ସମ୍ବଲପୁରରେ ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଉଦ୍ଘାଟିତ
ସମ୍ବଲପୁର : ସମ୍ବଲପୁରର ଭାଲୁକୁଣ୍ଡା ଠାରେ ଭିଭିତ୍ସା ୱାର୍ଲ୍ଡ ସ୍କୁଲର ଆନୁଷ୍ଠାନିକ ଉଦ୍ଘାଟନ ହୋଇଯାଇଛି, ଯାହା ଏହି ଅଂଚଳରେ ପ୍ରତିଭାଶାଳୀ ଶିକ୍ଷାର୍ଥିମାନଙ୍କୁ ଗଢ଼ି ତୋଳିବା ପ୍ରତି ପ୍ରତିବଦ୍ଧ ଏକ ନୂଆ ଶିକ୍ଷାନୁଷ୍ଠାନର ଆରମ୍ଭକୁ ଚିହ୍ନିତ କରୁଛି । ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ…