ଆଦାନୀ ଏଂଟରପ୍ରାଇଜେସ ପକ୍ଷରୁ ବାର୍ଷିକ ୯.୩୦% ପର୍ଯ୍ୟନ୍ତ ୟିଲଡ ସହ ୧୦୦୦ କୋଟି ଟଙ୍କାର ଏନସିଡି ଇସ୍ୟୁ ଘୋଷଣା

ଭୁବନେଶ୍ୱର: ଆଦାନୀ ଗ୍ରୁପର ପ୍ରମୁଖ ସଂସ୍ଥା ଆଦାନୀ ଏଂଟରପ୍ରାଇଜେସ (ଏଇଏଲ) ପକ୍ଷରୁ ଗତବର୍ଷ ସେପ୍େଟମ୍ବରରେ ୮୦୦ କୋଟି ଟଙ୍କାର ଏନଏସଡି (ନନ କନଭର୍ଟିବଲ ଡିବେଚଂର) ଇସ୍ୟୁ କରାଯାଇଥିଲା ଯାହା ପ୍ରଥମ ଦିନରେ ସମ୍ପୂର୍ଣ୍ଣ ସବସ୍କ୍ରାଇବ ହୋଇଥିଲା। କମ୍ପାନି ପକ୍ଷରୁ ବାର୍ଷିକ ୯.୫୦ ପର୍ଯ୍ୟନ୍ତ…

ମହିନ୍ଦ୍ରା ପକ୍ଷରୁ ବିଇ ୬ ଓ ଏକ୍ସଇଭି ୯ଇ ପ୍ୟାକ୍ ଟୁ’ର ଡେଲିଭରି ଜୁଲାଇ ଶେଷ ସୁଦ୍ଧା ଆରମ୍ଭ କରିବ

ଭୁବନେଶ୍ୱର: ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ମୂଲ୍ୟ ଦୃଷ୍ଟିରୁ ଭାରତୀୟ ଇଭି ବଜାରରେ ଅଗ୍ରଣୀ ହୋଇପାରିଛି। ଗ୍ରାହକଙ୍କ ବିଶ୍ୱାସ ଓ ଉତ୍ସାହ ବଳରେ ଦେଶରେ ପ୍ରତି ୧୦ ମିନିଟ୍‌ରେ ଗୋଟିଏ ଲେଖାଏଁ ମହିନ୍ଦ୍ରା ଇଲେକ୍ଟ୍ରିକ୍ ଏସ୍‌ୟୁଭି ବିକ୍ରି ହେଉଛି। ଏହି ଉତ୍ସାହଜନକ ଫଳାଫଳକୁ…

ଟିପିଡବ୍ଲୁଓଡିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣ

ବୁର୍ଲା/ସୁନ୍ଦରଗଡ଼, ୦୫ ଜୁଲାଇ, ୨୦୨୫: ଗ୍ରାମୀଣ ବିଦ୍ୟୁତୀକରଣକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓଡ଼ିଶାର ବର୍ଦ୍ଧିତ ବିଦ୍ୟୁତ୍ ଶକ୍ତି ଚାହିଦା ପୂରଣ କରିବା ପାଇଁ ନିରନ୍ତର ପ୍ରୟାସ ଭାବେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍…

ଟିପିଏସ୍ଓଡିଏଲ୍ ପକ୍ଷରୁ ମାଲକାନଗିରିରେ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

-- ମାଲକାନଗିରି ଜିଲ୍ଲାର ୧.୧୬ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତାଙ୍କୁ ସେବା ଯୋଗାଇବ ନୂତନ ସିଆରସି-- ବିଲିଂ, ଅଭିଯୋଗ ପ୍ରତିକାର ଏବଂ ଡିଜିଟାଲ ସହାୟତା ସେବା ଉପଲବ୍ଧ-- ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସୁଦୃଢ଼ ବିଦ୍ୟୁତ ସେବା-- ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସପ୍ତମ

