ସାମ୍ନାକୁ ଆସିଲା ସାଉଥ ସୁପରଷ୍ଟାର ଧନୁଷଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଲୁକ୍‌, ଦେଖନ୍ତୁ ଫଟୋ

ଅଭିନେତା ରିଆନ୍ ଗୋସଲିଂ ଏବଂ କ୍ରିସ୍ ଇଭାନ୍ସଙ୍କ ସହ ଧନୁଷଙ୍କ ଅଭିନୀତ 'ଦି ଗ୍ରେ ମ୍ୟାନ୍'ର ପ୍ରଥମ ଲୁକ୍ ମଙ୍ଗଳବାର ସୋସିଆଲ ମିଡିଆରେ ଉନ୍ମୋଚିତ ହୋଇଛି। ଆନ୍ଥୋନି ଏବଂ ଜୋ ରୁସୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସହିତ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି ​​|ନେଟଫ୍ଲିକ୍ସ…

ଅକ୍ଷୟ ତୃତୀୟାରେ ରାଶି ଅନୁଯାୟୀ କିଣନ୍ତୁ ଏହିସବୁ ଜିନିଷ, ପାଇବେ ଶୁଭଫଳ

ଅକ୍ଷୟ ତୃତୀୟା ର ପବିତ୍ର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲପକ୍ଷ ତୃତୀୟ ତିଥିରେ ପଡ଼େ | ଚଳିତ ବର୍ଷ ଏହି ପର୍ବ ମେ ମାସ ୩ ତାରିଖ ମଙ୍ଗଳବାର ଦିନ ପାଳନ କରାଯିବ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା…

ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ଦୂରେଇ ଯିବ ଅନେକ ସମସ୍ୟା

ଜଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ଆପଣ ଜାଣଛନ୍ତି କି ପ୍ରତିଦିନ ସକାଳେ ଖାଲି ପେଟରେ ପାଣି ପିଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରେଇ ରହିଥାଏ । ଘରର ବୈଜ୍ୟଷ୍ଠମାନେ ମଧ୍ୟ ଖାଲି ପେଟରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଏହା…

ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ଅନ୍ୟର ଏହିସବୁ ଜିନିଷ, ଜୀବନ ଉପରେ ପଡ଼ିଥାଏ ଖରାପ ପ୍ରଭାବ

ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ ଯେ ପାଖରେ କୈ।ଣସି ଜିନିଷ ନଥିଲେ ସେମାନେ ତୁରନ୍ତ ଅନ୍ୟ ଠାରୁ ମାଗି ବ୍ୟବହାର କରି ନିଅନ୍ତି | ଯଦି ଆପଣ ମଧ୍ୟ ଏହି ଅଭ୍ୟାସଗୁଡ଼ିକର କବଳରେ ଅଛନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ପରିବର୍ତ୍ତନ କରନ୍ତୁ | କାରଣ ଏହା ଆପଣଙ୍କୁ ବଡ ଅସୁବିଧାରେ ପକାଇପାରେ |…

ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଏହା ବଢାଇପାରେ କୋଲେଷ୍ଟ୍ରଲ୍

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରହିବ ତେବେ ସମସ୍ୟା ସୃଷ୍ଟି ହୋଇପାରେ ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ…

ଏଗୁଡ଼ିକ ହେଉଛି ଦୁନିଆର ସବୁଠୁ ଉତ୍ତପ୍ତ ସ୍ଥାନ, ଯେଉଁଠାରେ କିଛି ଘଣ୍ଟା ମଧ୍ୟରେ ହୋଇପାରେ ମୃତ୍ୟୁ

ଏହି ସମୟରେ ଦୁନିଆର ଅନେକ ସ୍ଥାନରେ ଅସହ୍ୟ ଗରମ ହେଉଛି | ଆସନ୍ତୁ ଜାଣିବା ଦୁନିଆର କିଛି ଏପରି ସ୍ଥାନଗୁଡିକ ବିଷୟରେ ଯାହା ସବୁଠୁ ଉତ୍ତପ୍ତ | ଏହି ସ୍ଥାନଗୁଡିକ ଏତେ ଗରମ ଯେ ଜଣେ ବ୍ୟକ୍ତି ୧୦ ମିନିଟରେ ଏଠାରେ ଅସୁସ୍ଥ ହୋଇପାରେ କିମ୍ବା କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇପାରେ | ଡେଥ୍…

ଘରେ ଆର୍ଥିକ ସ୍ବଚ୍ଛଳତା ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଘରେ ସକରାତ୍ମକ ଶକ୍ତି ପାଇଁ ଅନେକ ଉପାୟ ରହିଛି। ଏହି ଉପାୟ ଗୁଡିକୁ ଆପଣାଇବା ଦ୍ୱାରା ଧନସମ୍ପତ୍ତିର ଅଭାବ ହୋଇନଥାଏ। ଘରେ ସର୍ବଦା ସୁଖସମୃଦ୍ଧି ରହିଥାଏ। ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଜାଣନ୍ତୁ……. ଘରେ…

ଖରା ଦିନେ ନିୟମିତ ସାଲାଡ୍‌ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଅଦ୍ଭୁତପୂର୍ବ ଫାଇଦା

ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା…

ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ଉତମ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ…

ବହୁ ଆଦିମ କାଳରୁ ମୁନି ଋଷିମାନେ ଯୋଗ ଆସନକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରିଆସିଛନ୍ତି । ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଚାପମୁକ୍ତ ରହିବା ପାଇଁ ଯୋଗଆସନକୁ ଆପଣାଇ ନେବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଶରୀରରେ ଏକ ଭିନ୍ନ ପ୍ରକାରର ଉର୍ଜାର ସଂଚରଣ ହେବା ସହିତ ଶରୀର ଏବଂ ମନକୁ ଶାନ୍ତି…

ଖରାଦିନେ ଏସିଡିଟି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଦ୍ୟ ସଠିକ ଭାବେ ହଜମ ହୋଇନଥାଏ। ଅନେକ ଲୋକଙ୍କର ବାନ୍ତି ଓ ପେଟ ଖରାପ ସହ ସଭିଁଙ୍କ ପାଇଁ ଏସିଡିଟି ମୁଖ୍ୟ ସମସ୍ୟା ପାଲଟିଥାଏ। କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟା ଦୂର କରି ହେବ। ଖରାଦିନେ କିଛି ବିଶେଷ ଜିନିଷ ଖାଦ୍ୟରେ ସାମିଲ…