ନିଜ ପୁଅର ରକ୍ତରେ ଯୁବା ଦେଖାଯିବାକୁ ଚାହାଁନ୍ତି ଏହି ବ୍ୟକ୍ତି , ପ୍ରତିବର୍ଷ ଖର୍ଚ୍ଚ କରନ୍ତି ୧୬ କୋଟି

ରିଭର୍ସ ଏଜିଙ୍ଗ ଶବ୍ଦ ଦୁନିଆର ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଏହି ପର୍ଯ୍ୟାୟରେ, ୪୫ ବର୍ଷିୟ ସଫ୍ଟୱେର୍ ଡେଭଲପର୍ ବ୍ରାଏନ୍ ଜନସନ ନିଜ ପୁଅ ସହିତ ପ୍ଲାଜମା ବିନିମୟ ମାଧ୍ୟମରେ ନିଜକୁ ୧୮ ବର୍ଷ ଯୁବା କରିବାକୁ ଚାହୁଁଛନ୍ତି | ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୪୫ ବର୍ଷିୟ…

ଜାଣନ୍ତୁ କ’ଣ ହୋଇଥାଏ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ? ଫଟୋରେ ପ୍ରଥମ ଥର ଦେଖନ୍ତୁ ଭିତରର ଝଲକ

ଆଜିକାଲି ସୋସିଆଲ ମିଡିଆରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଚିତ୍ରଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛି | ଏହି ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ସାରା ବିଶ୍ୱରୁ ତାରକାମାନେ ଫ୍ରାନ୍ସରେ ପହଞ୍ଚିଛନ୍ତି | ବଲିଉଡ ଏବଂ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାନ୍ସ ୨୦୨୩ ରେ ନଜର…

ଏହି ଅଭ୍ୟାସ ହେତୁ ମଣିଷ ହୋଇଯାଇଥାଏ କାଙ୍ଗାଳ

ଗରୁଡ ପୁରାଣ ଅନୁଯାୟୀ ଜଣେ ବ୍ୟକ୍ତିର କିଛି ଅଭ୍ୟାସ ଦାରିଦ୍ରର କାରଣ ହୋଇପାରେ। ଯଦି ଏହି ଅଭ୍ୟାସଗୁଡିକ ଠିକ୍ ସମୟରେ ଛାଡି ନ ଦିଆଯାଏ, ତେବେ ଆପଣଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିପାରେ |ଗରୁଡ ପୁରାଣ ଅନୁଯାୟୀ ଲୋଭ ମଧ୍ୟ ଭଲ ନୁହେଁ। ଏହିପରି ଲୋକମାନେ ଅଧିକ ଟଙ୍କା ରୋଜଗାର କରିବା…

କେତେ ସମୟ ବ୍ୟବଧାନରେ ଖାଦ୍ୟ ଖାଇବା ହୋଇଥାଏ ଠିକ?

ସୁସ୍ଥ ଶରୀର ପାଇଁ ସଠିକ ଖାଦ୍ୟକୁ ସଠିକ ମାତ୍ରାରେ ଓ ସଠିକ ପ୍ରଣାଳୀରେ ଖାଇବା ଖୁବ ଆବଶ୍ୟକ। ସାଧାରଣତଃ ତେଲ ,ପାଣି, ମସଲାରେ ପ୍ରସ୍ତୁତ ଖାଦ୍ୟ ୨୪ ଘଣ୍ଟାରେ ମଧ୍ୟରେ ଖରାପ ହେବାକୁ ଆରମ୍ଭ ହୋଇଥାଏ। ସେହିଭଳି କିଛି ଏପରି ଖାଦ୍ୟ ପଦାର୍ଥ ରହିଛି,ଯାହାକୁ ଫ୍ରିଜରେ ୨ ଦିନ ପର୍ୟ୍ୟନ୍ତ…

ଏହି ପ୍ରତିଛବିରେ ପ୍ରଥମେ କଣ ଦେଖନ୍ତି ଆପଣ? ନିଜ ଉତ୍ତର ଆଧାରରେ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ

ଆପଣଙ୍କର ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଜ୍ଞାନଗତ ଦକ୍ଷତାକୁ ପରୀକ୍ଷା କରିବା ପାଇଁ ଅନେକ ପରୀକ୍ଷା ପରିକଳ୍ପନା କରାଯାଇଛି | ଏହି ପରୀକ୍ଷଣଗୁଡିକ ଆପଣଙ୍କ ବ୍ୟକ୍ତିତ୍ୱର ଦିଗଗୁଡିକ ପ୍ରକାଶ କରିବାକୁ ଦାବି କରେ ଯାହା ବିଷୟରେ ଅବଗତ ଅବଗତ ନଥାନ୍ତି | ଏଗୁଡ଼ିକ ମଧ୍ୟ ସାଇକୋଆନାଲିସିସ୍…

ଦୁନିଆର ସବୁଠୁ ଲମ୍ବା ରାଜପଥ: ଯାତ୍ରା ଶେଷ କରିବାକୁ କିଛି ଦିନ ନୁହେଁ ଲାଗିଥାଏ ମାସ

ବିଶ୍ୱରେ ଏପରି ଏକ ରାଜପଥ ରହିଛି ଯାହା ୧୪ ଦେଶକୁ ପରସ୍ପର ସହ ଯୋଡ଼ିଥାଏ। ବିଶ୍ୱର ସବୁଠାରୁ ଲମ୍ବା ରାଜପଥର ନାମ ହେଉଛି ପାନ ଆମେରିକୀୟ ରାଜପଥ। ଯାହା ଉତ୍ତର ଏବଂ ଦକ୍ଷିଣ ଆମେରିକା ମହାଦେଶକୁ ପରସ୍ପର ସହ ସଂଯୋଗ କରିଥାଏ। ଏପରି ଏକ ରାଜପଥ ନିର୍ମାଣ କରିବାର ଧାରଣା ପ୍ରଥମେ ୧୯୨୩ ମସିହାରେ…

ଶନିଙ୍କ ପ୍ରତ୍ୟାବର୍ତ୍ତୀ ଚଳନରୁ ବଦଳିବାକୁ ଯାଉଛି ଏହି ରାଶିର ଲୋକଙ୍କ ଜୀବନ

ଶନିଙ୍କ ଓଲଟା ଚଳନ ମଣିଷ ଜୀବନରେ ଦୁଃଖର ପାହାଡ଼ ଲଦି ଦେଇଥାଏ। ଏହି ସମୟରେ କାର୍ଯ୍ୟ ଅନୁଯାୟୀ ଫଳାଫଳ ଦେଇଥାଏ। ଅନ୍ୟପକ୍ଷରେ, ଶନିଙ୍କ ଅନୁଗ୍ରହ ଭିକାରୀକୁ ରାଜା କରିଦିଏ। ଶନି ୧୭ ଜୁନ୍ ରାତି ୧୦.୪୮ରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ୪ ନଭେମ୍ବର ୨୦୨୩ରେ ସକାଳ ୦୯.୧୫…

ଗାଧୁଆ ଘରୁ ମିଳିଲା ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ

କଳା ଜଗତରୁ ଫୁଣି ଏକ ଦୁଃଖତ ଖବର ସାମ୍ନାକୁ ଆସିଛି । ଟିଭି ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ତାଙ୍କର ମୃତଦେହ ମୁମ୍ବାଇ ସ୍ଥିତ ବାସଭବନରୁ ମିଳିଛି । ତେବେ, ତାଙ୍କ ହତ୍ୟା କରାଯାଇଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ପୋଲିସ୍…

ଘରେ ମନିପ୍ଲାଣ୍ଟ ଥିଲେ ଏହି ଦିଗ ପ୍ରତି ରଖନ୍ତୁ ଧ୍ୟାନ

ମନିପ୍ଲାଣ୍ଟ ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା ପରେ ମଧ୍ୟ ସୁଫଳ ମିଳୁ…

ସକାଳୁ ଖାଲି ପେଟରେ ଖାଆନ୍ତୁ ଏହିସବୁ ଜିନିଷ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା

ସକାଳେ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଚିନ୍ତା କରିଥାଆନ୍ତି । ସେହିପରି ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ…