ଡବ୍ଲୁଏଚଓ ଉପରେ ବର୍ଷିଲେ ଟ୍ରମ୍ପ, ପତ୍ର ଲେଖି ସ୍ଥାୟୀ ଭାବେ ଫଣ୍ଡିଙ୍ଗ ବନ୍ଦ କରିବାର ଦେଲେ ଧମକ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡା. ଟେଡ୍ରୋସ ଗ୍ରିବିୟେସସଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯଦି ଆସନ୍ତା ତିନି ଦିନ ମଧ୍ୟରେ ସଂଗଠନ ପକ୍ଷରୁ କୌଣସି ସଠିକ ପଦକ୍ଷେପ ଗ୍ରହଣ ନ କରାଯିବ ତେବେ ଆମେରିକା ନିଜର ଫଣ୍ଡିଙ୍ଗକୁ ସ୍ଥାୟୀ ରୂପରେ…

ମୁମ୍ବାଇର କରୋନା ଯୋଦ୍ଧାଙ୍କ ପାଇଁ ସରପ୍ରାଇଜ ପଠାଇ ପ୍ରଶଂସା ସାଉଁଟୁଛନ୍ତି ଆଲିଆ ଭଟ୍ଟ

କରୋନା ଭାଇରସ ମହାମାରୀ ମଧ୍ୟରେ ଅନେକ ବଲିଉଡ ତାରକା ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି । ପିଏମ କେୟାର ଫଣ୍ଡରେ ସହାୟତା ରାଶି ଦେବା ପରେ ମଧ୍ୟ ଏହି ସେଲିବ୍ରିଟିମାନେ ନିଜ ସ୍ତରରେ ଅଲଗା ଅଲଗା ସହାୟତା ଦେବା ପାଇଁ ଆଗକୁ ଆସୁଛନ୍ତି । ନୀକଟରେ ଆଲିଆ ଭଟ୍ଟ କରୋନା ଭାଇରସର ଯୋଦ୍ଧାମାନଙ୍କ ପାଇଁ ଏକ…

କେବଳ ଗୋଟିଏ ଦିନରେ ଲେଖାଯାଇଥିଲା ସଇତାନଙ୍କର ଏହି ରହସ୍ୟମୟୀ ପୁସ୍ତକ, ବୈଜ୍ଞାନିକଙ୍କ ପାଇଁ ହୋଇ ରହିଛି ରହସ୍ୟ

ଦୁନିଆରେ ପ୍ରତ୍ୟେକ ଧର୍ମର ଧର୍ମଗ୍ରନ୍ଥ ରହିବା ଭଳି ସଇତାନମାନଙ୍କର ମଧ୍ୟ ଏକ ବାଇବେଲ ରହିଛି ଯାହା ‘ଡେବିଲ୍ସ ବାଇବେଲ’ ଅର୍ଥାତ ‘ସଇତାନଙ୍କ ବାଇବେଲ’ ଭାବେ ଜଣାଶୁଣା । ଏହାକୁୁ ଦୁନିଆର ସବୁଠାରୁ ରହସ୍ୟମୟୀ ପୁସ୍ତକଭାବେ ଗ୍ରହଣ କରାଯାଏ । କାରଣ ଏହି ପୁସ୍ତକର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ…

ଦେଶରେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବେ ରୋବର୍ଟ: ମାସ୍କ ପିନ୍ଧୁନଥିବା ଲୋକଙ୍କୁ କରିପାରିବେ ଚିହ୍ନଟ

ଦେଶରେ ଚାଲିଥିବା କରୋନା ସଂକଟ ମଧ୍ୟରେ ରାଜସ୍ଥାନରୁ ଏକ ଭଲ ଖବର ଆସିଛି । ଜୟପୁର ସ୍ଥିତ କମ୍ପାନୀ କ୍ଲବ ଫର୍ଷ୍ଟ ପକ୍ଷରୁ ଏଭଳି ରୋବର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଏହି ସମୟରେ ଅନେକ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବେ । ଏହି ରୋବର୍ଟଗୁଡ଼ିକ ନା କେବଳ ଥର୍ମାଲ ସ୍କ୍ରିନିଙ୍ଗ…

ସାଇକେଲ ଚୋରି କରି ପ୍ରବାସୀ ଶ୍ରମିକ କ୍ଷମା ମାଗି ଲେଖିଲେ ଚିଠି, ପଢ଼ିଲେ ଆଖିରେ ଆସିଯିବ ଲୁହ

କରୋନା ମହାମାରୀ ଯୋଗୁଁ ଦେଶରେ ଜାରିହୋଇଥିବା ଲକଡାଉନ ପରଠାରୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ସବୁସମ୍ଭବ ପ୍ରୟାସ କରୁଛନ୍ତି । ପ୍ରତ୍ୟେକ ଦିନ ଏହି ଶ୍ରମିକମାନଙ୍କର ସଂଘର୍ଷର ଦୃଶ୍ୟ ସାମ୍ନାକୁ ଆସୁଛି । ଭୋକ ଉପାସରେ ଏହି…

