ଶରୀରରେ ମାଇକ୍ରୋ ଆରଏନଏର କମ ମାତ୍ରା ବୟସ୍କଙ୍କ ପାଇଁ ହୋଇପାରେ ଘାତକ
କରୋନା କବଳିତ ହୋଇଥିବା ଲୋକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ ରହିଛି । ବୈଜ୍ଞାନିକ ଏବଂ ଚିକିତ୍ସକଙ୍କ କହିବା ଅନୁଯାୟୀ ରୋଗପ୍ରତିରୋଧକ କ୍ଷମତା କମ ହେବା ଦ୍ୱାରା ଏଭଳି ହେଉଛି । ଆମେରିକା ୟୁନିଭର୍ସିଟି ଅଫ ଫ୍ଲୋରିଡାର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀରରେ ମାଇକ୍ରୋ ଆର୍୍ଏନ୍ଏ,…