ସ୍ମାର୍ଟ ମିଟର ସହି ହୈ: ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଗ୍ରାମ ପଞ୍ଚାୟତରେ ଟିପିଡବ୍ଲୁଓଡିଏଲ୍ର ସଚେତନତା ଅଭିଯାନ
ଭୁବନେଶ୍ୱର, ମାର୍ଚ୍ଚ ୧୦, ୨୦୨୬: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡ଼ିସକମ ଗୁଡ଼ିକ ପକ୍ଷରୁ ଜାରି ରହିଥିବା ‘ସ୍ମାର୍ଟ ବନାମ ଷ୍ଟାଟିକ୍ ମିଟର’ ତୁଳନାତ୍ମକ ପ୍ରଦର୍ଶନୀ ଅଭିଯାନକୁ ତ୍ୱରାନ୍ୱିତ କରି, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ…