବରେ ଭୁବନେଶ୍ୱରରେ ପ୍ରିମିଥନ ୨୦୨୫ ଆୟୋଜନ କରିଛି । ଏହା ଏକ ସଚେତନତା ଯାତ୍ରା, ଯାହା ଅପରିପକ୍ୱ (ପ୍ରିମ୍ୟାଚୁର) ଶିଶୁମାନଙ୍କ ବିଷୟରେ ଜନସାଧାରଣଙ୍କ ମଧ୍ୟରେ…

ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମ୍ମିଳନୀରେ ବଡ ନିବେଶର ଆହ୍ୱାନ

ଭୁବନେଶ୍ୱର :  ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ପୂର୍ବ ଭାରତର ନେଟ୍‌-ଜିରୋ ଟ୍ରାନ୍ସମିଶନକୁ ସଶକ୍ତ କରିବା’ ବିଷୟବସ୍ତୁ ସହିତ ‘ଇଷ୍ଟର୍ଣ୍ଣ ଇଣ୍ଡିଆ କ୍ଲିନ ଏନର୍ଜି ସମିଟ୍‌’ର ଉଦ୍‌ଘାଟନ କରାଯାଇଛି । ଏହି ସମ୍ମିଳନୀରେ…

ଜନତା ମଇଦାନରେ ଆୟୋଜିତ ହେବ ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ

ଭୁବନେଶ୍ୱର : ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ପକ୍ଷରୁ ଚଳିତ ୨୫ ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ୨୦୩୬ ସୁଦ୍ଧା ଏକ ଦୃଢ଼…

ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଗ୍ରାମସଭା ଆୟୋଜନ କଲା ଏମ୍ସ ଭୁବନେଶ୍ବର

ଭୁବନେଶ୍ୱର, ୧୯/୧୧/୨୦୨୫: ତୃଣମୂଳସ୍ତରରୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଅଭିନବ ବ୍ୟବସ୍ଥା ସ୍ବରୂପ ଗ୍ରାମସଭା ଆୟୋଜିତ ହୋଇଯାଇଛି। ରାଷ୍ଟ୍ର ବିକାଶରେ ଅନ୍ତରାୟ ସାଜୁଥିବା ଏହି ମହାମାରୀ ବିରୋଧରେ ଲଢ଼େଇ ନିମନ୍ତେ…

୨ କୋଟି କ୍ରେତାଙ୍କ ପାଖରେ ପଂହଚିଛି ଆମାଜନ କ୍ରିଏଟର୍ସ ପ୍ରୋଗ୍ରାମ୍ସ

ଭୁବନେଶ୍ୱର : ଆମାଜନ ଇଣ୍ଡିଆର କ୍ରିଏଟର ପ୍ରୋଗ୍ରାମ ଚଳିତ ବର୍ଷ ୨ କୋଟିରୁ ଅଧିକ ଗ୍ରାହକଙ୍କୁ କ୍ରିଏଟର୍ସମାନଙ୍କ ମାଧ୍ୟମରେ ପ୍ରଡକ୍ଟ ଖୋଜିବାରେ ସାହାଯ୍ୟ କରିଛି । ପାର୍ବଣ ପୂର୍ବରୁ ୧ ଲକ୍ଷ କ୍ରିଏଟର୍ସ ଥିବାବେଳେ ବର୍ତମାନ ଏହା ୧.୨୫ ଲକ୍ଷରୁ ଉର୍ଦ୍ଧ ହୋଇଗଲାଣି, ଯାହାକି କେବଳ କିଛି ମାସ…

କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ନୂତନ ନେତୃତ୍ୱ ଦଳ ନିଯୁକ୍ତ

ଭୁବନେଶ୍ୱର: କନଫେଡେରେସନ ଅଫ ରିଅଲ ଇଷ୍ଟେଟ ଡେଭଲପର୍ସ ଆସୋସିଏସନ୍ସ ଅଫ ଇଣ୍ଡିଆ(କ୍ରେଡାଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଚଳିତ ନଭେମ୍ବର୧୮ ତାରିଖ ସଂନ୍ଧ୍ୟାରେ ହୋଟେଲ ମେଫେୟାର କନଭେନ୍ସନ ଭୁବନେଶ୍ୱରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆଗାମୀ କାର୍ଯ୍ୟକାଳ ପାଇଁ ଏହାର ନବ ନିର୍ବାଚିତ…

ଅର୍ଥ ଟ୍ରାକିଂକୁ ସହଜ କରିଛି ଜିଓ ଫାଇନାନ୍ସ

ମୁମ୍ବାଇ: ଜିଓ ଫାଇନାନ୍ସ ଗ୍ରାହକମାନଙ୍କର ଏବେ ସେମାନଙ୍କ ଟଙ୍କା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରିବେ। ଜିଓ ଫାଇନାନ୍ସ ଆପ୍ ଏକ ନୂତନ ଫିଚର ଆରମ୍ଭ କରିଛି ଯାହା ବ୍ୟବହାରକାରୀମାନଙ୍କୁ ସେମାନଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ପୋର୍ଟଫୋଲିଓକୁ ଏକ…

ଜିଓ ପକ୍ଷରୁ ଏବେ ସମସ୍ତ ଅସୀମିତ ୫ଜି ଉପଭୋକ୍ତାଙ୍କୁ ମାଗଣାରେ ମିଳିବ ଜେମିନି୩ ଆକ୍ସେସ୍

ମୁମ୍ବାଇ, ୧୯ ନଭେମ୍ବର, ୨୦୨୫: ଜିଓ ଏହାର ଏଆଇ ଅଫରରେ ଏକ ପ୍ରମୁଖ ଅପଡେଟ୍ କରିଛି। ଅଫର ଅଧୀନରେ, ଜିଓ ଜେମିନି ପ୍ରୋ ପ୍ଲାନ୍ ଏବେ ସମସ୍ତ ଜିଓ ଅନଲିମିଟେଡ଼ ୫ଜି ଉପଭୋକ୍ତାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଏହି ଯୋଜନାରେ ଗୁଗୁଲର ନୂତନ ଏବଂ ଉନ୍ନତ ଜେମିନି ୩ ମଡେଲ୍…