ଉଜ୍ଜିବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଇଭୋରୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଇଭୋରୀର ଶୁଭାରମ୍ଭ କରାଯାଇଛି, ଯାହା ଭାରତର ଉଚ୍ଚ ଆୟ ବର୍ଗଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏକ ବ୍ୟାଙ୍କିଂ କାର୍ଯ୍ୟକ୍ରମ । ଇଭୋରି ବ୍ୟକ୍ତିଗତ ସେବାକୁ ଜୀବନଶୈଳୀ ସୁବିଧା ସହିତ ମିଶ୍ରଣ କରିଛି, ଉନ୍ନତ କାରବାର କ୍ଷମତା, ବିଶ୍ୱସ୍ତରୀୟ…