କିଟ୍‍ ରେ ଆନ୍ତର୍ଜାତୀୟ MUN ସମ୍ମିଳନ ଉଦ୍‍ଯାପିତ

ଭୁବନେଶ୍ୱର, ୯ ।୧୨: ତିନି ଧରି ଚାଲିଥିବା ବହୁ ପ୍ରତୀକ୍ଷିତ କିଟ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌)ର ୧୩ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି ଜଣ ଅନ୍ତର୍ଜାତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ, ୨୦ ରୁ ଅଧିକ କର୍ପୋରେଟ୍ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଓ…

ସୌର କୃଷି ପମ୍ପ ସ୍ଥାପନରେ ଏକ ମାସରେ ବିଶ୍ୱସ୍ତରୀୟ ମାଇଲସ୍ଟୋନ୍

ଭୁବନେଶ୍ୱର : ମହାରାଷ୍ଟ୍ର ଷ୍ଟେଟ ଇଲେକ୍‌ଟ୍ରିସିଟି ଡିଷ୍ଟ୍ରିବ୍ୟୁଶନ କମ୍ପାନୀ ଲିମିଟେଡ (ଏମଏସଇଡିସିଏଲ) ସଫଳତାର ସହ କେବଳ ୩୦ ଦିନରେ ୪୫,୯୧୧ଟି ଅଫ୍‌-ଗ୍ରିଡ ସୋଲାର ଆଗ୍ରିକଲ୍‌ଚରାଲ (ସୌର କୃଷି) ପମ୍ପ ସ୍ଥାପନ କରି ଗିନିସ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ଏହା ମହାରାଷ୍ଟ୍ରକୁ ଭାରତରେ…

ଆର୍ଥିକ ବର୍ଷ ୨୦୨୬ରେ ୯୯.୩୩% ଦାବି ସମାଧାନ କରିଛି ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ

ଭୁବନେଶ୍ୱର : ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସ୍ୟୋରାନ୍ସ ଆର୍ଥିକବର୍ଷ ୨୦୨୬-ପ୍ରଥମାର୍ଦ୍ଧରେ ୯୯.୩୩% ଦାବି ସମାଧାନ ଅନୁପାତ ସହିତ ଉଦ୍ୟୋଗରେ ଅଗ୍ରଣୀ ରହିଛି, ଯାହାକି ଦେଶରେ ଶୀର୍ଷ ଇନ୍ସ୍ୟୋରାନ୍ସ କମ୍ପାନୀଗୁଡ଼ିକ ମଧ୍ୟରେ ସର୍ବାଧିକ ଅଟେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତଦନ୍ତ…

କଟକ ତ୍ରିଶୁଳିଆ ଛକରେ ସିରିଏଲ ଦୁର୍ଘଟଣା , ୩ ଆହତ

କଟକ: ସୋମବାର କଟକ ଜିଲ୍ଲାର ତ୍ରିଶୁଳିଆ ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ମଦ୍ୟପ ଡ୍ରାଇଭରଙ୍କ ଦ୍ୱାରା ଚଳାଉଥିବା ଏକ ସ୍ୱିଫ୍ଟ କାର ପାଞ୍ଚଟି ବାଇକ୍ ଉପରେ ଧକ୍କା ଦେଇଥିଲା, ଯେଉଁଥିରେ ଜଣେ ନାବାଳକ ପୁଅ ସମେତ ତିନି ଜଣ ଆହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ,…

କ୍ରିକେଟ ବ୍ୟାଟ ଭିତରେ ଗଂଜେଇ ଚୋରା ଚାଲାଣ

ବ୍ରହ୍ମପୁର: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ଯୁବକ ଏକ ଚତୁରତାର ସହ କ୍ରିକେଟ୍ ବ୍ୟାଟ୍ ଭିତରେ ଗଞ୍ଜେଇ ଲୁଚାଇ ରଖିଥିଲେ, କିନ୍ତୁ ଓଡ଼ିଶାର ବ୍ରହ୍ମପୁର ରେଳ ଷ୍ଟେସନରେ ସରକାରୀ ରେଳବାଇ ପୋଲିସ (GRP) ଦ୍ୱାରା ଧରାପଡ଼ିଥିଲେ। ୨୩ଟି ବ୍ୟାକପ୍ୟାକ୍ ଏବଂ ୧୦ଟି କ୍ରିକେଟ୍ ବ୍ୟାଟ୍…

