ମଧ୍ୟରାତ୍ରିରେ ଧରା ପୃଷ୍ଠକୁ ଆସିଲେ ଜୀଶୁ
ଭୁବନେଶ୍ୱର: ଖ୍ରୀଷ୍ଟମାସ ପାଳନ ପାଇଁ ଓଡ଼ିଶାର ଭୁବନେଶ୍ୱରର ସେଣ୍ଟ ଭିନସେଣ୍ଟ ପ୍ରୋ କ୍ୟାଥେଡ୍ରାଲରେ ଭକ୍ତମାନେ ମଧ୍ୟରାତ୍ରିରେ ସାମୁହିକ ପ୍ରାର୍ଥନା କରିଥିଲେ।
କଟକ-ଭୁବନେଶ୍ୱରର ରୋମାନ କ୍ୟାଥୋଲିକ ଆର୍ଚଡାୟୋସିସର ଆର୍ଚବିଶପ ଜନ୍ ବାରୱା ଖ୍ରୀଷ୍ଟମାସର ପ୍ରକୃତ ସାରକୁ ମନେ ପକାଇ…