ଆର୍ଟିଫିସିଆଲ ଇଂଟେଲିଜେନ୍ସ ମାଧ୍ୟମରେ ଏବେ ଏକ ଘଂଟା ମଧ୍ୟରେ ଚିହ୍ନଟ ହେବ କରୋନା ସଂକ୍ରମଣ , ବୈଜ୍ଞାନିକଙ୍କ ଦାବି
କରୋନା ମହାମାରୀ ତୀବ୍ର ହେବା ସହିତ ବୈଜ୍ଞାନିକମାନେ ମଧ୍ୟ ଏଥିରେ ଲଗାମ ଲଗାଇବାର ନୂତନ ଉପାୟ ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ଏକ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଚିହ୍ନଟ କରିବାକୁ ଦାବି…