ଉଦାସୀନତା ଏବଂ ଏହାର ଲକ୍ଷଣ କ’ଣ, ଆତ୍ମହତ୍ୟା ଚିନ୍ତା କାହିଁକି ଆସେ?
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ପୋଲିସର ସୂଚନାନୁସାରେ, ସୁଶାନ୍ତ ଗତ ମାସ ଧରି ଡିପ୍ରେସନରେ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ତେବେ ଆସନ୍ତୁ ଜାଣିବ ଡିପ୍ରେସନ କ’ଣ, ଯାହା ହେତୁ ଜଣେ ବ୍ୟକ୍ତି ଆତ୍ମହତ୍ୟା ପର୍ଯ୍ୟନ୍ତ ଚିନ୍ତା କରିବା ଆରମ୍ଭ…