ଗୋଦରେଜ ଇଣ୍ଡଷ୍ଟ୍ରିଜ ପକ୍ଷରୁ ରସାୟନର ବ୍ୟବସାୟ ସମ୍ପ୍ରସାରଣ, ୭୫୦ କୋଟି ଟଙ୍କା ନିବେଶ କରାଯିବ

ଭୁବନେଶ୍ୱର: ଗୋଦରେଜ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ରସାୟନ ବ୍ୟବସାୟ ପକ୍ଷରୁ ସମ୍ପ୍ରସାରଣରେ ୭୫୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯିବ। ଆସନ୍ତା କିଛି ବର୍ଷ ମଧ୍ୟରେ ସେହି ନିବେଶ କରାଯିବ। ସେଥିରୁ କେତେକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସାରିଛି। କମ୍ପାନିକୁ…

ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ସର୍ଭିସ ଅପର୍ଚୁନିଟି ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଓପନ ଏଣ୍ଡେଡ ଇକ୍ୱିଟି ସ୍କିମ ଆକ୍ସିସ ସର୍ଭିସ ଅପର୍ଚୁନିଟିଜ ଫଣ୍ଡକୁ ଉନ୍ମୋଚନ କରାଯାଇଛି। ଏହାର ନୂଆ ଫଣ୍ଡ ଅଫର ୨୦୨୫ ଜୁଲାଇ ୪ରେ ଖୋଲିବ ଓ ଜୁଲାଇ ୧୮ରେ ବନ୍ଦ ହେବ। ଆକ୍ସିସ ସର୍ଭିସେସ…

ଟିସିଏସ ପକ୍ଷରୁ ୧୨ଟି ସହରରେ ଟିସିଏସ ଇନକ୍ୱିଜିଟିଭର ୨୦୨୫ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ସର୍ବଭାରତୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆନ୍ତଃ-ସ୍କୁଲ କୁଇଜ ପ୍ରତିଯୋଗିତା ଟିସିଏସ ଇନକ୍ୱିଜିଟିଭର ୨୦୨୫ ସଂସ୍କରଣ ଉନ୍ମୋଚନ କରାଯାଇଛି। ଏହି ବାର୍ଷିକ କୁଇଜ ପ୍ରତିଯୋଗିତାରେ ସମ୍ପ୍ରତିକ ଘଟଣାବଳୀ, ବିଜ୍ଞାନ,…

ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରାରେ ସ୍ୱଚ୍ଛ ଶକ୍ତି ଅଭିଯାନ

ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରାରେ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ର ପ୍ରସାର ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅନ୍ତର୍ଗତ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍…

ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଥିଏଟର ସିଷ୍ଟମ ୬ ଓ ବାର ୬ ସାଉଣ୍ଡବାର ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଥିଏଟର ପୋର୍ଟଫୋଲିଓରେ ଦୁଇଟି ନୂଆ ସାଉଣ୍ଡବାର ବ୍ରାଭିଆ ଥିଏଟର ବାର ୬ ଓ ବ୍ରାଭିଆ ଥିଏଟର ସିଷ୍ଟମ ୬କୁ ଉନ୍ମୋଚନ କରାଯାଇଛି। ବ୍ରାଭିଆ ଥିଏଟର ବାର ୬ ହେଉଛି ୩.୧୨ ଇଂଚର ସାଉଣ୍ଡବାର ଓ ୱେୟାରଲେସ ଉଫର ଏବଂ ବ୍ରାଭିଆ ଥିଏଟର ସିଷ୍ଟମ ୬…

କିଓରଫୁଡସ ଇଣ୍ଡିଆ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ମଲ୍ଟି ବ୍ରାଣ୍ଡ୍ ଖାଦ୍ୟ ସେବା କମ୍ପାନି କିଓରଫୁଡସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।୨୦୨୪ ଆର୍ôଥକ ବର୍ଷରେ ପରିଚାଳନାରୁ ରାଜସ୍ୱ ଦୃଷ୍ଟିରୁ କିଓରଫୁଡସ ହେଉଛି…