ଭୁବନେଶ୍ୱରରେ ଆରମ୍ଭ ହେଲା ସରଗି ଫୁଲ୍ ମହୋତ୍ସବ ୨୦୨୫

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସରଗି ଫୁଲ୍ ମହୋତ୍ସବ ୨୦୨୫ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ…

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଆଲମଣ୍ଡ ଜାଣନ୍ତୁ

ଭୁବନେଶ୍ୱର : କ୍ରିସମାସ ନିକଟତର ହେବା ସହିତ ସଭିଏଁ ବର୍ତମାନ ଏହାର ସେଲିବ୍ରେସନକୁ ନେଇ ଉତ୍ସାହିତ । ତେଣୁ ଚଳିତବର୍ଷ କାଲିଫର୍ଣ୍ଣିଆ ଆଲମଣ୍ଡର ଉତମତା ସହିତ ଆପଣଙ୍କର ଉତ୍ସବମୟ ଭୋଜନ ଏବଂ ଉପହାର ପରମ୍ପରାକୁ ଆହୁରି ଦ୍ୱିଗୁଣିତ କରନ୍ତୁ। ୧୫ଟି ଆବଶ୍ୟକୀୟ ପୋଷକତତ୍ୱରେ ସମୃଦ୍ଧ ଆଲମଣ୍ଡ ହୃଦୟ…

ବାୟୋମେଟ୍ରିକ୍ ୟୁପିଆଇ ପେମେଣ୍ଟରେ ଆମାଜନ ପେର ନୂଆ ପଦକ୍ଷେପ

ଭୁବନେଶ୍ୱର : ଆମାଜନ ପେ ପକ୍ଷରୁ ୟୁପିଆଇ ବାୟୋମେଟ୍ରିକ୍ ପ୍ରମାଣୀକରଣର ଶୁଭାରମ୍ଭ କରାଯାଇଛି । ଏହା ସହିତ କମ୍ପାନୀ ଏହି ଅଭିନବ ବୈଶିଷ୍ଟ୍ୟ ପ୍ରଚଳନ କରିବାରେ ଭାରତର ପ୍ରଥମ ପେମେଂଟ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଛି। ଗ୍ରାହକମାନେ ବର୍ତମାନ ପିନ ମନେ ରଖିବା କିମ୍ବା ପ୍ରବେଶ…

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ମାଓବାଦୀ ନିହତ

ସୁକୁମା : ଆଜି ସକାଳେ ଛତିଶଗଡ ସୁକୁମା ଜିଲ୍ଲା ଗୋଲାପାଲି ଥାନା ଅନ୍ତର୍ଗତ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ଘଟିଥିବାବେଳେ ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଥିବାର ଖବର…

ଲାଞ୍ଚ ନେଇ ଧରା ପଡିଲେ ଲାଞ୍ଚୁଆ ଥାନାଧିକାରୀ

କୋରାପୁଟ: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର ଦଶମନ୍ତପୁର ପୋଲିସ ଷ୍ଟେସନର ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ସୁକମା ହାଂସଦାହଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ଭିଜିଲାନ୍ସ ଅନୁଯାୟୀ, ଆଜି ଜଣେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଅଭିଯୋଗ ନେଇ ଅଧିକାରୀଙ୍କ…

ସୁନା ଏବଂ ଚାନ୍ଦି ଦରରେ ପୁଣି ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସୁନା ମୂଲ୍ୟ ୨୪ କ୍ୟାରେଟ୍ ପାଇଁ ୩୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ପାଇଁ ୩୦୦ ଟଙ୍କା ବୃଦ୍ଧି ପାଇଛି। ଡିସେମ୍ବର ୧୮, ୨୦୨୫ରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ ୧,୩୪,୮୪୦ ଟଙ୍କା ଥିଲା ବେଳେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ମୂଲ୍ୟ…

ପରଲୋକରେ ଲୋକପ୍ରିୟ ବଡି ବିଲ୍ଡର ୱାଙ୍ଗ କୁନ

ଭୁବନେଶ୍ୱର : ଏଭଳି ଅନେକ ଆର୍ଶ୍ଚ୍ୟଚକିତ କରିଦେଲା ଭଳି ଘଟଣା ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଥିଲା । ଯେତେବେଳେ ଲୋକପ୍ରିୟ ବଡି ବିଲ୍ଡରମାନେ ନିଜର ଫିଟନେସ ମାନଦଣ୍ଡକୁ ନେଇ ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରୁଥିଲା ସେହି ସମୟରେ ୱାଙ୍ଗ କୁନ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଚୀନର…

ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ

ଭୁବନେଶ୍ୱର: ଗୁରୁବାର ଦିନ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲରେ ମୂଲ୍ୟ ହ୍ରାସ ପାଇଛି। ଡିସେମ୍ବର ୧୮, ୨୦୨୫ ରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୯୩ ଟଙ୍କା ରେକର୍ଡ କରାଯାଇଛି, ଯେତେବେଳେ ଡିଜେଲର ମୂଲ୍ୟ ୯୨.୫୧ ଟଙ୍କା ରେକର୍ଡ କରାଯାଇଛି। କଟକରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ…

ବେଙ୍ଗାଲୁରୁରେ କଗ୍ନିଜାଣ୍ଟର ଆଧୁନିକ ସାଇବର ସୁରକ୍ଷା ହବ ଉଦ୍‌ଘାଟିତ

ଭୁବନେଶ୍ୱର : କଗ୍ନିଜାଂଟ(ଏନଏଏସଡିଏକ୍ୟୁ ସିଟିଏସଏଚ) ପକ୍ଷରୁ ବେଙ୍ଗାଲୁରୁଠାରେ ଏହାର ନେକ୍ସଟ-ଜେନ୍ ସାଇବର ଡିଫେନ୍ସ ସେଂଟର (ସିଡିସି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ସେଂଟର କମ୍ପାନୀର ବିଶ୍ୱସ୍ତରୀୟ ସିଡିସି ନେଟ୍‌ୱର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା କଗ୍ନିଜାଂଟର ସର୍ବବୃହତ…

ଇଭି ରିଚାର୍ଜକୁ ସହଜ କରିବାକୁ ଏୟାରଟେଲ–ଏନପିସିଆଇର ନୂଆ ଡିଜିଟାଲ୍‌ ସମାଧାନ

ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ, ଏନପିସିଆଇ ଭାରତ ବିଲପେ ଲିମିଟେଡ ସହଭାଗୀତାରେ ଏୟାରଟେଲ ଥାଙ୍କ୍‌ସ ଆପରେ ଭାରତ କନେକ୍ଟ (ବିବିପିଏସ) ପ୍ଲାଟଫର୍ମ ଜରିଆରେ ଇଭି ୱାଲେଟ ରିଚାର୍ଜ ସୁବିଧା ପ୍ରଦାନ କରୁଛି । ବର୍ତମାନ ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଗାଡ଼ି ମାଲିକମାନଙ୍କୁ ଚାର୍ଜିଙ୍କ ପେମେଂଟ…