ଫୋନପେ ୱେଲଥ ଆଣିଲା ‘ଦୈନିକ ଏସଆଇପି’ ସୁବିଧା
ଭୁୁବନେଶ୍ୱର: ଫୋନପେ ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ (ଫୋନପେ ୱେଲଥ) ପକ୍ଷରୁ ମ୍ୟୁଚୁଆଲ ଫଣ୍ଡରେ ଏହାର ଦୈନିକ ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ) ଫିଚରର ଶୁଭାରମ୍ଭ କରାଯାଇଛି । ଏହା ୟୁଜରମାନଙ୍କୁ ଫୋନପେ ଆପ ମାଧ୍ୟମରେ ପ୍ରତିଦିନ ମାତ୍ର ଟ.୧୦ ଭଳି କମ୍ ରାଶିରୁ ସିଧାସଳଖ…