ଟିକେଟ କଳାବଜାରୀଙ୍କୁ କମିଶନରରେଟ ପୋଲିସ ଶକ୍ତ ଚାପୁଡା, କଳାବଜାରୀ ସମୟରେ ଧରିଲା ପୋଲିସ

କଟକ : ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-20 କ୍ରିକେଟ୍ ମ୍ୟାଚ୍‌କୁ ନେଇ ଟିକେଟ୍ କଳାବଜାରୀ ବିରୋଧରେ କମିଶନରେଟ୍ ପୋଲିସ ତୀବ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଡାନାସୀ ଓ ଦରଘା ବଜାର ପୋଲିସ ଷ୍ଟେସନ ମିଶି ୪ଟି…

ଏଥର୍ ଏନର୍ଜି ନେଇଆସିଲା ‘ଇଲେକ୍ଟ୍ରିକ ଡିସେମ୍ବର’ର ବିଶେଷ ଅଫର୍

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଦୁଇଚକିଆ ଯାନ ନିର୍ମାତା ଏଥର ଏନର୍ଜି ପକ୍ଷରୁ ଏହାର ଦୀର୍ଘ ଏକ ମାସର ଅଭିଯାନ ‘ଏଥର୍ ଇଲେକ୍‌ଟ୍ରିକ ଡିସେମ୍ବର’ ର ୩ୟ ସଂସ୍କରଣ ଘୋଷଣା କରାଯାଇଛି । ଏହା ଏକ କାର୍ଯ୍ୟକ୍ରମ ଯାହା ଆକର୍ଷଣୀୟ ନଗଦ ରିହାତି, ଇଏମଆଇ ଅଫର ଓ ବିସ୍ତୃତ ବ୍ୟାଟେରୀ ୱାରେଂଟି…

ଆମାଜନର ଦୈନିକ ଆବଶ୍ୟକ ସାମଗ୍ରୀରେ ୪୦% ପର୍ଯ୍ୟନ୍ତ ଅଫର୍

ଭୁବନେଶ୍ୱର: ଚଳିତ ଶୀତ ଋତୁରେ ଆମାଜନର ଏଭ୍ରିଡେ ଏସେନସିଆଲ୍ସ ଷ୍ଟୋର, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଯତ୍ନ, ଗୁରମେଟ୍ କିରାଣା, ବେବିକେୟାର ଏବଂ ପେଟକେୟାର ବର୍ଗରେ ଏକ ବିସ୍ତୃତ ରେଞ୍ଜର ଉତ୍ପାଦ ପ୍ରଦାନ କରୁଛି । ଗ୍ରାହକମାନେ ଏହି ନୂତନ ଷ୍ଟୋରଫ୍ରଂଟରେ ବେବିଗିଫ୍ଟିଂ ଏବଂ ପ୍ରିମିୟମ୍…

ଆଣ୍ଡାମାନ ଓ ନିକୋବରରେ ଉନ୍ମୋଚିତ ହେବ ସାଭରକରଙ୍କ ବିଶାଳ ପ୍ରତିମୂର୍ତି

ଭୁବନେଶ୍ୱର: ସାଗର ପ୍ରାଣ୍ ତାଲାମାଲାଲା ......” ଏହି କାଳଜୟୀ ପଂକ୍ତିଗୁଡିକ ଅଗଣିତ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜ୍ୱଳିତ କରିଛି । ସ୍ୱତନ୍ତ୍ରବୀର ବିନାୟକ ଦାମୋଦର ସାଭରକର ୧୧୬ ବର୍ଷ ପୂର୍ବେ ଏହି କିମ୍ବନ୍ଦତୀ କବିତାର ରଚନା କରିଥିଲେ । ଏହି ଐତିହାସିକ ଅବସରକୁ ପାଳନ କରି…

କିମ୍ସ ହସ୍ପିଟାଲରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଆରମ୍ଭ

ଭୁବନେଶ୍ୱର : ଉତମ ସ୍ୱାସ୍ଥ୍ୟ ସେବା ଏବଂ ଏ ଦିଗରେ ଉତ୍କର୍ଷତା ହାସଲ ନିମନ୍ତେ ସାମାଜିକ ଓ ମାନବିକ ଦୃଷ୍ଟିକୋଣରୁ ଗବେଷଣାର ଆବଶ୍ୟକତା ରହିଛି ବୋଲି ଆଇଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଆଶିଷ ଘୋଷ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ…