ଅନଲାଇନ କ୍ଲାସରେ ପାକିସ୍ତାନର ଉଦାହରଣ ଦେଇ ନାଉନ ପଢ଼ାଉଥିବା ଶିକ୍ଷୟତ୍ରୀ ଶାଦବ ଖାନମ ନିଲମ୍ବିତ
ଶନିବାର ଗୋରଖପୁରର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଜିଏନ ପବ୍ଲିକ ସ୍କୁଲର ଜଣେ ଶିକ୍ଷୟତ୍ରୀ ଶାଦବ ଖାନମ୍ଙ୍କ ଦ୍ୱାରା ହ୍ୱାଟ୍ସଆପରେ ଅନଲାଇନ କ୍ଳାସରେ ପାକିସ୍ତାନର ମହିମା ମଣ୍ଡନ କରୁଥିବା କିଛି ଉଦାହରଣ ଦେଇ ପାଠ ପଢ଼ାଇବାକୁ ନେଇ ଅନେକ ହଙ୍ଗାମା ଦେଖାଦେଇଥିଲା । ଆପଣଙ୍କୁ ଜଣାଇଦେଉଛୁ ଯେ ଗତ…