ପେ-ଲୋକାଲ୍ ସହଭାଗିତାରେ ଟିପିସିଓଡିଏଲ ର ହ୍ୱାଟ୍ସଆପ୍ ଭିତ୍ତିକ ବିଲ୍ ପେମେଣ୍ଟ ସେବାର ଶୁଭାରମ୍ଭ
ଭୁବନେଶ୍ୱର, ୦୮ ଏପ୍ରିଲ, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପେ-ଲୋକାଲ୍ ଫିନଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ମିଶି ରାଜ୍ୟରେ ପ୍ରଥମ ଥର ପାଇଁ ହ୍ୱାଟ୍ସଆପ୍ ଜରିଆରେ ବିଦ୍ୟୁତ୍ ବିଲ୍ ପୈଠ…