ଭାରତକୁ ଭେଂଟିଲେଟର ଦେବାର ଘୋଷଣା କଲେ ଟ୍ରମ୍ପ, କହିଲେ ଭାରତ ସହ ମିଶି ଏହି ମହାମାରୀକୁ ହରାଇବୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ଭାରତକୁ ଭେଂଟିଲେଟର ପଠାଇବାର ଘୋଷଣା କରିଛନ୍ତି । ଶନିବାର ଦିନ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ, “ମୋତେ ଏହା ଘୋଷଣା କରି ଗର୍ବ ଅନୁଭବ ହେଉଛି ଯେ ଆମେରିକା ଭାରତରେ ଆମର ବନ୍ଧୁଙ୍କୁ…

କେବେ ବଡ଼ଷ୍ଟାରଙ୍କୁ ଟକ୍କର ଦେଉଥିଲେ ଶାଇନୀ ଆହୁଜା, ଗୋଟିଏ କେଶ ବର୍ବାଦ କରିଦେଲା ତାଙ୍କର ପୁରା କ୍ୟାରିୟର

ବଲିଉଡ ଫିଲ୍ମ ଅଭିନେତା ଶାଇନୀ ଆହୁଜା ନିଜର ପ୍ରଥମ ଫିଲ୍ମ ‘ହଜାର ଖ୍ୱାଇଶୋଁ ଏସି’ ପାଇଁ ବେଷ୍ଟ ମେଲ ଡେବ୍ୟୁଟ କାଟାଗୋରୀରେ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ । ଗୋଟିଏ ସମୟରେ ସାଇନୀଙ୍କ ନାମ ବଡ଼ ଷ୍ଟାରମାନଙ୍କ ଲିଷ୍ଟରେ ନିଆଯାଉଥିଲା । ସେ ଗ୍ୟାଙ୍ଗଷ୍ଟର, ୱୋ ଲମ୍‌ହେ, ଲାଇଫ ଇନ ମେଟ୍ରୋ…

ଅଣ୍ଡରୱାର୍ଲ୍ଡ ଡନ ରାୟ ଉଥପାର ହସପିଟାଲରେ ମୃତ୍ୟୁ, ଚାଲିଥିଲା କ୍ୟାନ୍ସରର ଚିକିତ୍ସା

ଅଣ୍ଡରୱାଲ୍ଡ ଡନ ଏନ ମୁଥପା ରାୟର ଶୁକ୍ରବାର ଦିନ ଏକ ଘରୋଇ ହସପିଟାଲରେ କ୍ୟାନ୍ସରରେ ମୃତ୍ୟୁ ହୋଇଯାଇଛି । ହସପିଟାଲରୁ ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ୬୮ ବର୍ଷୀୟ ରାୟ ଗତ ଗୋଟିଏ ବର୍ଷ ହେବ ମସ୍ତିଷ୍କ କ୍ୟାନ୍ସରରେ ପିଡ଼ୀତ ଥିଲା ଏବଂ ତାକୁ ମଣିପାଲ ହସପିଟାଲରେ ଭର୍ତି କରାଯାଇଥିଲା ।…

ଆମାଜନ ଜଙ୍ଗଲରୁ ଆସିପାରେ ଆଉ ଏକ ମହାମାରୀ : ବ୍ରାଜିଲ ବୈଜ୍ଞାନିକଙ୍କ ଚେତାବନୀ

କରୋନା ଭାଇରସ ମହାମାରୀ ପରେ ଦୁନିଆକୁ ଆସିପାରେ ଆଉ ଏକ ମହାମାରୀ । ବ୍ରାଜିଲର ପରିବେଶ ବିଜ୍ଞାନୀ ଡେଭିଡ ଲାପୋଲା ଏହି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଭାଇରସର ପ୍ରକୋପ ସମୟରେ ପ୍ରଚୁର ଜଙ୍ଗଲ କାଟିବା କାରଣରୁ ଆମାଜନରେ ନୂଆ ରୋଗ ସୃଷ୍ଟି ହେବାର ବିପଦ ଜନ୍ମ ହେଉଛି । ଗବେଷକଙ୍କ…

ଗୁଜୁରାଟରେ ଜଣେ ସେଲୁନ କର୍ମଚାରୀ ପିପିଇ କିଟ ପିନ୍ଧି କାଟୁଛନ୍ତି ଗ୍ରାହକଙ୍କ ଚୁଟି

ବର୍ତମାନ ଦେଶରେ ବଢ଼ିଚାଲିଥିବା କରୋନାର ତାଣ୍ଡବକୁ ଦେଖି ପ୍ରତ୍ୟେକ ନିଜ ନିଜ ଉପାୟରେ ସଚେତନ ରହି ଏହି ଭାଇରସ ବିରୁଦ୍ଧରେ ଲଢ଼ୁଛନ୍ତି । ଏଭଳି ଘଟଣା ପରିପ୍ରେକ୍ଷୀରେ ଗୁଜୁରାଟରେ ଏକ ସେଲୁନରେ କାର୍ଯ୍ୟ କରୁଥିବା କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ପିନ୍ଧି ଗ୍ରାହକଙ୍କ ଚୁଟି…