କେଏଲଏଫ୍ ବୁକ୍ ଆୱାର୍ଡସ୍ ୨୦୨୬ ପାଇଁ ପୁସ୍ତକ ତାଲିକା ଘୋଷିତ; ସାମିଲ ଅଛନ୍ତି ଦେଶର ବହୁ ପ୍ରତିଷ୍ଠିତ ନାମୀ ଲେଖକ

ଭୁବନେଶ୍ୱର: କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ପକ୍ଷରୁ ୨୦୨୫ରେ ସାହିତ୍ୟ ବର୍ଗରେ ପ୍ରକାଶିତ ହୋଇଥିବା ଉଲ୍ଲେଖନୀୟ ପୁସ୍ତକଗୁଡିକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ ଆଜି ଔପଚାରିକ ଭାବେ କେଏଲଏଫ ବୁକ୍ ଆୱାର୍ଡସ ୨୦୨୬ ର ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ପ୍ରତିଷ୍ଠିତ ଲେଖକ ଏବଂ…

କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ ଉଦଘାଟିତ

କଟକ: କଟକରେ ଟେକ୍ସ-ଅରା ଏକ୍ସପୋ ୨୦୨୬ର ଉଦଘାଟିତ ହୋଇଯାଇଛି, ଯାହାକି ସୁରଟର ପ୍ରସିଦ୍ଧ ବସ୍ତ୍ର ଶିଳ୍ପର ଝଲକକୁ ଓଡ଼ିଶାରେ ପ୍ରଦର୍ଶିତ କରିଛି । ୱିସର୍ ପ୍ୟାଲେସ୍ ଠାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଦର୍ଶନୀ ଫ୍ୟାଶନ ଶିଳ୍ପ ସହ ଜଡିତ ଲୋକ, ବ୍ୟବସାୟୀ ଏବଂ ଫ୍ୟାସନ୍ ପ୍ରେମୀମାନଙ୍କ ଦୃଷ୍ଟି…

ଏସସିବି ଅଗ୍ନିକାଣ୍ଡ ଘଟଣାରେ ଉଠିଲା ପ୍ରଶ୍ନ: ରଙ୍ଗ ପରିବର୍ତନ ଆଳରେ ସୁରକ୍ଷାକୁ ଭୁଲିଗଲେକି ସରକାର

କଟକ: କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସମଗ୍ର ଓଡ଼ିଶାର ସ୍ୱାସ୍ଥ୍ୟ ଭିତିଭୂମିକୁନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାରେ ରୋଗୀମାନଙ୍କ ସୁରକ୍ଷା ନେଇ ଜନସାଧାରଣ ହତବାକ । ରାଜ୍ୟର ସର୍ବବୃହତ୍ ସରକାରୀ ହସ୍ପିଟାଲ୍‌ରେ ଏପରି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ବିରୋଧୀ କ୍ୟାମ୍ପରେ ‘କ୍ରସ୍ ଭୋଟିଂ’ ଝଟକା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ 'କ୍ରସ୍ ଭୋଟିଂ'କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରାୟ ୧୦ ଜଣ ବିରୋଧୀ ଦଳର ବିଧାୟକ ନିଜ ଦଳର ନିର୍ଦ୍ଦେଶକୁ ଅମାନ୍ୟ କରି ବିଜେପି ସମର୍ଥିତ ସ୍ୱାଧୀନ…

ଓଡ଼ିଶା ଉମେନ୍ ଇନ୍ ମିଡିଆ (OWM)ର ୩ୟ ବାର୍ଷିକ ଅବସରରେ ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ…

ଭୁବନେଶ୍ୱର, ୧୫ ମାର୍ଚ୍ଚ : ଓଡ଼ିଶାର ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଉଇମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି. ଏହି ଅବସରରେ ସାମିଲ ହୋଇଥିବା ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଅତିଥିମାନେ…

ଆସାମରେ ୫୨୬ କୋଟି ଟଙ୍କାର ଜଳପଥ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁୱାହାଟୀଠାରେ ଉତର-ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ୫୨୬ କୋଟି ଟଙ୍କାର ଚାରିଟି ଗୁରୁତ୍ୱପୂର୍ଣ୍ଣ ଜଳପଥ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ଗୁୱାହାଟୀର ପାଣ୍ଡୁ ପୋର୍ଟକୁ ଜାତୀୟ…

କାନଭାସରେ ଜୀବନ୍ତ ହେଲା ୬୪ ଯୋଗିନୀଙ୍କ ଅବତାର

ଭୁବନେଶ୍ୱର: ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ, ଐତିହାସିକ ଏବଂ ଗବେଷକମାନଙ୍କ ମଧ୍ୟରେ ଜାତୀୟ ଭ୍ରାମ୍ୟମାଣ କଳା ପ୍ରଦର୍ଶନୀ ‘ଏକା-ଦି ୱାନ' ଉଦ୍‌ଘାଟିତ ହୋଇଯାଇଛି। କଳାକାର ତଥା ସାମାଜିକ ଉଦ୍ୟୋଗୀ, ଡ. ବୀଣା ଉନ୍ନିକ୍ରିଷ୍ଣନ୍‌ଙ୍କ ଦ୍ୱାରା ପରିକଳ୍ପିତ ଏହି ତିନି ଦିନିଆ ପ୍ରଦର୍ଶନୀ ଆସନ୍ତା…

ମାର୍ଚ ୧୭ ଏବଂ ୧୮ ତାରଖରେ କଟକରେ ହେବାକୁ ଯାଉଛି ଟେକ୍ସ ଅରା ଏକ୍ସପୋ

କଟକ: ଆସନ୍ତା ୧୭ ଓ ୧୮ ମାର୍ଚ୍ଚ ୨୦୨୬ ତାରିଖରେ କଟକର ୱିଣ୍ଡସର ପ୍ୟାଲେସ୍‌, ସେକ୍ଟର–୬, ସିଡିଏରେ ଟେକ୍ସ ଅରା ଏକ୍ସପୋ ୨୦୨୬ ଆୟୋଜିତ ହେବାକୁ ଯାଉଛି। ଦୁଇଦିନିଆ ଏହି ପ୍ରଦର୍ଶନୀରେ ଭାରତର ପ୍ରମୁଖ ଟେକ୍ସଟାଇଲ୍ ହବ୍ ସୁରତର ୧୪ଟି ପ୍ରମୁଖ ନିର୍ମାତା ସଂସ୍ଥା ତାଙ୍କର ନୂତନ ଓ ଆକର୍ଷଣୀୟ…

ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଏନପିଏସଟି (NPST) ଓ ଏନଏମଏମ (NMM) ଜାତୀୟ କନକ୍ଲେଭ ଉଦଘାଟିତ

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬: ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନଦଣ୍ଡ (NPST) ଏବଂ ପରାମର୍ଶ ଦେବା ପାଇଁ ଜାତୀୟ ମିଶନ (NMM) ର ଦେଶବ୍ୟାପୀ କାର୍ଯ୍ୟାନ୍ୱୟନ ପାଇଁ ଅଂଶୀଦାରମାନଙ୍କ କ୍ଷମତା ବିକାଶ ଉପରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଇଆଇଟି ଭୁବନେଶ୍ୱରରେ ସଫଳତାର ସହିତ…

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍‌ନୀ ଦିବସ ପାଳିତ

ଭୁବନେଶ୍ୱର : ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍‌ନୀ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ…