ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଖରେ ପହଂଚିଲା କରୋନା, ଅଧିକାରୀ ଭୟଭୀତ

ଦୁନିଆର ଅନ୍ୟ ଦେଶ ଗୁଡ଼ିକ ଭଳି ପାକିସ୍ତାନ ମଧ୍ୟ କରୋନା ଭାଇରସ ମହାମାରୀ ସହିତ ଲଢ଼େଇ କରୁଛି । କିନ୍ତୁ ଏବେ ଏଇ ଭାଇରସ ଆଂଚ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପର୍ଯ୍ୟନ୍ତ ପହଂଚିଯାଇଛି । ଅସଲରେ ଫୈସଲ ଏଧି ଫାଉଂଡେସନ ନାମକ ଏକ ସାମାଜିକ କର୍ମୀ ନୀକଟରେ ପାକିସ୍ତାନର ପିଏମ ଇମ୍ରାନ…

ସତରେ କଣ ଏସିରୁ କରୋନା ସଂକ୍ରମଣ ବଢ଼ିଥାଏ ?

ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଯେତିକି ବାସ୍ତବିକ କଥା ନାହିଁ ତାଠାରୁ ଅଧିକ ଗୁଜବ ରହିଛି । ଏମିତିରେ ଗୋଟିଏ ଗୁଜବ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବାର ଦେଖାଯାଉଛି ଯେ ଏୟାର କଂଡିସନ(ଏସି) ବ୍ୟବହାର କରିବା ଦ୍ୱାରା କରୋନା ସଂକ୍ରମଣ ହୋଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଏସି…

ଭଉଣୀ ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡକୁ ନେଇ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି…

ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡ ହେବା ପରେ ଭଉଣୀଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି କଙ୍ଗନା ରଣାୱତ । ଗୋଟିଏ ଭିଡିଓ ମାଧ୍ୟମରେ କଙ୍ଗନା ରଙ୍ଗୋଲୀଙ୍କୁ ଦୃଢ଼ ସମର୍ଥନ କରି କହିଛନ୍ତି ଯେ , ‘ସେ କିଛି ଭୁଲ କରି ନାହାନ୍ତି ।’ ଏହି ଭିଡିଓରେ କଙ୍ଗନା ଏକ ଗଣତାନ୍ତ୍ରିକ ଦେଶରେ ମତାମତ…

କରୋନା ସଂକ୍ରମିତ ହୋଇଛନ୍ତି ମୁମ୍ବାଇ ନୌସେନାର ୨୧ଜଣ ସେବାରତ କର୍ମୀ

ଭାରତ ନୌସେନାର ପାଖାପାଖି ୨୧ଜଣଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି, ଯାହାକି ନୌସେନା ପାଇଁ ଏକ ବିପଦ ହୋଇଯାଇଛି । ଏହି ନୌସେନା କର୍ମୀମାନଙ୍କର କରୋନା ପଜିଟିଭ ମିଳିବାପରେ ଏମାନଙ୍କୁ ମୁମ୍ବାଇର କୋଲାବା ସ୍ଥିତ ନୌସେନା ହସପିଟାଲ ଆଇଏନଏଚଏସ ଅଶ୍ୱିନୀରେ ଭର୍ତି କରାଯାଇଛି ବୋଲି ନୌସେନା…

‘ଆରୋଗ୍ୟ ସେତୁ’ ଆପକୁ ସ୍ମାର୍ଟଫୋନରେ ଡାଉନଲୋଡ଼ କରିବାଠୁ କାହିଁକି ପଛଘୁଂଚା ଦେଉଛନ୍ତି ଲୋକେ

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନେ ବାରମ୍ବାର ଲୋକଙ୍କୁ ‘ଆରେଗ୍ୟ ସେତୁ’ ଆପ୍ ଡାଉନ୍‌ଲୋଡ଼୍ କରିବା ପାଇଁ ଅନୁରୋଧ କରୁଛନ୍ତି । ଏହି ଆପ୍ ଦ୍ୱାରା ଲୋକମାନେ ଯେଉଁଠାରେ ଅଛନ୍ତି ତାହା କରୋନା ସଂକ୍ରମଣ ଦୃଷ୍ଟିରୁ ସୁରକ୍ଷିତ ଅଟେ କି ନାହିଁ ସେ ବିଷୟରେ…

ମଣିଷ ଲକଡାଉନରେ ଥିବାବେଳେ ଗୁଡ଼ି ଉଡ଼େଇବାର ମଜା ନେଉଛି ମାଙ୍କଡ଼, ଭିଡିଓ ଭାଇରାଲ

କରୋନା ଭାଇରସ ଲକଡାଉନ ଆରମ୍ଭ ହେବା ଠାରୁ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡିଓର ସୁଅ ଛୁଟୁଥିବାର ଦେଖାଯାଉଛି । ଯେତେବେଳେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଏହି ଭୟଙ୍କର ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ ଘର ମଧ୍ୟରେ ଲକଡାଉନ ଭାବେ ରହିଛନ୍ତି ଏଭଳି ସମୟରେ ପଶୁପକ୍ଷୀମାନେ ବାହାରେ ବୁଲିବାର ମଜା…

ଲକଡାଉନ ସମୟରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅତିରିକ୍ତ ୮୦ଲକ୍ଷ ଟଙ୍କାର ମଂଜୁରୀ

ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଯାଇଥିବାରୁ ସରକାରଙ୍କ ତରଫରୁ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ବୁଲା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବୁଲା କୁକୁର ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ରାଜ୍ୟ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଉଦ୍ୟମରେ କରୋନାକୁ ହରାଇବ ଭାରତ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୨,୦୦୦ ଅତିକ୍ରମ କରିସାରିଲାଣି । ଏମିତିରେ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ସହାୟତା ମିଳିଛି । ଡବ୍ଲୁଏଚଓର ପ୍ରମୁଖ ଟେଡ୍ରୋସ ଏହି ପ୍ରାରମ୍ଭର ସ୍ୱାଗତ କରିଛନ୍ତି । ଭାରତ ପୂର୍ବରୁ…

ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପାଇଁ ଆଜି ପିଏମ ମୋଦିଙ୍କ ସହ ସାକ୍ଷାତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭାରତରେ କରୋନା ପ୍ରକୋପ ଯୋଗୁଁ ଲକଡାଉନ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବ । ତେଣୁ ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇର୍ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଗୁରୁବାର ଅର୍ଥାତ ଆଜି…

ଚୀନରୁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପଂହଚିଲା ୬.୫୦ ଲକ୍ଷ ରାପିଡ ଟେଷ୍ଟ କିଟ

ଭାରତକୁ ଦୀର୍ଘ ସମୟରୁ କୋଭିଡ-୧୯ ପରୀକ୍ଷଣ ପାଇଁ ଯେଉଁ ର‌୍ୟାପିଡ କିଟ (ଆରଟିକେ)ର ଅପେକ୍ଷା ରହିଥିଲା ତାହା ଶେଷରେ ଚୀନରୁ ଆସି ଦେଶରେ ପହଂଚି ଯାଇଛି । ଏଥିରେ ଆଂଟିବଡି ଓ ଆରଏନଏ ଏକ୍ସଟ୍ରେସନ କିଟ ମଧ୍ୟ ସାମିଲ ରହିଛି । ଆଜି ଠାରୁ ଏଗୁଡ଼ିକୁ ଦେଶର ବିଭିନ୍ନ ଅଂଶକୁ ପଠାଯିବ । ଏହି କିଟର…