ଦାମୀ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି ସନ୍ନି ଲିଓନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ଜୀବନଶୈଳୀ ହେତୁ ସବୁବେଳେ ହେଡଲାଇନରେ ରହିଥା’ନ୍ତି | ଏହି ସମୟରେ ଅଭିନେତ୍ରୀ ସନ୍ନି ଲିଓନ ମଧ୍ୟ କିଛି ଏଭଳି କରିଛନ୍ତି ଯାହାକୁ ନେଇ ବହୁତ ଚର୍ଚା ଚାଲିଛି । ସନ୍ନିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍ : ବ୍ରିଟେନ୍ ସହ ସୀମା ସିଲ୍ କଲା ୟୁରୋପ, ଭାରତରେ ମଧ୍ୟ…

ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି । ପୂର୍ବାପେକ୍ଷା ଭାଇରସ୍‌ ଏବେ ତାର ରୂପ ବଦଳାଇ ଅଧିକ ଭୟଙ୍କର ହେବାରେ ଲାଗିଛି । କରୋନାର ଏହି ନୂଆ ଷ୍ଟ୍ରେନ୍ ଯୋଗୁଁ…

Winter Solstice 2020: ବର୍ଷର ସବୁଠାରୁ ଛୋଟ ଦିନ ଆଜି, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

୨୧ ଡିସେମ୍ବର ୨୦୨୦ ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଏବଂ ଲମ୍ବା ରାତି | ଏହି ଖଗୋଲୀୟ ଘଟଣାକୁ ଶୀତକାଳୀନ ସଲଷ୍ଟାଇସ୍ (Winter solstice) କୁହାଯାଏ | ଏହି ଦିନ ସୂର୍ଯ୍ୟ କର୍କଟ ରେଖାରୁ ମକର ରେଖା ଆଡ଼କୁ ଉତରାୟଣରୁ ଦକ୍ଷୀଣାୟନ ଆଡ଼କୁ ପ୍ରବେଶ କରନ୍ତି | ଏହା ହେଉଛି ସେହି ସମୟ ଯେତେବେଳେ…

ଦେଶରେ ଆସନ୍ତା ମାସଠାରୁ ଲଗାଯିବ କରୋନା ଟିକା- ଡା ହର୍ଷବର୍ଧନ

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କରୋନାର ପ୍ରଥମ ଟିକା ଆସନ୍ତା ବର୍ଷରେ ଅର୍ଥାତ୍ ଜାନୁଆରୀର ଯେକୌଣସି ସପ୍ତାହରେ ଭାରତରେ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋମବାର ଦିନ ଦେଶରେ ୨୬,୬୨୪ ଟି…

ଗୋଆ ଆନ୍ତର୍ଜାତିୟ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଓଡ଼ିଆ ଫିଲ୍ମ ‘କାଲିର…

ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା…

ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ପ୍ରାଣୀଉଦ୍ୟାନ ନିର୍ମାଣ କରିବ ରିଲାଏନ୍ସ, ରହିବେ ୧୦୦ ପ୍ରଜାତିର ପ୍ରାଣୀ

ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ କରିବ ବୋଲି ଶନିବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ନିଶ୍ଚିତ କରିଛନ୍ତି। ଏହି ପ୍ରାଣୀ ଉଦ୍ୟାନରେ ଭାରତ ତଥା ବିଶ୍ବର ପ୍ରାୟ ୧୦୦ ରୁ ଅଧିକ ପ୍ରଜାତିର ପ୍ରାଣୀ, ପକ୍ଷୀ ଏବଂ ସରୀସୃପ…

ବାସ୍ତୁ ଅନୁଯାୟୀ ଘରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଏହିସବୁ ଗଛ, ନଚେତ ହୋଇପାରେ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗଛଲତା ଲଗାଇବା ଦ୍ବାରା ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ସେହିପରି ବାସ୍ତୁଶାସ୍ତ୍ରରେ ବିଭିନ୍ନ ଗଛଲତାର ନିଜର ଏକ ଭିନ୍ନ ମହତ୍ତ୍ବ ଥାଏ। ବାସ୍ତୁ ଅନୁସାରେ ଯଦି ଠିକ୍ ଦିଗରେ ଗଛ ଲଗାଯାଏ ତେବେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ଭୁଲ୍ ଦିଗରେ ଲଗାଯାଇଥିବା ଗଛ…

କରୋନା ଭାଇରସର ଉତ୍ପତି ବିଷୟରେ ଜାଣିବା ପାଇଁ ଆସନ୍ତା ଜାନୁଆରୀରେ ଚାଇନା ଯିବ ବିଶେଷଜ୍ଞ ଟିମ: WHO

ମହାମାରୀ କରୋନା ଭାଇରସ୍‌କୁ ଏହା ମଧ୍ୟରେ ଏକ ବର୍ଷ ହୋଇ ଯାଇଥିଲେ ବି ଏହାର ଉତ୍ପତ୍ତି ଇତିହାସ ଉପରୁ ଏବେ ସୁଦ୍ଧା ମଧ୍ୟ ପରଦା ଉଠିପାରିନି। ଏହା କେଉଁଠୁ ଓ କିପରି ସୃଷ୍ଟି ହୋଇଛି ଏଯାଏ ଗବେଷକମାନେ କିଛି ଉତ୍ତର ପାଇପାରିନାହାନ୍ତି। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଏମର୍ଜେନ୍ସି…

ଏ ହେଉଛନ୍ତି ଦୁନିଆର ସବୁଠାରୁ ‘ହ୍ୟାଣ୍ଡସମ୍ ମ୍ୟାଥ୍ ଟିଚର’ ଯାହାଙ୍କ ପାଇଁ ସମସ୍ତେ ପାଗଳ, ଦେଖନ୍ତୁ ଫଟୋ

ଆପଣ ନିଶ୍ଚିତ ଭାବରେ ଦୁନିଆର ଅନେକ ମଡେଲ୍ ଦେଖିଥିବେ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ଉତ୍କୃଷ୍ଟ ହୋଇଥାନ୍ତି | ତଥାପି, ଫ୍ୟାଶନ୍ ମଡେଲଗୁଡିକ ଅଧିକାଂଶ ଶିକ୍ଷିତ କିମ୍ବା ବୁଦ୍ଧିମାନ ନୁହଁନ୍ତି ବୋଲି ଧାରଣା ରହିଥାଏ | କିନ୍ତୁ ଏହି 'ହ୍ୟାଣ୍ଡସମ୍ ମ୍ୟାଥ୍ସ ଟିଚର' ଏହି ମିଥକୁ ଭୁଲ…

ଆଡିଲେଡ୍ ଟେଷ୍ଟରେ ଭାରତକୁ ୮ ଓ୍ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ୮ ୱିକେଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ଡେ ନାଇଟ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ​​| ଭାରତ ଦେଇଥିବା ୯୦ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ମାତ୍ର ୨ ଓ୍ୱିକେଟ ହରାଇ ହାସଲ କରିନେଇଛି…