ରାତିରେ ଏହିସବୁ ଖାଦ୍ୟ ଖାଇବା ଠାରୁ ରୁହନ୍ତୁ ଦୂରେଇ, ହୋଇପାରେ କ୍ଷତିକାରକ
ଯେପରି ସକାଳେ ଖାଲି ପେଟରେ କିଛି ସୁସ୍ଥ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ ସେହିଭଳି ରାତିରେ ମଧ୍ୟ ଖାଦ୍ୟରେ ସୁସ୍ଥ ଖାଦ୍ୟ ସାମିଲ କରିବା ଉଚିତ । ଯଦି ଆମେ ରାତିରେ ସୁସ୍ଥ ଖାଦ୍ୟ ଖାଉ ତେବେ ଏହା ଆମ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଯଦି ଆମେ ରାତିରେ ସୁସ୍ଥ ଖାଦ୍ୟ ନଖାଇବା ଏହା ଆମ…