ରାମ ମନ୍ଦିର ପୂଜା ପାଇଁ ୧୧ଟି ଚାନ୍ଦିର ଇଟା ପଠାଇଛନ୍ତି କମଲନାଥ
କଂଗ୍ରେସ ନେତାଙ୍କଠାରୁ ଅଲଗା ଯାଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରିଛନ୍ତି। ସେ ମନ୍ଦିର ନିର୍ମାଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଭଗବାନ ରାମ ସମସ୍ତଙ୍କର ଅଟନ୍ତି। ମଙ୍ଗଳବାର ଦିନ ସେ ଟ୍ୱିଟରରେ ନିଜର ପ୍ରୋଫାଇଲ୍ ଫଟୋ…